Latest Odisha News
Browsing Tag

Durga Puja

ଖଡ଼ିଆଳରେ ନିଆରା ନବରାତ୍ରୀ ଦୁର୍ଗାପୂଜା ଓ ଯୋଡ଼ି ଛତର ଯାତ୍ରା ପାଇଁ ଜମୁଛି ଭିଡ଼

ନୂଆପଡ଼ା: ନବରାତ୍ରୀ ଆରମ୍ଭ ସହ ନୂଆପଡ଼ା ଜିଲ୍ଲାର ବିଭିନ୍ନ ପୂଜା ମଣ୍ଡପରେ ମାଆଙ୍କ ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛି । ବିଭିନ୍ନ ମଣ୍ଡପକୁ ଚାନ୍ଦି ମେଢ଼ ସହ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜା ଯାଇଛି । ରାଜ ପଣ୍ଡିତଙ୍କ ଶ୍ଲୋକ ସହ ଚଣ୍ଡୀପାଠରେ ପ୍ରକମ୍ପିତ ହେଉଛି ପୂଜା ମଣ୍ଡପ । ଖଡିଆଳରେ…

[ଦେଖନ୍ତୁ ଭିଡିଓ] ବମିଖାଲରେ ଶୋଭା ପାଇବ ମୟସୂରର ଲଳିଥା ମହଲ

ଭୁବନେଶ୍ୱର: ମାଆଙ୍କ ଆଗମନ ପାଇଁ ପ୍ରସ୍ତୁତି ଚାଲିଛି । ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ମଣ୍ଡପରେ ମାଆଙ୍କ ମୂର୍ତ୍ତି ସହ ଭିନ୍ନ ଢଙ୍ଗର ସୁଉଚ୍ଚ ତୋରଣ ତିଆରି କରୁଛନ୍ତି ବିଭିନ୍ନ ପୂଜା ମଣ୍ଡପ । ଚଳିତ ବର୍ଷ ବମିଖାଲ ଦୂର୍ଗା ପୂଜା କମିଟି ୫୯ ତମ ଦୂର୍ଗା ପୂଜା ପାଳୁଛି । ଏଥର ବମିଖାଲ ଦୂର୍ଗା…

ଏଥର ଦୁର୍ଗା ପୂଜା ପାଇଁ ମମତା ବଢ଼ାଇଲେ ଅନୁଦାନ, ମିଳିବ ୬୦ ହଜାର ଟଙ୍କା

କୋଲକତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦୁର୍ଗା ପୂଜା ଭେଟି। ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ପ୍ରତି ମଣ୍ଡପକୁ ୬୦ ହଜାର ଟଙ୍କା ଅନୁଦାନ ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଦୁର୍ଗା ପୂଜା ଆୟୋଜକଙ୍କ ପାଇଁ ସେ ଏହି ଘୋଷଣା କରିଛନ୍ତି।…

ଜଗତ ଜନନୀଙ୍କ ବିଜୟା ଦଶମୀ

ବାଲେଶ୍ବର : ଆଜି ହେଉଛି ମା' ଜଗତ ଜନନୀ ଙ୍କ ବିଜୟା ଦଶମୀ। ଆଜିର ଦିନରେ ଅସତ୍ୟ ଉପରେ ସତ୍ୟର ବିଜୟ ହୋଇ ଧର୍ମ ସ୍ଥାପିତ ହୋଇଥିଲା । ମା' ଙ୍କ ବିଦାୟ ଉତ୍ସବକୁ ନେଇ ଖୁବ ଭାବବିହ୍ଵଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ। ପରମ୍ପରା ଅନୁଯାୟୀ ମାଙ୍କୁ ନାଲି ସିନ୍ଦୂର, ଅଳତା ଓ ନାଲି ସଙ୍ଖା ପରିଧାନ କରାଇ…

ଆଜି ମଣ୍ଡପରେ ଶକ୍ତିମୟୀଙ୍କ ମହାନବମୀ

ଭୁବନେଶ୍ୱର: ଆଜି ମହାମାୟାଙ୍କ ମହାନବମୀ ପୂଜା । ମଣ୍ଡପରେ ସୂର୍ୟ୍ୟ ପୂଜା, ଗୋ ପୂଜା ପରେ ଆରତୀ କରାଯିବାର ପରମ୍ପରା ରହିଛି । ମା’ଙ୍କୁ ୧୦୮ ଦୀପ ସମର୍ପଣ କରାଯାଇ ପଣା ଓ ନୈବେଦ୍ୟ ଅର୍ପଣ କରାଯିବ । ମହାନବମୀ ପାଇଁ ମଣ୍ଡପରେ ଭକ୍ତିମୟ ପରିବେଶ । କିନ୍ତୁ ଭକ୍ତ ନଥିବାରୁ ଭକ୍ତିଭାବ ନାହିଁ ।…

ରେମୁଣାରେ ପୂଜା ପାଉଛନ୍ତି ବିରଳ ଅଧିଷ୍ଠାତ୍ରୀ ଦେବୀ ଅଷ୍ଟାଦଶ ଭୂଜା ଦୁର୍ଗା

ବାଲେଶ୍ବର :- ବାଲେଶ୍ବର ରେମୁଣା ବ୍ଲକ ଅନ୍ତର୍ଗତ ପତ୍ରିପାଳ ପଞ୍ଚାୟତରେ ମା କନକ ଦୁର୍ଗା ସାରା ପୃଥିବୀରେ ଦ୍ବିତୀୟ ବିରଳ ଅଷ୍ଟାଦଶ ଭୁଜା ରୂପେ ପରିଚିତ। ଶତାଧିକ ବର୍ଷ ପୂର୍ବରୁ ଏହି ବିରଳ ମୁଗୁନି ପଥର ମୂର୍ତ୍ତିକୁ ପ୍ରତିଷ୍ଠା କରାଯାଇଥିଲା। ରାଜା ହରିଗୋଲାମ୍ ଦାସ ପ୍ରଥମ ସେବକ ବେଳେ…

ଆଜି ମଣ୍ଡପରେ ମହାମାୟାଙ୍କ ମହାସପ୍ତମୀ

ଭୁବନେଶ୍ୱର: ଧରାବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା । ଆଜି ମଣ୍ଡପରେ ମହାସପ୍ତମୀ ପୂଜା । ଗତକାଲି ଷଷ୍ଠୀରେ ମହାମାୟାଙ୍କୁ ବିଲ୍ୱବରଣ କରାଯାଇଥିଲା । ସପ୍ତାମୀ ପୂଜା ପାଇଁ ବିଭିନ୍ନ ପୂଜା ମଣ୍ଡପରେ ଆଧ୍ୟାତ୍ମିକ ପରିବେଶ । ଆଜି ମା’ଙ୍କୁ ଚକ୍ଷୁଦାନ ଦିଆଯିବ । ବେଦ ମନ୍ତ୍ର, ଚଣ୍ଡୀ ପାଠରେ…

[ଭିଡ଼ିଓ] ମଣ୍ଡପରେ ମା’ଙ୍କ ଷଷ୍ଠୀ ପୂଜା

କଟକ : ଦୁର୍ଗା ପୂଜା ପାଇଁ ଉତ୍ସବମୁଖର ହୋଇଉଠିଛି ପରିବେଶ । ମାଆଙ୍କର ପୂଜା ବେଶ ଧୁମଧାମରେ ଚାଲିଥିବା ବେଳେ ମଣ୍ଡପରେ ଆରମ୍ଭ ହୋଇଯାଇଛି ଷଷ୍ଠୀ ପୂଜା ଏବେ କୋଭିଡ଼ କଟକଣା ଭିତରେ ମାଆଙ୍କର ସମସ୍ତ ନୀତିକ୍ରାନ୍ତି କରାଯାଉଛି । ଶାରଦୀୟ ଦୂର୍ଗାପୂଜାରେ ଆଜି ଦେବୀପୀଠଗୁଡ଼ିକରେ ମା’ଙ୍କ…

ମଣ୍ଡପରେ ଦୁର୍ଗା ପୂଜା ପ୍ରସ୍ତୁତି

କଟକ : ପାଖେଇ ଆସୁଛି ଦଶହରା ।  ମାଆଙ୍କ ଆଗମନକୁ ନେଇ କଟକ ସହରରେ ଥିବା ପୂଜା ମଣ୍ଡପ ଗୁଡିକ ବେଶ୍ ଚଳଚଞ୍ଚଳ ହୋଇ ପଡିଛି । ସହରର ବିଭିନ୍ନ ପୂଜା ମଣ୍ଡପର ଇତିହାସ ସହ କିମ୍ବଦନ୍ତୀ ଯୋଡି ହୋଇଛି  । ଚୌଧୁରୀବଜାର ପୂଜା ପେଣ୍ଡାଲ୍ ରେ ୧୮୭୨ ମସିହାରେ ପୂଜା ଆରମ୍ଭ କରାଯାଇଥିଲା। ଆଉ ପରେ ୧୯୫୬ ରେ…

ପାର୍ବଣ ସମୟରେ ସତର୍କତା, ଭିଡକୁ ନଯିବା ଲାଗି ପରାମର୍ଶ

ଭୁବନେଶ୍ବର: ପାର୍ବଣ ସମୟରେ ଭିଡକୁ ଦୃଷ୍ଟିରେ ରଖି କୋଭିଡ଼ ସଂକ୍ରମଣ ବଢ଼ିପାରେ । ସଂକ୍ରମଣ ବଢ଼ିପାରେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।   ସେ ନେଇ ସଚେତନ ହେବା ଆବଶ୍ୟକ । ତେଣୁ ସମସ୍ତେ କୋଭିଡ୍ ମାର୍ଗ ଦର୍ଶିକା ପାଳନ କରିବା । ସାମାଜିକ ଦୂରତା ରକ୍ଷା କରିବା ଓ ଭିଡକୁ…