Latest Odisha News

BREAKING NEWS

Browsing Tag

Dhenkanal

ଆଇଆଇଏମସି ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି

ଢେଙ୍କାନାଳ : 'ଭାରତୀୟ ଜନ ସଂଚାର ସଂସ୍ଥାନ' (ଆଇଆଇଏମସି) ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ମନୋଜ ଦାସଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇଯାଇଛି। ସଂସ୍ଥାନର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ମୃଣାଳ ଚାଟାର୍ଜୀ ଏହି ସଭାରେ ଅଧ୍ୟକ୍ଷତାରେ କରି କହିଥିଲେ ଯେ ମନୋଜ ଦାସଙ୍କ ପରି ଲେଖକ…

ଜାଲ ନୋଟ୍ କାରବାର ଅଭିଯୋଗରେ ପୂର୍ବତନ ମହିଳା ସରପଞ୍ଚ ଗିରଫ

ହିନ୍ଦୋଳ: ଢେଙ୍କାନାଳ ଜିଲ୍ଲା ହିନ୍ଦୋଳରେ ଜାଲ୍ ନୋଟ୍ କାରବାର । ଗିରଫ ହେଲେ ପୂର୍ବତନ ମହିଳା ସରପଞ୍ଚ । ନରସିଂହପୁର ବନ୍ଧଗୁଡ଼ାର ପୂର୍ବତନ ସରପଞ୍ଚଙ୍କୁ ଜାଲ୍ ନୋଟ କାରବାରରେ ସମ୍ପୃକ୍ତ ଅଭିଯୋଗରେ ଗିରଫ କରିଛି ହିନ୍ଦୋଳ ଥାନା ପୋଲିସ । ହିନ୍ଦୋଳ ବଜାରରେ ଭଡ଼ା ଘରି ରହି ବଜାରରେ ୧୧ ହଜାର…

କଟକଣା ଭିତରେ ଏବର୍ଷ କପିଳାସ ଜାଗର ଯାତ୍ରା

ଢେଙ୍କାନାଳ: ଚଳିତବର୍ଷ ଢେଙ୍କାନାଳ ଜିଲ୍ଲାର ପ୍ରମୁଖ ଶୈବପୀଠ କପିଳାସରେ କୋଭିଡ୍ କଟକଣା ଭିତରେ ଅନୁଷ୍ଠିତ ହେବ ଜାଗତ ଯାତ୍ରା । ଜିଲ୍ଲା ଓ ରାଜ୍ୟ ବାହାର ଭକ୍ତଙ୍କୁ କପିଳାସ ଆସିବାକୁ ବାରଣ କରାଯାଇଛି । ଜିଲ୍ଲାର ଭକ୍ତ କୋଭିଡ୍ ନେଗେଟିଭ ରିପୋର୍ଟ ଦେଖାଇ ମହାଦେବଙ୍କୁ ଦର୍ଶନ କରିପାରିବେ ।…

ଢେଙ୍କାନାଳରେ ଦୁଇ ନାବାଳିକାଙ୍କ ଉପରେ ଚଢିଗଲା ପିକ୍ ଅପ୍ ଭ୍ୟାନ

ଢେଙ୍କାନାଳ: ଟାଉନ ବଜାର ସ୍ଥିତ ଚାଜିଚୌକ ଛକରେ ଦୁର୍ଘଟଣା । ରଙ୍ଗରୁଟରେ ଆସୁଥିବା ଏକ ପିକ୍ ଅପ୍ ଭ୍ୟାନ ଦୁଇ ଶିଶୁଙ୍କ ଉପରେ ଚଢିଯିବାରୁ ଘଟଣାସ୍ଥଳରେ ସେମାନଙ୍କର ମୃତ୍ୟୁ ହୋଇଛି । ଏଥିରେ ଅନ୍ୟ ଜଣେ ଶିଶୁ ଗୁରୁତର ଅଛନ୍ତି । ତାଙ୍କୁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…

ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର

ଢେଙ୍କାନାଳ: ୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଅତିରିକ୍ତ ତହସିଲଦାର । ଢେଙ୍କାନାଳ ତହସିଲର ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ ଭିଜିଲାନ୍ସ ଜାଲରେ ପଡିଛନ୍ତି ।  ବେଆଇନ ପଥର ଖାଦାନରୁ ଟ୍ରକ ଛାଡ଼ି ଦେବା ପାଇଁ ୩୦ହଜାର ଟଙ୍କା ଲାଞ୍ଚ ନେଉଥିଲେ । ଲାଞ୍ଚ…

ଦୁର୍ଘଟଣା ନେଲା ବାପା-ପୁଅଙ୍କ ଜୀବନ

କାମାକ୍ଷାନଗର: ବାପାଙ୍କୁ ମେଡିକାଲ ନେଇ ଯାଉଥିବା ବେଳେ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ୍ । ଦୁର୍ଘଟଣାରେ ଚାଲିଗଲା ବାପା-ପୁଅଙ୍କ ଜୀବନ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର-ବିଜାଡିହ ନିକଟରେ । ମୃତକମାନେ ହେଲେ ପରଜଙ୍ଗର ରମଣି…

କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ, ବାଘ ଛାଲ ,ବାଘ ମୁଣ୍ଡ ଜବତ

ଢେଙ୍କାନାଳ: କପିଳାସ ଜଙ୍ଗଲରେ ବନ ବିଭାଗର ଚଢ଼ାଉ ହୋଇଛି । ଏହି ସମୟରେ ବାଘ ଛାଲ ,ବାଘ ମୁଣ୍ଡ ସହିତ ହାତୀ ଦାନ୍ତ ଜବତ ହୋଇଛି । ଏହା ସହିତ ୩ଜଣ ଶିକାରୀଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧୟରୁ ଜଣେ ଶିଶ୍ରକ ଥିବା ଜଣାପଡିଛି । ବନବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ,  ଚଢାଉ…

ଢେଙ୍କାନାଳରୁ ଉଦ୍ଧାର ହେଲା ୬ଫୁଟ ଲମ୍ବର ଅଜଗର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାର ଆଲାସୁଅ ଅଞ୍ଚଳରୁ ଉଦ୍ଧାର ହୋଇଛି ଏକ ୬ଫୁଟ ଲମ୍ବର ଅଜଗର ସାପ। ସାପ ଖେଳ ଦେଖାଉଥିବା ସମୟରେ ଜଙ୍ଗଲ ଅଧିକାରୀମାନେ ଏହି ୬ ଫୁଟ ଲମ୍ବର ପାଇଥନକୁ ଉଦ୍ଧାର କରିବା ସହ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ସାପ ଖେଳ ହେଉଥିବା ଖବର ପାଇ ବିଭାଗୀୟ ବନ ଅଧିକାରୀ…

ତୃତୀୟ ଦିନରେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା; ବିନା ଭକ୍ତରେ ଚାଲିଛି ମା’ଙ୍କ ଆରାଧନା

ଢେଙ୍କାନାଳ: ନାଅଛି ଲାଇଟ ନା ତୋରଣ।କୋଭିଡ କଟକଣା ଭିତରେ ଚାଲିଛି ଧନଧାତ୍ରୀ ମା ଗଜଲକ୍ଷ୍ମୀଙ୍କ ପୂଜା। ତୃତୀୟ ଦିନ ରେ ପହଂଚିଛି ବିଶ୍ୱ ପ୍ରସିଦ୍ଧ ଢେ଼ଙ୍କାନାଳର ଗଜଲଷ୍ମୀ ପୂଜା। ନାହିଁ ତୋରଣ, ନାହିଁ ଆଲୋକ ସଜା, ନାହିଁ ଭକ୍ତଙ୍କ ଭିଡ଼, ଶୁଭୁନି ହରିବୋଲ ହୁଳହୁଳି। ତଥାପି ୪ କାନ୍ଥ ମଧ୍ୟରେ…

କରୋନା ଛଡାଇ ନେଇଛି ପୂଜା ମଉଜ; ବିନା ଭକ୍ତରେ ହେଉଛି ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ଚଳିତ ଥର କରୋନା ଉଜାଡ଼ି ଦେଉଛି ପୂଜା ମଉଜ। ପ୍ରଥମେ ଦୁର୍ଗାପୂଜା ଆଉ ଏବେ ମାଆ ଗଜଲକ୍ଷ୍ମୀ ପୂଜା। ବିନା ଭକ୍ତରେ ଆରମ୍ଭ ହୋଇଛି ମାଆ ଗଜ ଲକ୍ଷ୍ମୀଙ୍କ ପୂଜା । ନା ଅଛି ଉତ୍ସାହ ନା ଅଛି ଯାକଜମକ। କେବଳ ବିଧି ରକ୍ଷା ନିମନ୍ତେ ମଣ୍ଡପରେ ପାଳନ ହେଉଛି ମାଆଙ୍କ ପୂଜା ପୂଜା ମଣ୍ଡପ ।…