Latest Odisha News

BREAKING NEWS

Browsing Tag

DRDO

ଓଡିଶା ତଟରେ ପରମାଣୁ ସାମର୍ଥ୍ୟ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ଵର: ଚୀନ୍ ସହିତ ସୀମା ବିବାଦ ଭିତରେ ଭାରତ ଶନିବାର ଦିନ ଓଡିଶା ଉପକୂଳରେ ଆଣବିକ ସକ୍ଷମ ଶୌର୍ଯ୍ୟ କ୍ଷେପଣାସ୍ତ୍ରର ଏକ ନୂତନ ସଂସ୍କରଣକୁ ସଫଳତାର ସହ ପରୀକ୍ଷଣ କରିଛି। ଏହି କ୍ଷେପଣାସ୍ତ୍ରର ନୂତନ ସଂସ୍କରଣ, ଯାହା ପ୍ରାୟ ୮୦୦ କିଲୋମିଟର ଦୂରତ୍ୱରେ ଲକ୍ଷ୍ୟଭେଦ କରିପାରିବ ।…

ଗଲଓ୍ୱାନ ସହିଦଙ୍କ ନାଁରେ ନାମିତ ହେବ କୋଭିଡ୍ ହସ୍ପିଟାଲ ଓ୍ୱାର୍ଡ

ନୂଆଦିଲ୍ଲୀ: ନିଉ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ କୋଭିଡ-୧୯ ହସ୍ପିଟାଲର ଓ୍ୱାର୍ଡ ନାଁ ଗଲଓ୍ୱାନ ଘାଟିରେ ସହିଦ ବୀର ଯବାନଙ୍କ ନାଁ ଅନୁସାରେ ନାମିତ କରାଯିବ । ଡିଆରଡିଓ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଯବାନଙ୍କ ବଳିଦାନ ଓ ସେମାନଙ୍କୁ ସମ୍ମାନ ଜଣାଇ ନିଉ ସର୍ଦ୍ଦାର ବଲ୍ଲଭଭାଇ ପଟେଲ କୋଭିଡ…

ଓଡିଶା ଉପକୂଳରୁ ଶକ୍ତିଶାଳୀ ‘ବ୍ରହ୍ମୋସ୍’ କ୍ଷେପଣାସ୍ତ୍ରର ସଫଳ ଉତକ୍ଷେପଣ

ନୂଆଦିଲ୍ଲୀ: ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ) ଦ୍ୱାରା ସୋମବାର ଦିନ ଓଡିଶା ଉପକୂଳରୁ ଭୁପୃଷ୍ଠରୁ ଭୁପୃଷ୍ଠକୁ ବ୍ରହ୍ମୋସ୍ ମିସାଇଲର ସଫଳ ଉତକ୍ଷେପଣ କରାଯାଇଛି । ଏହାଦ୍ୱାରା କିଛି ସେକେଣ୍ଡରେ ହିଁ ଶତ୍ରୁ ଶିବିରକୁ ଧ୍ୱଂସ କରି ହେବ । ଏହାପୂର୍ବରୁ ଡିଆରଡିଓ ପକ୍ଷରୁ…

ଡିଆରଡିଓର ରୁସ୍ତମ-୨ ଡ୍ରୋନ୍ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: କର୍ଣ୍ଣାଟକର ଚିତ୍ରଦୂର୍ଗ ଜୋଡି ଚିକିନହେଲି ଠାରେ ମଙ୍ଗଳବାର ଦିନ ଡିଆରଡିଓର ଏକ ଅନମେନଡ୍ ଏରିୟଲ୍ ଭେହିକିଲ୍ (ୟୁଏଭି)ର ଡ୍ରୋନ୍ ରୁସ୍ତମ-୨ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରାପ୍ତ ସୂଚନାନୁଯାୟୀ ଡିଆରଡିଓ ଏହି ଡ୍ରୋନର ଟ୍ରେଷ୍ଟିଂ କରୁଥିବା ବେଳେ ଆଜି ସକାଳ ୭ଟା ୩୦ମି.…

ଟ୍ୟାଙ୍କ୍ ବିଧ୍ୱଂସୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ବଢିବ ସେନାର ଶକ୍ତି

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ଜିଲ୍ଲା କୁର୍ନୁଲ ଫାୟାରିଂ ରେଞ୍ଜରୁ ବୁଧବାର ଦିନ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ମାନବ ବିହିତ ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ (ଏମପି-ଏଟିଜିଏମ୍)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ସମ୍ପୂର୍ଣ୍ଣ ସ୍ୱଦେଶୀ…

ଓଡିଶା ଉପକୂଳରୁ ହାଇପରସୋନିକ ଡେମନଷ୍ଟ୍ରେଟର ଭେହିକିଲର ସଫଳ ପରୀକ୍ଷଣ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରର ଆଇଟିଆରରୁ ବୁଧବାର ଦିନ ହାଇପରସୋନିକ ଟେକ୍ନୋଲୋଜି ଡେମୋନଷ୍ଟ୍ରେଟର ଭେହିକିଲ୍ (ଏଚଏସଟିଡିଭି)ର ସଫଳ ପରୀକ୍ଷଣ ହୋଇଛି । ଭାରତୀୟ ପ୍ରତିରକ୍ଷା ଗବେଷଣା ସଂସ୍ଥାନ (ଡିଆରଡ଼ିଓ)ର ବରିଷ୍ଠ ବୈଜ୍ଞାନିକ ତଥା ପ୍ରତିରକ୍ଷା ସଚିବଙ୍କ ଉପସ୍ଥିତିରେ ସକାଳ…