Latest Odisha News

BREAKING NEWS

Browsing Tag

Entertainment

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ମଲାଇକା ଏବଂ ଅର୍ଜୁନ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ମଲାଇକା ଆରୋରା । ପୂର୍ବରୁ ମଲାଇକା ଏବଂ ଅର୍ଜୁନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚାରେ ରହୁଥିଲେ ପରସ୍ପର । ବର୍ତ୍ତମାନ ଦ୍ବନ୍ଦରେ ପଡ଼ିଛନ୍ତି ଫ୍ୟାନ୍ସ । ବଲିଉଡର ବହୁ ଚର୍ଚ୍ଚିତ ଯୋଡି ମଲାଇକା ଅରୋରା ଏବଂ ଅର୍ଜୁନ କପୂର କରିବେ କି ବିବାହ ? ଯାହାକୁ…

‘ମୁଁ ସୁସ୍ଥ ଅଛି’ ବୋଲି କହିଲେ ସାମନ୍ଥା

ନୂଆଦିଲ୍ଲୀ : ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ । ନିକଟରେ ସେ ରୋଗାକ୍ରାନ୍ତ ହୋଇଥିବା ନେଇ ଖବର ସାମ୍ନାକୁ ଆସିଥିଲା। ଏହି ଖବରକୁ ନେଇ ଫ୍ୟାନ୍ସ ମାନେ ବହୁତ୍‌ ଦୁଃଖିତ ଥିଲେ। ତାଙ୍କ ସ୍ୱାସ୍ଥ୍ୟକୁ ନେଇ ସମସ୍ତେ ଚିନ୍ତିତ ଥିବା ବେଳେ ସେ ଏବେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩0ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି | ସେୟାର…

ଭେଣ୍ଟିଲେଟରେ ଚିକିତ୍ସିତ ହେଉଛନ୍ତି ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ମୁମ୍ବାଇ : ପୁଣି ମନୋରଞ୍ଜନ ଜଗତରୁ ଆସିଲା ଦୁଃଖଦ ଖବର । ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଏବେ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଛି।ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଏଣ୍ଡ୍ରିଲା ଶର୍ମା ହାୱଡାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।…

୩ ବର୍ଷ ପରେ ଭାରତ ଫେରୁଛନ୍ତି ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ : ପୁଣି ଚର୍ଚ୍ଚାରେ ବଲିଉଡର ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ପ୍ରିୟଙ୍କା ସବୁବେଳେ ନିଜର ପ୍ରୋଫେସନାଲ୍‌ ଲାଇଫ୍‌ ହେଉ କି ପର୍ସନାଲ ଲାଇଫ୍ ଆଜିଯାଏଁ ଚର୍ଚ୍ଚାରେ ରହିଆସିଛନ୍ତି । ଏନେଇ ଏକ ଖବର ପ୍ରକାଶ କରି ପୁଣି ଫ୍ୟାନ୍ସଙ୍କୁ ଉତ୍ସାହିତ କରିଛନ୍ତି। ସ୍ଵାମୀ ନିକ୍‌ ଏବଂ ଝିଅ…

କଳାପାହାଡ଼ ଭୂମିକାରେ ଅଭିନୟ କରିବେ ଚନ୍ଦନ

ଭୁବନେଶ୍ୱର : ଆଜି ପର୍ଯ୍ୟନ୍ତ ଓଲିଉଡ଼ରେ ଚାଲିଆସିଥିବା ଚିରାଚରିତ ଲଭ, ରୋମାଞ୍ଚ ଭଳି ସିନେମାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଭାବରେ ଓଡ଼ିଶାର ସଂସ୍କୃତି ଓ ଇତିହାସକୁ ନେଇ ମୋସନ ପିକଚ୍‌ର ଓଡ଼ିଆ ଚଳଚ୍ଚିତ୍ର ‘କଳା ପାହାଡ଼’ ନିର୍ମାଣ କରିବାକୁ ଯାଉଛି । ଏହି ଚଳଚ୍ଚିତ୍ରର ପୋଷ୍ଟର ଗୀତଗୋବନ୍ଦ ସଦନରେ…

ମୋସନ ପିକଚର ଆୱାର୍ଡରେ ‘ତୋ ପାଇଁ ଫେରିବି ବସୁଧା ଚିରି’ ହେଲା ଶ୍ରେଷ୍ଠ ଚଳଚ୍ଚିତ୍ର

ଭୁବନେଶ୍ୱର : ମାସ ଇଭେଣ୍ଟସ ଆନୁକୂଲ୍ୟରେ ଓଡ଼ିଶା ମୋସନ ପିକଚର ଆୱାର୍ଡ କାର୍ଯ୍ୟକ୍ରମ ସ୍ଥାନୀୟ ଗୀତ ଗୋବିନ୍ଦ ସଦନରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚନ୍ଦନ କର (ଶ୍ରେଷ୍ଠ ଅଭିନେତା),  ଦିବ୍ୟାଦିଶା ମହାନ୍ତି(ଶ୍ରେଷ୍ଠ ଅଭିନେତ୍ରୀ ),  ହର ରଥ (ଶ୍ରେଷ୍ଠ ପାର୍ଶ୍ଵ ଅଭିନେତା ),…

‘ଡାଲଚିନି’ର ପ୍ରୟୋଜକ ଓ କଳାକାର ସମ୍ବର୍ଦ୍ଧିତ

ଭୁବନେଶ୍ୱର : ଓଡ଼ିଶା ସିନେ କ୍ରିଟିକ ଆସୋସିଏସନ ପକ୍ଷରୁ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏକ ଉତ୍ସବରେ, ଓଡ଼ିଆ ଚଳଚ୍ଚିତ୍ର 'ଡାଲଚିନି'ର ପ୍ରୟୋଜକ ଓ ଟିମକୁ ସମ୍ବର୍ଦ୍ଧିତ କରାଯାଇଛି। ସିମଲାଠାରେ ଅନୁଷ୍ଠିତ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ୧୭ଟି ଦେଶର ୫୮ଟି ଚଳଚ୍ଚିତ୍ର…

ମଞ୍ଚସ୍ଥ ହେଲା ହାସ୍ୟରସାତ୍ମକ ନାଟକ ‘ଚତୁରା କାହାର’

ଭୁବନେଶ୍ୱର : ନାଟ୍ୟ ସଂସ୍ଥା “ମୁକ୍ତି” ପକ୍ଷରୁ ଏକ ହାସ୍ୟରସାତ୍ମକ ନାଟକ “ଚତୁରା କାହାର ” ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ ମଞ୍ଚସ୍ଥ ହୋଇଯାଇଛି । କାର୍ଲୋ ଗୋଲଦୋନିଙ୍କ ରଚିତ ଓ ଶକ୍ତି ମହାନ୍ତିଙ୍କ ଦ୍ଵାରା ଓଡ଼ିଆରେ ଅନୂଦିତ  ଏହି ନାଟକକୁ ସୂର୍ଯ୍ୟ ମହାନ୍ତି ନିର୍ଦ୍ଦେଶନା ଦେଇ।…