Latest Odisha News
Browsing Tag

Doctor

ଡାକ୍ତର ଅଭାବକୁ ନେଇ ମେଡିକାଲ ଇନଚାର୍ଜଙ୍କୁ ତାଲା ପକାଇଲେ ଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂକଟ । ମେଡିକାଲରେ ୪ ଜଣ ଡାକ୍ତର ରହିବା ଲାଗି ସରକାରୀ ମଞ୍ଜୁରୀ ମିଳିଛି । ବିଡ଼ମ୍ବନାର କଥା ଏଠି ଜଣିଏ ବି ସ୍ଥାୟୀ ଡାକ୍ତର ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକ ଚିକିତ୍ସା ସେବାରୁ…

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ…

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…

ଭାଇରାଲ ହେଉଛି ‘ଡାକ୍ତରଙ୍କ ଅଷ୍ଟଭୂଜା’ ରୂପ

ଭୁବନେଶ୍ୱର: ଦୁର୍ଗତିନାଶିନୀ ମା’ ଦୁର୍ଗାଙ୍କର ନବଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଏହି ସମୟରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଜଣେ ଡାକ୍ତରଙ୍କର ‘ଅଷ୍ଟଭୂଜା ରୂପ’ । ସୂଚନାନୁଯାୟୀ କରୋନା ସଙ୍କଟ ସମୟରେ ଡାକ୍ତର ମାନେ ଦିନ ରାତି ଭୁଲି ରୋଗୀଙ୍କ ସେବାରେ ଲାଗି ପଡିଛନ୍ତି । ଉକ୍ତ…

ଆଉଜଣେ ଡାକ୍ତର, ନର୍ସ କରୋନା ପଜିଟିଭ୍ ଚିହ୍ନଟ !

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଡାକ୍ତର ଓ ନର୍ସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଡାକ୍ତର ଓ ନର୍ସ ଚିକିତ୍ସାଳୟରେ ସର୍ଜରୀ ୱାର୍ଡ଼ରେ କାର୍ଯ୍ୟ କରୁଥିଲେ । ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ (ସିଡ଼ିଏମଓ) ସୁଧାଂଶୁ ଷଡ଼ଙ୍ଗୀଙ୍କ ସୂଚନାନୁଯାୟୀ, ସର୍ଜରୀ…

ଡାକ୍ତରଙ୍କୁ ଦୁର୍ବ୍ୟବହାର କରି ଗିରଫ ହେଲେ ଯୁବକ

ଯାଜପୁର: କରୋନା ସଙ୍କଟ ସମୟରେ ଡାକ୍ତରମାନଙ୍କୁ ଯୋଦ୍ଧାର ମାନ୍ୟତା ଦେଇଛନ୍ତି ରାଜ୍ୟ ସରକାର । ସେମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ମଧ୍ୟ ପ୍ରସ୍ତୁତ କରିଛନ୍ତି । ଏଭଳି ପରିସ୍ଥିତିରେ ଯାଜପୁର ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କୁ ଦୁର୍ବ୍ୟବହାର କରାଯାଇଛି । ମିଳିଥିବା…

କିମ୍ସରେ ବିରଳ ଅସ୍ତ୍ରୋପଚାର: ୭ବର୍ଷ ଶିଶୁ ଫୁସଫସରୁ ବାହାରିଲା କ୍ଷୀରଦାନ୍ତ

ଭୁବନେଶ୍ୱର: ରାଜଧାନୀ ସ୍ଥିତ କଳିଙ୍ଗ ଇନିଷ୍ଟିଚ୍ୟୁଟ୍ ଅଫ ମେଡ଼ିକାଲ୍ ସାଇନ୍ସ (କିମ୍ସ)ରେ ଜଣେ ୭ ବର୍ଷ ବୟସ୍କ ଶିଶୁର ସଫଳ ଅସ୍ତ୍ରୋପଚାର ହୋଇଛି । ଏହି ଶିଶୁଟିର କ୍ଷୀରଦାନ୍ତ ବୃଦ୍ଧି ପାଇ ଶ୍ୱାସପଥକୁ ଅବରୋଧ କରିଥିଲା । ଏଥିଯୋଗୁଁ ଫୁସଫୁସରେ ଶ୍ୱାସ ପ୍ରକ୍ରିୟା ଅସ୍ୱାଭାବିକ ହୋଇପଡ଼ିବା…

କରୋନା ମେଡ଼ିକାଲ୍ ପାସ୍ ଲାଗି ଡାକ୍ତର ନେଲେ ଲାଞ୍ଚ; ଘୁରି ବୁଲୁଛି ଭିଡ଼ିଓ !

କାକଟପୁର: ସାରା ଦେଶ ବର୍ତମାନ କରୋନା ମହାମାରୀର ପ୍ରକୋପରେ ସ୍ତବ୍ଧ ଥିଲାବେଳେ ଏକମାତ୍ର ଭରଷା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ଜନସାଧାରଣ ଭଗବାନଙ୍କ  ଭଳି  ପୂଜା କରୁଛନ୍ତି l କିନ୍ତୁ ଏହି ଅଭାବନିୟ ସ୍ଥିତିରେ ଜରୁରୀକାଳୀନ ମେଡିକାଲ ପାସ ଦେବାକୁ ଜନସାଧାରଣଙ୍କ ଠାରୁ ଲାଞ୍ଚ ନେଇ ସାରା…

ଡାକ୍ତର, ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟଗୁଡିକୁ କେନ୍ଦ୍ରର ନିର୍ଦ୍ଦେଶ

ନୂଆଦିଲ୍ଲୀ: କରୋନା ସଂକ୍ରମିତଙ୍କ ଚିକିତ୍ସା ଓ ସେବାରେ ନିୟୋଜିତ ଚିକିତ୍ସକ, ସ୍ୱାସ୍ଥ୍ୟ କର୍ମୀ, ବିଶେଷଜ୍ଞ ଓ ଅନ୍ୟସମସ୍ତ ଆଗଧାଡିର କର୍ମଚାରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଦୃଢ ତଥା ସୁନିଶ୍ଚିତ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ନିର୍ଦ୍ଦେଶକ୍ରମେ ସ୍ୱରାଷ୍ଟ୍ର…

ମହଙ୍ଗା ପଡ଼ିଲା ଢାଳ ଚିକିତ୍ସା; ପେଟରେ ନିଆଁ ଲାଗିଯିବାରୁ ଗୁରୁତର ହେଲେ ମହିଳା

ଅନୁଗୁଳ: ଗାଁ ବଇଦଙ୍କ ଗରମ ତେଲ ଢାଳ ଚିକିତ୍ସା ମହଙ୍ଗା ପଡ଼ିଲା । ବଇଦ ଜଣକ ଜଣେ ମହିଳା ରୋଗୀଙ୍କୁ ଏହି ଢାଳ ଚିକିତ୍ସାରେ ଚିକିତ୍ସିିତ କରୁଥିବା ବେଳେ ରୋଗୀଙ୍କ ପେଟରେ ନିଆଁ ଲାଗି ଯାଇଥିଲା । ସୌଭାଗ୍ୟବଶତଃ ଡାକ୍ତରଖାନାରେ ତୁରନ୍ତ ତାଙ୍କର ଚିକିତ୍ସା ହେବା ଯୋଗୁଁ ସେ ଏବେ ସୁସ୍ଥ ଅଛନ୍ତି ।…