Latest Odisha News

BREAKING NEWS

Browsing Tag

drive-in vaccination

ଡ୍ରାଇଭ୍ ଇନ୍ ଟିକାକରଣକୁ ମନା

ଭୁବନେଶ୍ବର : ରାଜ୍ୟରେ ବନ୍ଦ ହେବ ଡ୍ରାଇଭ୍ ଇନ୍ ଓ ଡୋର୍ ଷ୍ଟେପ୍ ଟିକାକରଣ । ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛନ୍ତି ସ୍ବାସ୍ଥ୍ୟ ବିଭାଗ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ଗାଇଡ ଲାଇନରେ ଡ୍ରାଇଭ୍ ଇନ୍…

ରାଜଧାନୀରେ ବଢିଲା ଡ୍ରାଇଭ୍‌ ଇନ୍‌ ଟିକାକରଣର ଅବଧି

ଭୁବନେଶ୍ୱର: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଶନିବାର ଦିନ ୪୫ ବର୍ଷରୁ ଅଧିକ ବୟସ୍କଙ୍କ ଦ୍ୱିତୀୟ ଡୋଜ ଡ୍ରାଇଭ-ଇନ୍‌ ଟିକାକରଣର ତାରିଖକୁ ମେ ୨୨ ପର୍ଯ୍ୟନ୍ତ ବୃଦ୍ଧି କରିଛି। ବିଏମସି ଟୁଇଟ୍ ଅନୁଯାୟୀ, ଭୁବନେଶ୍ୱରର ସରକାରୀ କିମ୍ବା ବେସରକାରୀ ସୁବିଧାରେ ୪୫ ବର୍ଷରୁ ଅଧିକ…

ଆସନ୍ତାକାଲିଠୁ ରାଜଧାନୀର ଆଉ ୩ଟି ସ୍ଥାନରେ ମିଳିବ ଡ୍ରାଇଭ୍‌ ଇନ୍‌ ଟିକାକରଣର ସୁବିଧା; ଆଜିଠୁ ବୁକିଂ ଆରମ୍ଭ

ଭୁବନେଶ୍ୱର: ଆସନ୍ତାକାଲିଠୁ ରାଜଧାନୀର ଆଉ ତିନୋଟି ନୂଆ ସ୍ଥାନରେ ମିଳିବ ଡ୍ରାଇଭ୍ ଇନ ଟିକାକରଣର ସୁବିଧା। ଏ ନେଇ ବିଏମ୍‌ସି ଆଜି ଘୋଷଣା କରିଛି। ଏହି ତିନୋଟି ନୂତନ ସ୍ଥାନ ହେଉଛି କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ ମଲର ପାର୍କିଂ ସ୍ଥାନ, ରୁଦ୍ରପୁରର ସିମ୍ଫୋନୀ ମଲରେ ଥିବା…