Latest Odisha News

BREAKING NEWS

Browsing Tag

Emergency Landing

ପକ୍ଷୀ ମାଡ଼ ହେବାରୁ ଭୁବନେଶ୍ୱରରେ ଜରୁରୀ ଅବତରଣ କଲା ଏୟାର ଏସିଆ ବିମାନ

ଭୁବନେଶ୍ୱର: ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର ଏସିଆର ଏକ ବିମାନ ଜରୁରୀ ଅବତରଣ କରିଛି । ବିମାନରେ ପକ୍ଷୀ ମାଡ଼ ହେବା ପରେ ଜରୁରୀ ଅବତରଣ କରାଯାଇଥିଲା ବୋଲି ଜଣାପଡ଼ିଛି । ସୂଚନା ଅନୁସାରେ, ଭୁବନେଶ୍ୱର ବିମାନବନ୍ଦରରୁ ପୁଣେ ଅଭିମୁଖେ ସନ୍ଧ୍ୟା ୫ଟାରେ ବିମାନ…

ଦିନକ ଭିତରେ ଦୁଇଟି ସ୍ପାଇସଜେଟ୍ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଳୀ: ମଙ୍ଗଳବାର ସ୍ପାଇସଜେଟର ଦୁଇଟି ବିମାନ ଜରୁରୀ ଅବତରଣ କରିଛି । ଗୁଜୁରାଟର କାନ୍ଦଲାରୁ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିବା ଏକ ବିମାନ ଜରୁରୀକାଳୀନ ଅବତରଣ କରିଛି । ମୁମ୍ବାଇରେ ପହଞ୍ଚିଥିଲେ ସୁଦ୍ଧା ଶୀଘ୍ର ଅବତରଣ କରିବା ପାଇଁ ମୁମ୍ବାଇ ଏୟାରେପାର୍ଟକୁ ଯୋଗାଯୋଗ କରାଯାଇଥିଲା ।…

ଗୋଆରେ ଇଣ୍ଡିଗୋ ଫ୍ଲାଇଟର ଜରୁରୀ ଅବତରଣ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ପଞ୍ଜିମ: ଗୋଆସ୍ଥିତ ଡବୋଲିମ୍ ବିମାନବନ୍ଦରରେ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀର ଏକ ଇଣ୍ଡିଗୋ ବିମାନକୁ ଜରୁରୀ ଅବତରଣ କରାଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଉକ୍ତ ବିମାନର ବାମପଟ ଇଞ୍ଜିନରେ କୌଣସି କାରଣବଶତଃ ନିଆଁ ଲାଗିଯାଇଥିବାରୁ ଏହାକୁ ଜରୁରୀ ଅବତରଣ କରାଯାଇଥିଲା ।…