Latest Odisha News
Browsing Tag

Durga Puja

ପୂଜା ପେଣ୍ଡାଲ ପଲିଟିକ୍ସ: ମୋହନ Vs ନବୀନ

ଭୁବନେଶ୍ୱର: ପୂଜାରେ ଜମିଲା ରାଜନୀତିର ରଙ୍ଗ। ମାଆଙ୍କ ଶରଣରେ ଉଭୟ ଶାସକ ଓ ବିରୋଧୀ। ଦେବୀଙ୍କ ଦର୍ଶନ କରି ନେଲେ ଆଶୀର୍ବାଦ। ଶକ୍ତି ସ୍ବରୂପିଣୀଙ୍କୁ ଆରାଧନା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଶାରଦୀୟ ଦୁର୍ଗାପୂଜାରେ ସାରା ରାଜ୍ୟ ଉତ୍ସବମୁଖର…

ଦୁର୍ଗାପୂଜାରେ କଏଦୀଙ୍କୁ ଦିଆଯିବ ମଟନ୍ ବିରିୟାନୀ, ପୁଲାଓ ସହ ଏସବୁ ଖାଦ୍ୟ

କୋଲକାତା: ଦୁର୍ଗା ପୂଜା ଆରମ୍ଭ ହେବାକୁ ଆଉ ଅଳ୍ପ ଦିନ। ସାରା ଦେଶରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ଚାଲିଛି। ପଶ୍ଚିମବଙ୍ଗରେ ଧୁମଧାମରେ ଦୁର୍ଗା ପୂଜା ପାଳିତ ହୋଇଥାଏ। ଏହି ସମୟ ମଧ୍ୟରେ ପଶ୍ଚିମବଙ୍ଗରେ ଦେବୀ ଦୁର୍ଗାଙ୍କ ଭବ୍ୟ ପେଣ୍ଡାଲଗୁଡିକୁ ଆକର୍ଷଣୀୟ ଭାବେ ସଜାଯାଇଥାଏ ଏବଂ…

ଅରିନ୍ଦମଙ୍କ ଅଭିନୀତ ସିନେମା “ରାମ୍”ରେ ନଜର ଆସିବେ ବଲିଉଡର ରାହୁଲ୍ ଦେବ୍

ଭୁବନେଶ୍ୱର: ଅନେକ ଦିନର ବ୍ୟବଧାନ ପରେ ଓଡ଼ିଆ ସିନେମା ଜଗତକୁ କମ୍‌ବ୍ୟାକ୍ କରୁଛନ୍ତି ଓଲିଉଡ୍ ସୁପରଷ୍ଟାର ଅରିନ୍ଦମ୍ । ଆଗାମୀ ଦଶହରାରେ ତାଙ୍କୁ ଏକ ଭିନ୍ନ ଚରିତ୍ର ‘ରାମ୍‌’ ଅବତାରରେ ଦେଖିବାକୁ ମିଳିବ । ଶେଷଥର ପାଇଁ ୨୦୨୦ ମସିହା ଜାନୁଆରୀ ୧୨ ତାରିଖରେ ମୁକ୍ତିଲାଭ କରିଥିବା ତାପସ୍…

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ…

ଚାଲିଛି ଭସାଣ, ପୁଣି ଆରବର୍ଷକୁ ଆସିବେ ମାଆ

କଟକ: ଶାରଦୀୟ ଦୁର୍ଗା ପୂଜା ସରିଛି । ଏବେ ମାଆଙ୍କ ବାହୁଡ଼ା ବେଳ । ବିଜୟା ଦଶମୀରେ ରାବଣ ପୋଡ଼ି ସହ ଆନନ୍ଦନର ପର୍ବ ଶେଷ ହୋଇଛି । ଗୁରୁବାର ସକାଳୁ କଟକ ସହରରେ ଗୋଟିଏ ପରେ ଗୋଟିଏ ମେଢ଼ ଭସାଣି ଶୋଭାଯାତ୍ରାରେ ସାମିଲ୍ ହେଉଛନ୍ତି । ମାଆଙ୍କୁ ବିଦାୟ ବେଳରେ ଇନ୍ଦ୍ର ଦେବ ବି ଆକାଶରୁ…

ରାଜଧାନୀର ୪ଟି ସ୍ଥାନରେ ରାବଣ ପୋଡ଼ି ଉତ୍ସବ

ଭୁବନେଶ୍ୱର: ୨ ବର୍ଷ ପରେ ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଉତ୍ସବ ଅନୁଷ୍ଠିତ ହେବ । ଏଥିସହ ସରିବ ଶାରଦୀୟ ଦୁର୍ଗା ପୂଜାର ଭବ୍ୟ ଉତ୍ସବ । ଆଜି ରାଜଧାନୀର ୪ଟି ସ୍ଥାନରେ ରାବଣ ଦହନ ଉତ୍ସବ ଅନୁଷ୍ଠିତ ହେବ । ଅସତ୍ୟ ଉପରେ ସତ୍ୟର ବିଜୟ ଉତ୍ସବ ରାବଣ ପୋଡ଼ି । ରାଜଧାନୀର ୪ଟି…

ଲଘୁଚାପ ଦୁର୍ବଳ, କାଲି ୩ ଜିଲ୍ଲାରେ ବର୍ଷା

ଭୁବନେଶ୍ୱର: ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଦୁର୍ବଳ ହୋଇଛି । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୪.୯ ମିମି ବର୍ଷା ରେକର୍ଡ ହୋଇଛି । ଯାହା ସ୍ୱାଭାବିକ ବର୍ଷା ୫.୮ ତୁଳନାରେ ୩୨୯ ପ୍ରତିଶତ ଅଧିକ ରହିଛି ।…

ମା’ ବିରଜାଙ୍କ ପୀଠରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ

ଯାଜପୁର : ମା ବିରଜାଙ୍କ ପୀଠ ରେ ଗତକାଲି ନିଶାର୍ଦ୍ଧ ରାତ୍ରରେ ଲାଖବିନ୍ଧା ପର୍ଵ ଅନୁଷ୍ଠିତ ହୋଇଯାଇଛି । ରଥଯାତ୍ରା ସମାପ୍ତ ପରେ ରାତ୍ରିରେ ରଥ ଉପରେ ରୀତିନୀତି ପୂଜାର୍ଚ୍ଚନା ହେବା ପରେ ଲାଖବିନ୍ଧା ପର୍ବ ଆରମ୍ଭ ହୋଇଥିଲା । ଘଣ୍ଟଘଣ୍ଟା ସଂକୀର୍ତ୍ତନ ସହ ଏକ ବିରାଟ ପଟୁଆରେ ମା’ଙ୍କ ବିଜେ…

ମାଆଙ୍କୁ ଛାଡ଼ି ନିଆଁରେ ଜଳିଗଲା ସବୁକିଛି, ୫ ଜଣଙ୍କ ମୃତ୍ୟୁ

ଭଦୋହି: ନିଆଁର ଆଁରେ ଜଳି ଯାଇଛି ସବୁକିଛି । ପୂଜା ପେଣ୍ଡାଲ୍ ଛାରଖାର୍ ହୋଇ ଯାଇଥିବା ବେଳେ କେବଳ ମାଆଙ୍କ ମୂର୍ତ୍ତି ରହିଛି । ରବିବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲିଥିବା ବେଳେ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ ନିଆଁ ବ୍ୟାପିଯାଇ ସବୁକିଛି…

ମା’ ଆସୁଛନ୍ତି ହେଲେ ସୁନା ଚାନ୍ଦି ମଧ୍ୟରେ ଚଣ୍ଡିପାଠ ଆଉ ଶୁଭୁନି

ପିୟୁଷ ରଞ୍ଜନ ରାଉତଙ୍କ ଆଲେଖ୍ୟ ଚାନ୍ଦି ମେଢ଼, ସୁନା ମୁକୁଟ, ବିଶାଳ ତୋରଣ, ଅହରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ଦୁଲ ଦାଲ ଭଷାଣି ଉତ୍ସବ ; ଇତ୍ୟାଦି ଇତ୍ୟାଦି। ହେଲେ କେବେ ଜାଣିବାକୁ ଚେଷ୍ଟା କରିଛନ୍ତି ଏହା ପଛର ଅର୍ଥ ଆଦାୟର ଭୟାନକ କାହାଣୀ ? ଦୁର୍ଗାପୂଜା ଆଉ ସେକାଳର ଆରମ୍ଭ…