Latest Odisha News

BREAKING NEWS

Browsing Tag

ED

ମୋ ପତ୍ନୀଙ୍କୁ ଏଥିରେ ଟାଣନି; ଇଡି ରେଡକୁ ନେଇ ପ୍ରତିକ୍ରିୟା ରଖିଲେ ରାଜ କୁନ୍ଦ୍ରା

ମୁମ୍ବାଇ: ନଭେମ୍ବର ୨୯ରେ ଅଶ୍ଳୀଳ କଣ୍ଟେଣ୍ଟ ମାମଲାରେ ଇଡି ରାଜ କୁନ୍ଦ୍ରାଙ୍କ ଘରେ ଚଢାଉ କରିଥିଲା। ଇଡି ରେଡର ଗୋଟିଏ ଦିନ ପରେ ରାଜ କୁନ୍ଦ୍ରା ଏକ ବିବୃତ୍ତି ଜାରି କରି କହିଛନ୍ତି ଯେ ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ନାମ ଏସବୁ ମଧ୍ଯକୁ ଟାଣିବା ଉଚିତ ନୁହେଁ। ଇନଷ୍ଟାଗ୍ରାମରେ ଏକ…

ଅର୍ଥ ହେରଫେର ମାମଲାରେ ସିଦ୍ଧରମେୟାଙ୍କ ବିରୋଧରେ ମାମଲା

ବେଙ୍ଗାଲୁରୁ: ମୁଦା ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟାଙ୍କ ଅଡୁଆ ବଢିପାରେ। ଇଡି ପିଏମଏଲଏ ଅଧୀନରେ ଏକ ମାମଲା ରୁଜୁ କରିଛି। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ସ୍ୱତନ୍ତ୍ର କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ନିୟମକୁ ବେଖାତିର କରି…

ସୁପ୍ରିମକୋର୍ଟରୁ ନ୍ୟାୟ ଆଶା କଲେ ହେମନ୍ତ ସୋରେନ

ରାଞ୍ଚି: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ଵାରା ଗିରଫ ହେବା ପରେ ସର୍ବୋଚ୍ଚ ନ୍ୟାୟାଳୟ ମୁଁହା ହୋଇଛନ୍ତି ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ତାଙ୍କ ଆବେଦନ ପରେ ସୁପ୍ରିମକୋର୍ଟ ମଧ୍ୟ ଏହି ମାମଲାର ବିଚାର କରିବା ପାଇଁ ରାଜି ହୋଇଛନ୍ତି। ଶୁକ୍ରବାର ଏହାର ବିଚାର କରିବେ ପ୍ରଧାନ…

ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ, ଦୀର୍ଘ ସମୟ ଜେରା ପରେ ଇଡ଼ିର କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଗିରଫ। ଦୀର୍ଘ ସମୟ ଜେରା ପରେ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ ବା ଇଡ଼ି। ମିଳିଥିବା ସୂଚନା ଅନୁଯାୟୀ କଥିତ ଜମି ଦୁର୍ନିତୀରେ ହେମନ୍ତ ସୋରେନଙ୍କୁ ଗିରଫ କରିଛି ଇଡ଼ି। ପାଖାପାଖି ୭ ଘଣ୍ଟା ଜେରା ପରେ ହେମନ୍ତଙ୍କୁ ଗିରଫ କରିଛି…

୪୦ ଘଣ୍ଟା ପରେ ରାଞ୍ଚି ଫେରିଲେ ହେମନ୍ତ ସୋରେନ, କହିଲେ ବଜେଟ ପାଇଁ ବ୍ୟସ୍ତ ଅଛି

ରାଞ୍ଚି: ଦୀର୍ଘ ୪୦ ଘଣ୍ଟା ପରେ ରାଜଧାନୀକୁ ଫେରିଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍। ତାଙ୍କୁ ଖୋଜିବାରେ ବ୍ୟସ୍ତ ଥିବା କେନ୍ଦ୍ରୀୟ ସଂସ୍ଥା ଇଡିକୁ ଚକମା ଦେଇ ସେ ଫେରାର ହୋଇଯାଇଥିବା କୁହାଯାଉଥିବା ବେଳେ ଏବେ ରାଞ୍ଚି ଫେରିଛନ୍ତି ହେମନ୍ତ। ହଠାତ୍ ସେ ଦିଲ୍ଲୀରୁ ଗାୟବ ହୋଇଯାଇଥିଲେ…

ହାଜର ହେଉ ନାହାନ୍ତି କେଜରିୱାଲ, ପଞ୍ଚମ ଥର ସମନ ଜାରି କରିପାରେ ED

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ହାଜର ହେବା ପାଇଁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ବା ଇଡ଼ି ଚତୁର୍ଥ ସମନ ଜାରି କରିଥିଲା। ଏହା ସତ୍ତ୍ୱେ ସେ ହାଜର ହୋଇନାହାଁନ୍ତି। ଇଡି ଉପରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ଅନୁସନ୍ଧାନକାରୀ…

କୋଲକାତା ପୋଲିସ ଉପରେ ବର୍ଷିଲେ ହାଇକୋର୍ଟ

କୋଲକାତା: ପଶ୍ଚିମବଙ୍ଗରେ ଇଡି ଅଧିକାରୀଙ୍କ ଉପରେ ଆକ୍ରମଣ ମାମଲାରେ କଲିକତା ହାଇକୋର୍ଟ ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ କିମ୍ବା ଏସଆଇଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏସଆଇଟି ସିବିଆଇ ଏବଂ ରାଜ୍ୟ ପୋଲିସର ଜଣେ ଏସପି ରାଙ୍କର ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହେବ। ତେବେ…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ବାନ୍ଧିପାରେ ଇଡ଼ି, ଆଶଙ୍କା ପ୍ରକାଶ କଲା ଆମ୍ ଆଦମୀ ପାର୍ଟି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବାନ୍ଧିପାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡ଼ି। ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ନେଇ ସୂଚନା ରହିଛି। ସୂଚନାଯୋଗ୍ୟ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ତୃତୀୟ ଥର ପାଇଁ ଇଡ଼ିର ନୋଟିସକୁ ଅଣଦେଖା…

ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ସେପ୍ଟେମ୍ବର ୧୫ ଯାଏ ବୃଦ୍ଧି କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭର୍ତ୍ସନା କଲେ, କାର୍ଯ୍ୟକାଳ ବଢ଼ାଇଲେ । ଇଡି ନିର୍ଦ୍ଦେଶକ ଏସକେ ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି କରି କେନ୍ଦ୍ର ସରକାରଙ୍କୁ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । ଏବେ ସଞ୍ଜୟ କୁମାର ମିଶ୍ର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ନିର୍ଦ୍ଦେଶକ ଭାବେ ସେପ୍ଟେମ୍ବର ୧୫ ଯାଏ ରହିବ…

ପ୍ରତାପ ସାମଲଙ୍କ ୧୧.୩୫ କୋଟିର ସମ୍ପତ୍ତି ଆଟାଚ୍ କଲା ଇଡି

ଭୁବନେଶ୍ୱର: ଓଡ଼ିଶା ପୋଲିସ୍ ହାଉସିଂ ଆଣ୍ଡ ୱେଲଫେୟାର କର୍ପୋରେସନର ପୂର୍ବତନ ଡେପୁଟି ମ୍ୟାନେଜରଙ୍କ ୧୧.୩୫ କୋଟି ମୂଲ୍ୟର ସମ୍ପତ୍ତି ଆଟାଚ୍ କରିଛି ଇଡି । ମନି ଲଣ୍ଡରିଂ ମାମଲାରେ ପ୍ରତାପ ଓ ତାଙ୍କ ପରିବାରର ଆୟ ବହିର୍ଭୂତ ସମ୍ପତ୍ତି ଆଟାଚ୍ ହୋଇଛି । ୨୦୨୧  ନଭେମ୍ବର ୧୦ ତାରିଖରେ…