Latest Odisha News

BREAKING NEWS

Browsing Tag

Ecor

ପୂର୍ବତଟ ରେଳପଥର ୪୧ଟି ଷ୍ଟେସନରେ ଉପଲବ୍ଧ ହେଲା ୱାଇ-ଫାଇ ସେବା

ଭୁବନେଶ୍ୱର : ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ତଥା ୨୦୧୮ -୨୦୧୯ ମସିହା ମଧ୍ୟରେ ପୂର୍ବତଟ ରେଳପଥ ପରିସୀମାରେ ୪୧ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଅଛି । ବର୍ତମାନ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନ ଠାରେ ୱାଇ-ଫାଇ ସେବା ଉପଲବ୍ଧ ହୋଇପାରିଛି। ୨୦୧୮-୧୯ ଆର୍ଥିକ…

ପୂର୍ବତଟ ରେଲୱେ କର୍ମଚାରୀଙ୍କ ପିଲାମାନେ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରାରେ ହାଇଦ୍ରାବାଦ ଗଲେ

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ରେଳକର୍ମଚାରୀଙ୍କ ପିଲାମାନଙ୍କ ପାଇଁ ହାଇଦ୍ରାବାଦକୁ ଏକ ସ୍ୱତନ୍ତ୍ର ଅଭିଜ୍ଞତା ଯାତ୍ରା ଆୟୋଜନ କରାଯାଇଅଛି । ଯେଉଁଥିରେ ଏହାର ପରିସୀମା ମଧ୍ୟରୁ ଉଭୟ ବାଳକ ଓ ବାଳିକା ସମୁଦାୟ ୬୦ ଜଣ ପିଲା ଭାଗନେଇଛନ୍ତି ଓ ରେଳପଥର ଅତିରିକ୍ତ ମହାପ୍ରବନ୍ଧକ ଶ୍ରୀ…

ନୂଆ ରୂପରେ ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ,ଦେଖନ୍ତୁ ଭିଡିଓ…

ଭୁବନେଶ୍ୱର : ସମ୍ବଲପୁର-ପୁରୀ-ସମ୍ବଲପୁର ଇଣ୍ଟରସିଟି ଏକ୍ସପ୍ରେସକୁ ଆଜିଠାରୁ ଉନ୍ନତମାନର ଉତ୍କୃଷ୍ଟ ଶ୍ରେଣୀ ବଗିକୁ ଉନ୍ନୀତ କରାଯାଇ ଚଳାଚଳ ଆରମ୍ଭ କରାଯାଇଅଛି ଓ ଏହି ଟ୍ରେନ ଟି ଦୁଇଟି ଏସି ଚେୟାର କର, ସାତଗୋଟି ଦ୍ଵିତୀୟ ଶ୍ରେଣୀ ସଂରକ୍ଷିତ ସିଟିଙ୍ଗ ବଗି, ପାଞ୍ଚଗୋଟି ଦ୍ଵିତୀୟ ଶ୍ରେଣୀ…

ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଏବେ ବଢିଲା ଷ୍ଟପେଜ୍

ଭୁବନେଶ୍ୱର : ଯାତ୍ରୀମାନଙ୍କୁ ଅଧିକ ସୁବିଧା ଓ ସୁଯୋଗ ଯୋଗାଇ ଦେବାକୁ ଯାଇ ଇଷ୍ଟକୋଷ୍ଟ ରେଳବାଇ କର୍ତ୍ତୃପକ୍ଷ ଓଡିଶାର ବିଭିନ୍ନ ରେଲୱେ ଷ୍ଟେସନରେ ଷ୍ଟପେଜ୍ ସଂଖ୍ୟା ବୃଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବା ଠାରୁ ଆସନ୍ତା ୬ମାସ ପର୍ଯ୍ୟନ୍ତ ପରିକ୍ଷାମୂଳକ ଭାବେ ଏହା…