Latest Odisha News
Browsing Tag

Drivers Protest

ଅତ୍ୟାବଶ୍ୟକୀୟ ସାମଗ୍ରୀ ପରିବହନ ପାଇଁ ସରକାର ଗଠନ କଲେ ଟାସ୍କ ଫୋର୍ସ

ଭୁବନେଶ୍ୱର: ଡ୍ରାଇଭର ସଂଘର ଆନ୍ଦୋଳନ ତୀବ୍ର ରୂପ ଧାରଣ କରୁଥିବା ବେଳେ ଆଜି ମୁଖ୍ୟ ଶାସନ ସଚିବ ସେମାନଙ୍କ ଆଲୋଚନା କରିଛନ୍ତି । ୩ ମାସ ମଧ୍ୟରେ ଡ୍ରାଇଭର ଏକତା ମହାସଂଘର ଦାବି ପୂରଣ ନେଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଡ୍ରାଇଭରଙ୍କ…

ଡ୍ରାଇଭରଙ୍କ ଆନ୍ଦୋଳନ, ପେଟ୍ରୋଲ ପମ୍ପରୁ ସରି ଆସୁଛି ପେଟ୍ରୋଲ ଓ ଡିଜେଲ୍

ଭୁବନେଶ୍ୱର: ଷ୍ଟିୟରିଂ ଛାଡ଼ି ନାକେଦମ୍ କଲେଣି ଡ୍ରାଇଭର । ଜାତୀୟ ରାଜପଥରେ ଡ୍ରାଇଭରଙ୍କ ରାସ୍ତାରୋକ ଯୋଗୁଁ ମାଲବାହୀ ଗାଡ଼ି ଗଡ଼ୁ ନାହିଁ । ଅନ୍ୟ ପଟେ ରାଜଧାନୀ ଭୁବନେଶ୍ୱର ସମେତ ଅନେକ ସହରରେ ଦେଖା ଦେଇଛି ପେଟ୍ରୋଲ ଓ ଡିଜେଲ୍ ଅଭାବ । ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ପାଇଁ ସହର…

ଡ୍ରାଇଭରଙ୍କୁ ନେଇ ଗୃହ ଭିତରେ ବାହାରେ ଝଡ଼

ଭୁବନେଶ୍ୱର: ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ତୀବ୍ର ରୂପ ନେଉଛି। ରାଜ୍ୟବ୍ୟାପୀ ଏହି ଆନ୍ଦୋଳନ ଯୋଗୁ ଯାତାୟାତ ପରିବହନ ଆଦି ବ୍ୟାପକ ଭାବେ ବାଧାପ୍ରାପ୍ତ ହେବା ସହ ବିଭିନ୍ନ ସ୍ଥାନରେ ଡ୍ରାଇଭରଙ୍କ ବିକ୍ଷୋଭ ଯୋଗୁ ସ୍ଥିତି ସଙ୍ଗୀନ ହୋଇଛି। ୧୦ ଦଫା ଦାବି ନେଇ ଜିଲ୍ଲା ସ୍ତରଠୁ ଆରମ୍ଭ…

ଡ୍ରାଇଭର ସଂଘର ଆନ୍ଦୋଳନ ଯୋଗୁଁ ପରିବହନ ବାଧାପ୍ରାପ୍ତ ! ବଜାରକୁ ଆସିପାରୁନି ଅତ୍ୟାବଶ୍ୟକ ସାମଗ୍ରୀ

ଭୁବନେଶ୍ବର : ଦ୍ବିତୀୟ ଦିନରେ ପହଞ୍ଚିଛି ଡ୍ରାଇଭର ମହାସଂଘର ୧୦ ଦଫା ଦାବି ନେଇ ଦିଆଯାଇଥିବା ଷ୍ଟିୟରିଂ ଛାଡ଼ ଆନ୍ଦୋଳନ । ଆଜି ମଧ୍ୟ ଭୁବନେଶ୍ୱରର ତମାଣ୍ଡୋ ସହ ବିଭିନ୍ନ ସ୍ଥାନରେ ନିଜର ମହାସଂଘ ତାର ବିରୋଧ ପ୍ରଦର୍ଶନ ଜାରି ରଖିଛି। ଆଉ ଏହି ଆନ୍ଦୋଳନ ଯୋଗୁଁ ବେଶ ବାଧାପ୍ରାପ୍ତ ହୋଇଛି ପରିବହନ…

୯ ଦଫା ଦାବି ନେଇ ସୋନପୁରରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ

ସୋନପୁର: ରାଜ୍ୟର ବିଭିନ୍ନ ଜିଲ୍ଲାରେ ଡ୍ରାଇଭର ମହାସଂଘର ଦଣ୍ଡବତ ପ୍ରତିବାଦ ଜାରି ରହିଛି । ଆଜି ସୁବର୍ଣ୍ଣପୁର ଜିଲ୍ଲା ଡ୍ରାଇଭର ମହାସଂଘ ପକ୍ଷରୁ ପ୍ରତିବାଦ କରାଯାଇଛି । ସୋନପୁର ସହରର ସୁରେଶ୍ବରୀ ମନ୍ଦିରରୁ ଡ୍ରାଇଭର ମାନେ ଦଣ୍ଡବତ ଯାତ୍ରା କରି ସହର ପରିକ୍ରମା କରିବା ସହିତ ଜିଲ୍ଲାପାଳଙ୍କ…