Latest Odisha News

BREAKING NEWS

Browsing Tag

Doctor

ଡାକ୍ତରଙ୍କ ଘରୁ ଟଙ୍କା ସହ ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

ବଲାଙ୍ଗୀର: ଡାକ୍ତରଙ୍କ ଘରୁ ଲୁଟ୍‌ ।  ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ସହରର ଶାନ୍ତିପଡ଼ା ନିବାସୀ ଡାକ୍ତର ପୁଷ୍ପରଞ୍ଜନ ମିଶ୍ରଙ୍କ ଘରେ ।  ଡାକ୍ତର ମିଶ୍ର  ତାଙ୍କ ପରିବାର ସହିତ ବାହାଘର କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଇଥିବା ସମୟରେ ଘଟିଛି ଏଭଳି ଅଘଟଣ । ଡାକ୍ତର ଦମ୍ପତ୍ତିଙ୍କ…

ଅସୁସ୍ଥ ନାବାଳିକାକୁ ଅସଦାଚରଣ, ଡାକ୍ତର ଗିରଫ

ବାରିପଦା : ରକ୍ଷକ ସାଜିଲା ଭକ୍ଷକ । ନାବାଳିକାକୁ ଅସଦାଚରଣ କରି ଗିରଫ ହେଲେ ଡାକ୍ତର । ଏପରି ଲଜ୍ଜ୍ୟାଜନକ ଘଟଣା ମୟୂରଭଞ୍ଜ ଜିଲ୍ଲାରେ ଘଟିଛି । ନାବାଳିକା ଜଣକ ଅଷ୍ଟମ ଶ୍ରେଣୀ ଛାତ୍ରୀ  । ଗତକାଲି ବିଳମ୍ୱିତ ରାତିରେ ବାରିପଦା ସହର ଉପକଣ୍ଠରେ ଥିବା ଏକ ଆଦିବାସୀ ହଷ୍ଟେଲରେ ରହୁଥିବା…

କ୍ୱାକଙ୍କ ଭୁଲ ଇଞ୍ଜେକସନରେ ଚାଲିଗଲା ଯୁବକଙ୍କ ପ୍ରାଣ

ରାୟଗଡ଼ା : କ୍ୱାକଙ୍କ ଅବହେଳାରୁ ଯୁବଙ୍କ ମୃତ୍ୟୁ । ନକଲି ଡାକ୍ତରଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ରାୟଗଡ଼ା ଜିଲ୍ଲା ଚାନ୍ଦିଲି ଥାନା ଅନ୍ତର୍ଗତ ସାନଚାନ୍ଦିଲି ଗ୍ରାମରେ ଘଟିଛି । ମୃତକ ଜଣକ ହେଲେ ପ୍ରଶାନ୍ତ କୌଶଲ୍ୟା ବୟସ ୨୬। ପରିବାର ଲୋକଙ୍କ କହିବା…

ସ୍କୁଟି ଉପରେ ରୋଗୀ ସେବା ଘଟଣା, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ନୂଆପଡା : ଖଡିଆଳ ବିଜ୍ଞାପିତ ପରିଷଦରେ କାର୍ଯ୍ୟରତ ହୋମିଓ ପ୍ୟାଥି ଡାକ୍ତର ସିଦ୍ଧାର୍ଥ ମହାପାତ୍ର ପରିଷଦ କାର୍ଯ୍ୟାଳୟ ପରିସର ରେ ସ୍କୁଟି ଉପରେ ରୋଗୀ ସେବା କରୁଥିଲେ । ରୋଗୀ ସେବା ପାଇଁ ପରିଷଦ ପକ୍ଷରୁ ଡାକ୍ତରଙ୍କୁ ସ୍ଥାନ ଦିଆଯାଇ ନ ଥିବା ନେଇ କିଛି ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶିତ…

[ଦେଖନ୍ତୁ ଭିଡିଓ] ନବରଙ୍ଗପୁରରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର, ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ…

ନବରଙ୍ଗପୁର: ଭଲ ନାହିଁ ନବରଙ୍ଗପୁର ଜିଲ୍ଲାର ସ୍ୱାସ୍ଥ୍ୟ । ରହିବ ବା କେମିତି ? ଏଠି ୧୫ ଲକ୍ଷ ଲୋକଙ୍କ ପାଇଁ ଅଛନ୍ତି ମାତ୍ର ୧୦୩ ଜଣ ଡାକ୍ତର । ଜିଲ୍ଲାରେ ୨୬୫ ଅନୁମୋଦିତ ଡାକ୍ତର ପଦବୀ ରହିଥିବା ବେଳେ ଅଧାରୁ ଅଧିକ ପଦ ଖାଲି । ଧର୍ମକୁ ଆଖିଠାର ଭଳି ନବରଙ୍ଗପୁର ଜିଲ୍ଲାରେ ନାଁକୁ ମାତ୍ର…

କ୍ଲିନିକ୍ ବାହାରେ ପୋଷ୍ଟର ମାର; କେତେ ଥରରେ ପାସ୍ କରିଛ ଡାକ୍ତରୀ ପରୀକ୍ଷା

ଭୁବନେଶ୍ୱର: କେତେ ଥର ଚେଷ୍ଟା କରି ଡାକ୍ତରୀ ପରୀକ୍ଷା ପାସ୍ କରିଛନ୍ତି, ତାହା ହସ୍ପିଟାଲ ବା କ୍ଲିନିକ ବାହାରେ ଡାକ୍ତରଙ୍କୁ ପୋଷ୍ଟର ମାରିବାକୁ ହେବ । ମାଡ୍ରାସ ହାଇକୋର୍ଟ ଏଇ ନିକଟରେ ମେଡିକାଲ କାଉନସିଲ ଅଫ୍ ଇଣ୍ଡିଆ(ଏମସିଆଇ)କୁ ଏଭଳି ପରାମର୍ଶ ଦେଇଛନ୍ତି । ଜଷ୍ଟିସ୍ ଏସ ବୈଦ୍ୟନାଥନଙ୍କ…

କୋଲକାତାରେ କରୋନା କହର, ଶତାଧିକ ଡାକ୍ତର ସଂକ୍ରମିତ

ଭୁବନେଶ୍ୱର: ପୁଣି କାୟା ବିସ୍ତାର କରିଛି କରୋନା ସଂକ୍ରମଣ । ଏଥର ଭିନ୍ନ ରୂପରେ । ସମୟକ୍ରମେ ଏହି ସଂକ୍ରମଣ ସାରା ଦେଶରେ ପୁଣିଥରେ ମାଡି ଚାଲିଛି । ଏହି ଧାରାରେ କୋଲକାତା ମଧ୍ୟ ବର୍ତ୍ତିପାରିନି । ଏହି ଆକର୍ଷଣୀୟ ସହରରେ ଶତାଧିକ ଡାକ୍ତର କରୋନା କବଳରେ ପଡିଥିବା ସୂଚନା ରହିଛି । ଗତ…

ଡାକ୍ତର ଅଭାବକୁ ନେଇ ମେଡିକାଲ ଇନଚାର୍ଜଙ୍କୁ ତାଲା ପକାଇଲେ ଲୋକ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଉଦଳା ବ୍ଲକ ଶ୍ରୀଦାମଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ସଂକଟ । ମେଡିକାଲରେ ୪ ଜଣ ଡାକ୍ତର ରହିବା ଲାଗି ସରକାରୀ ମଞ୍ଜୁରୀ ମିଳିଛି । ବିଡ଼ମ୍ବନାର କଥା ଏଠି ଜଣିଏ ବି ସ୍ଥାୟୀ ଡାକ୍ତର ନାହାଁନ୍ତି । ଫଳରେ ସ୍ଥାନୀୟ ଲୋକ ଚିକିତ୍ସା ସେବାରୁ…

‘ଆଲ୍ଲାଦିନ କା ଚିରାଗ’ ନାଁରେ ୩୧ଲକ୍ଷ ଲୁଟିନେଲେ

ମିରଟ: ଆଲ୍ଲାଦିନ୍‌ର ଚିରାଗ । ଦାମ ହେଉଛି ଦେଢ କୋଟି ଟଙ୍କା । ଚିରାଗ ଭିତରୁ ଜିନ୍ ବାହାରିବ ଆଉ ଯାହା ମାଗିବେ ତାହା ଆଖି ପିଛୁଳାକେ ପୂରଣ ହୋଇଯିବ । ଉତ୍ତର ପ୍ରଦେଶର ମିରଟରେ ଜଣେ ଡାକ୍ତରଙ୍କୁ ଏଭଳି କହି ଲୁଟିନେଇଛନ୍ତି ଦୁର୍ବୃତ୍ତ । ଲୁଟେରାଙ୍କ କଥାରେ ଡାକ୍ତର ଏମିତି ବିଶ୍ୱାସ…

ବିକ୍ରି ହେଲା “ଆଲ୍ଲାଦିନ୍ କା ଚିରାଗ” କିଣିଲା କିଏ ?

ଉତ୍ତରପ୍ରଦେଶ: ଆଲ୍ଲାଦିନ୍ କା ଚିରାଗ କଥା କାନରେ ପଡିଲେ ମନେପଡିଯାଏ ଅନେକଙ୍କର ପିଲାଦିନ । ଏପରିକି ଆଜି ବି ଏହି କାହାଣୀକୁ ନେଇ ଫିଲ୍ମ କିମ୍ବା ସିରିଜ ଦେଖିବାକୁ ମିଳେ । ହେଲେ ସତରେ କ'ଣ ଆଲ୍ଲାଦିନର ଚିରାଗର କିଛି ଅସ୍ତିତ୍ୱ ଥିଲା, ନା କେବଳ କଳ୍ପନାରେ ସିମୀତ ଥିଲା ସେହି କୁହୁକ ଦୀପ ?…