Latest Odisha News

BREAKING NEWS

Browsing Tag

ED

[ଦେଖନ୍ତୁ ଭିଡିଓ] ଘରୁ ୫୦ କୋଟି ପରେ ଅର୍ପିତାଙ୍କ ଆକାଉଣ୍ଟରୁ ଆଉ ୮ କୋଟି ଜବତ

କୋଲକାତା: ପାର୍ଥ ଚାଟାର୍ଜୀ ନା ଅର୍ପିତା ମୁଖାର୍ଜୀଙ୍କର । ଇଡି ରେଡ୍ ପରେ ମିଳିଥିବା ୫୦ କୋଟି କାହାର ? ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଟଙ୍କା ତାଙ୍କର ନୁହେଁ ବୋଲି କହିଛନ୍ତି । ସେ ଆହୁରି କହିଛନ୍ତି ସମୟ କହିବ କିଏ ତାଙ୍କ…

ଚିଟଫଣ୍ଡ ମାମଲାରେ ପ୍ରଭାତ ବିଶ୍ୱାଳଙ୍କ ସମ୍ପତ୍ତି ଆଟାଚ୍ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

କଟକ: ପୂର୍ବତନ କଟକ-ଚୌଦ୍ୱାର ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କ ସମ୍ପତ୍ତି ଇଡି ଆଟାଚ୍ କରିଛି । ପ୍ରଭାତ ବିଶ୍ୱାଳଙ୍କ ୩ କୋଟି ୯୨ ଲକ୍ଷ ଟଙ୍କାର ସମ୍ପତ୍ତି ED ଆଟାଚ୍ କରିଥିବା ଜଣାପଡ଼ିଛି । ମନି ଲଣ୍ଡରିଂ ଆକ୍ଟ ଅନୁସାରେ ସମ୍ପତ୍ତି ଆଟାଚ୍ କରିଛି ED । ଅଣ ବ୍ୟାକିଙ୍ଗ ସଂସ୍ଥା ଜରିଆରେ…

ପାର୍ଥ ଚାଟାର୍ଜୀଙ୍କ ପାଇଁ ଟିଏମସି କବାଟ ଖୋଲା, ଯଦି ସେ.. : ଅଭିଷେକ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଅନିୟମିତତାରେ ଫସି ଇଡି ଦ୍ୱାରା ଗିରଫ ହେବା ପରେ ଦଳରୁ ବିତାଡ଼ିତ ହୋଇଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟରୁ ପାର୍ଥ ଚାଟାର୍ଜୀଙ୍କୁ କାଢ଼ି ଦେଇଛନ୍ତି । ପାର୍ଥ ପଶ୍ଚିମବଙ୍ଗ ସରକାରରେ ଉଦ୍ୟୋଗ, ବାଣିଜ୍ୟ ଏବଂ ଆଇଟ…

ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି: ପାର୍ଥଙ୍କ ପରେ ଆଉ କିଏ?

ସମ୍ବାଦ ଓଡ଼ିଶା ବ୍ୟୁରୋ:  ଆମ ଦେଶରେ ସରକାରୀ ଚାକିରିରେ ନିଯୁକ୍ତି ବେଳେ ଟଙ୍କା ଦିଆ ହୁଏ, ଏହା ଅଳ୍ପେ ବହୁତେ ସମସ୍ତେ ଜାଣନ୍ତି, ଅନେକ ଆଶାୟୀ ମଧ୍ୟ ଅଭିଯୋଗ କରନ୍ତି । ଏକଥା ବି ଶୁଣାଯାଏ ବିନା ଲାଂଚରେ ସରକାରୀ ଚାକିରି ହୁଏ ନାହିଁ । ଆଗରୁ ଅନେକ ଚାକିରିରେ ଲାଂଚ, ମାଛ, ମାଂସ ଦିଆ ନିଆ…

ଆଜି ପୁଣି ଇଡିରେ ହାଜର ହେବେ ସୋନିଆ ଗାନ୍ଧୀ

ନୂଆଦିଲ୍ଲୀ:  ଆଜି ପୁଣି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଇଡି କାର୍ଯ୍ୟାଳୟରେ ହାଜର ହେବେ ।  ସକାଳ ୧୧ଟା ୩୦ରେ ହାଜର ହେବେ ବୋଲି ଜଣାପଡ଼ିଛି । ତେବେ ଏହାକୁ ନେଇ କଂଗ୍ରେସ ପକ୍ଷରୁ ବିରୋଧ ଆରମ୍ଭ ହୋଇଛି ।  ସୋନିଆ ଇଡିରେ ହାଜର ହେବାକୁ ନେଇ କଂଗ୍ରେସ ପକ୍ଷରୁ କଡ଼ା ବିରୋଧ କରାଯାଇଛି । …

ହଂକଂରେ ନୀରବ ମୋଦିଙ୍କ ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ: ନିଜେ ବିଛାଇଥିବା ଅପରାଧ ଜାଲରେ ଫସିଫସି ଯାଉଛନ୍ତି ନୀରବ ମୋଦି । ଶୁକ୍ରବାର ହଂଗକଂଗରୁ ନୀରବଙ୍କ ୨୫୩.୬୨ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି । ଏନେଇ ଶୁକ୍ରବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛି । ନୀରବ ଏବେ ଲଣ୍ଡନ ଜେଲରେ ବନ୍ଦୀ…

ସୋନିଆ ଗାନ୍ଧୀଙ୍କୁ ପୁଣି ଇଡିର ସମନ

ନୂଆଦିଲ୍ଲୀ: ଇଡି ପୁଣି ଜେରା ପାଇଁ ସମନ କରିଛି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ  । ଜୁଲାଇ 21ରେ ପୁଣି ହାଜର ହେବା ପାଇଁ କହିଛି ଇଡି ।  ଏବେ ପ୍ରବର୍ତ୍ତନ ନିର୍ଦ୍ଦେଶଳାୟ ପୁଣିଥରେ ସମନ ଜାରି କରିଛି।  ପୂର୍ବରୁ ଇଡି ନ୍ୟାସନାଲ ହେରାଲ୍ଡ ଖବର କାଗଜ ସହ ଜଡ଼ିତ ମାମଲାରେ ରାହୁଲ…

ଟ୍ୟାକ୍ସ ଠକୁଛି ଭିଭୋ! ୪୪ ଟି କାର୍ଯ୍ୟାଳୟ ଉପରେ ଇଡିର ଚଢାଉ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆୟକର ଠକୁଛି କି ଭିଭୋ । ଚାଇନା ମୋବାଇଲ ଦେଶରେ କୋଟି କୋଟି ଗ୍ରାହକଙ୍କ ନିକଟରେ ପହଁଚିଥିବା ବେଳେ ଟ୍ୟାକ୍ସ ଲୁଟୁଥିବା ଅଭିଯୋଗ ଆସିବାରୁ ଏବେ ଇଡି ଭିଭୋ ପଛରେ ଲାଗିଛି । ୨୦୨୧ ଡିସେମ୍ବର ମାସରେ ଆୟକର ବିଭାଗ ପକ୍ଷରୁ ଭିଭୋ ଓ ଅନ୍ୟ କିଛି ଚୀନ କମ୍ପାନୀ ଉପରେ…

ED ପାଇଁ ମହାରାଷ୍ଟ୍ରରେ ଗଠନ ହେଲା ସରକାର, ବିଧାନସଭାରେ ଏମିତି କହିଲେ ଫଡନାବିସ୍

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭାରେ ବହୁମତ ଜିତିବାରେ ସଫଳ ହୋଇଛି ଏକନାଥ ସିନ୍ଦେଙ୍କ ସରକାର । ବହୁମତ ସାବ୍ୟସ୍ତ ପରେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ୍ ମହାବିକାଶ ଅଘାଡ଼ି ମେଣ୍ଟ ଉପରେ ଶାଣିତ ଆକ୍ରମଣ କରିଛନ୍ତି । ବିଧାନସଭାରେ ଇଡି… ଇଡି ନାରା ବିରୋଧୀ ଦେଉଥିବା ବେଳେ ଅସନ୍ତୋଷ…

ବେଆଇନ ଖଣି ଉତ୍ତୋଳନ: ସିରାଜୁଦ୍ଦିନ ମାଇନିଂର ୮.୫୨ କୋଟି ଟଙ୍କା ଜବତ କଲା ଇଡି

ଭୁବନେଶ୍ୱର: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସିରାଜୁଦ୍ଦିନ ମାଇନିଂ କମ୍ପାନୀର ୮.୫୨ କୋଟି ଟଙ୍କା ଜବତ କରିଛି । ଗତ ମାସ ଜୁନ ୨୪ ତାରିଖରେ ସିରାଜୁଦ୍ଦିନ ଆଣ୍ଡ କୋ. ଅଫିସ ରେଡ୍ କରିଥିଲା । ଗତକାଲି ଇଡି ଏକ ପ୍ରେସ ଇସ୍ତାହାର ଜାରି କରିଛି । ଏଥିରେ ଚଢ଼ାଉ ଏବଂ ଜବତ ଅର୍ଥ ରାଶି ବିଷୟରେ…