Latest Odisha News

BREAKING NEWS

Browsing Tag

Drowning

ଦେବୀ ନଦୀରେ ବୁଡ଼଼ିଗଲେ ଭୁବନେଶ୍ୱରର ୩ ଛାତ୍ର

ଜଗତସିଂହପୁର: ଦେବୀ ନଦୀ ଘାଟରେ ଅଘଟଣ । ବୁଡ଼ିଗଲେ ୩ ଜଣ ଛାତ୍ର । ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ମାଛଗାଁ ଦେବୀ ନଦୀ ଘାଟରେ ତିନି ଜଣ ଛାତ୍ର ବୁଡ଼ି ଯାଇଥିବା ବେଳେ ଅନ୍ୟ ଜଣେ କୂଳକୁ ଫେରି ଆସିଛନ୍ତି । ଜଣେ ଛାତ୍ରଙ୍କ ମୃତଦହେ ମିଳିଥିବା ବେଳେ ଆଉ ୨ ଜଣ ନିଖୋଜ ଥିବା ଜଣାପଡ଼ିଛି ।…

ଜଗତସିଂହପୁର ବାଲିକୁଦାରେ ଅଘଟଣ, ପୋଖରୀରେ ବୁଡି ନାବାଳକର ମୃତ୍ୟୁ

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ବ୍ରହ୍ମପୁର ଗାଁରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ନାବାଳକର ମୃତ୍ୟୁ ହୋଇଛି । ବ୍ରହ୍ମପୁର ଗାଁର ଦୀପକ ପରିଡ଼ାଙ୍କ ୭ ବର୍ଷର ପୁଅ ସାଇ ପରିଡ଼ା ପୋଖରୀରେ ଖସିପଡ଼ିଥିଲେ । ପରିବାର ଲୋକ ବହୁ ଖୋଜାଖୋଜି କରିବା ପରେ ପୋଖରୀରୁ…

ପୁରୀ ମଙ୍ଗଳା ନଦୀରେ ବୁଡ଼ି ବୃଦ୍ଧଙ୍କ ମୃତ୍ୟୁ

ପୁରୀ : ପୁରୀ ବାସେଳି ସାହି ଥାନା ଅନ୍ତର୍ଗତ ମଙ୍ଗଳା ନଦୀରେ ଅଘଟଣ । ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ମଙ୍ଗଳା ଘାଟର ମାଗୁଣି ନାୟକ । ଆଜି ଅପରାହ୍ନରେ ମାଗୁଣି ମଙ୍ଗଳା ନଦୀକୁ ଶୌଚ ପାଇଁ ଯାଇଥିଲେ । କିନ୍ତୁ ନଦୀରେ ଗୋଡ ଖସିଯିବାରୁ ନଦୀ ଭିତରକୁ ଚାଲି ଯାଇଥିଲେ…

ଭଣ୍ଡାରିପୋଖରୀ ବାଙ୍କମୁହଁ ଗାଁରେ ଅଘଟଣ, ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ

ଭଦ୍ରକ : ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ହେଲେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତ ବାଙ୍କମୁହାଁ ଗ୍ରାମର ଲକ୍ଷ୍ମୀଧର ପୂର୍ତ୍ତି । ଲକ୍ଷ୍ମୀଧର ସକାଳେ ଶୌଚ ହେବା ପାଇଁ ପୋଖରୀକୁ ଯାଇଥିଲେ । ମାତ୍ର ଅସାବଧାନତା କାରଣରୁ ଗୋଡ଼ ଖସିଯାଇଥିଲା । ଫଳରେ ପୋଖରୀରେ…

ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ

ଯାଜପୁର : ସାନ ଭାଇ ଆଗରେ ଚାଲିଗଲା ଭଉଣୀର ଜୀବନ । ନାଳରେ ଗାଧୋଇବା ବେଳେ ପାଣିରେ ବୁଡି ୭ ବର୍ଷର ଶିଶୁ କନ୍ୟାର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପଟୁଣିଆ ପଞ୍ଚାୟତର ହାମଜାପୁର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଶିଶୁ ହେଲେ ଗାଁର ପିକୁଲୁ ଦାସ ଓ…

ଖୋର୍ଦ୍ଧାରେ ପାଣିରେ ବୁଡି ବ୍ୟକ୍ତିଙ୍କ ମୃତ୍ୟୁ

ଖୋର୍ଦ୍ଧା : ଖୋର୍ଦ୍ଧା ନାଭାଲ ଫାଣ୍ଡି ଅନ୍ତର୍ଗତ ପାନ୍ଥନିବାସ ରୋଡରେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସୁର ସ୍ବାଇଁ । ସୂଚନା ଅନୁସାରେ, ବଡ଼କୁଳ ପାନ୍ଥନିବାସ ରୋଡ଼ରେ ବାସ କରୁଥିବା ସୁର ସ୍ବାଇଁ ଆଜି ଗାଧୋଇବା ପାଇଁ ଏକ ପୋଖରୀକୁ ଯାଇଥିଲେ ।…

କେନ୍ଦୁଝର ତେଲକୋଇରେ ଅଘଟଣ, ପୋଖରୀରେ ବୁଡି ଜଣଙ୍କ ମୃତ୍ୟୁ

କେନ୍ଦୁଝର : କେନ୍ଦୁଝର ତେଲକୋଇରେ ଅଘଟଣ । ହାଲପୋଡିରେ ଗାଧୋଉଥିବା ବେଳେ ପୋଖରୀରେ ବୁଡି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ, ହାଲପୋଡ଼ି ଝୁମୁକାପଶି ସାହିର ଯୁଧିଷ୍ଠିର ମହାକୁଡ଼ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ବୁଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।…

ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ, ନାଳରେ ବୁଡି ୨ ଶିଶୁ ମୃତ

ରାଉରକେଲା : ରାଉରକେଲା ଲୁଙ୍ଗେଇ ବସ୍ତି ଅଞ୍ଚଳରେ ଅଘଟଣ । ନାଳରେ ପଡ଼ି ୨ ଜଣ ଶିଶୁ ପୁତ୍ରଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଖେଳୁଥିବା ବେଳେ ଦୁଇ ଜଣ ଶିଶୁ ନାଳରେ ପଡିଯାଇଥିଲେ । ଫଳରେ ଘଟଣାସ୍ଥଲରେ ଦେଢ଼ ବର୍ଷର ୨ ଜଣ ଶିଶୁଙ୍କର ମୃତ୍ୟୁ ହୋଇଥିଲା । ମୃତକ ଦୁଇ ଶିଶୁ ଲୁଙ୍ଗେଇ…