Latest Odisha News

BREAKING NEWS

Browsing Tag

Entertainment

ସୋନାକ୍ଷୀଙ୍କୁ ନିଜ ସମ୍ପତ୍ତିରୁ କିଛି ଦେବେନି କହିଲେ ଶତ୍ରୁଘ୍ନ ସିହ୍ନା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ନିଜର ଲୁକ୍‌ ଓ ଗ୍ଲାମରସ ଅନ୍ଦାଜ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି  । ଆଉ ପ୍ରଶଂସକଙ୍କ ମନ ଜିତିଛନ୍ତି  ।ଏବେ ସୋନାକ୍ଷୀଙ୍କ ବାପାଙ୍କ କଥା ସୋଶିଆଲ ମିଡିଆରେ ବେଶ୍‌ ଚର୍ଚ୍ଚା ହେଉଛି  । ଏକ ସାକ୍ଷାତକାରରେ…

ପରଲୋକରେ ଓସ୍କାର ବିଜେତା ଆଇରିନ୍ କାରା

ନୂଆଦିଲ୍ଲୀ : ଓସ୍କାର ବିଜେତା ଆଇରିନ୍ କାରାଙ୍କ ଦେହାନ୍ତ ହୋଇଛି। ଅଭିନେତ୍ରୀଙ୍କ ପ୍ରକାଶକ ତାଙ୍କ ମୃତ୍ୟୁ ଘୋଷଣା କରିଥିଲେ । ସେ କହିଛନ୍ତି ଯେ ଅଭିନେତ୍ରୀ ଫ୍ଲୋରିଡା ସ୍ଥିତ ତାଙ୍କ ଘରେ ମୃତ୍ୟୁ ବରଣ କରିଛନ୍ତି  । ମୃତ୍ୟୁ ବେଳକୁ ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା  । ଏନେଇ ମୃତ୍ୟୁର କାରଣ…

ଆରପାରିରେ ଅଭିନେତା ବିକ୍ରମ ଗୋଖଲେ

ନୂଆଦିଲ୍ଲୀ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା  । ଗତ ୫ ତାରିଖରେ  ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ…

ଆଲିଆ ଭଟ୍ଟ ଦୀପିକା ପାଦୁକୋନଙ୍କୁ ପଛରେ ପକାଇଲେ ସାମନ୍ଥା

ନୂଆାଦିଲ୍ଲୀ : ଚର୍ଚ୍ଚାରେ ଅଛନ୍ତି ସାମନ୍ଥା ରୁଥ। ବଲିଉଡର ସମସ୍ତ ଅଭିନେତ୍ରୀମାନଙ୍କୁ ପଛରେ ପକାଇଛନ୍ତି ସାମନ୍ଥା। ଓରମାକ୍ସ ମିଡିଆ ଅକ୍ଟୋବର ୨୦୨୨ରେ ଲୋକପ୍ରିୟ ମହିଳା ଷ୍ଟାରର ତାଲିକାରେ ଶୀର୍ଷରେ ସାମନ୍ଥାଙ୍କ ନାଁ ରହିଛି । ଏହି ତାଲିକାରେ ସାମନ୍ଥା ପ୍ରଥମ ସ୍ଥାନରେ ଥିବାବେଳେ ଆଲିଆ…

ପରଲୋକରେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା

ନୂଆଦିଲ୍ଲୀ : ସବୁଦିନ ପାଇଁ ଆାଖି ବୁଜିଲେ ବଙ୍ଗୀୟ ଅଭିନେତ୍ରୀ ଏଣ୍ଡ୍ରିଲା ଶର୍ମା । କ୍ୟାନସର ଭଳି ରୋଗକୁ ହରାଇଥିବା ବେଳେ ଶେଷରେ ଜୀବନ ଯୁଦ୍ଧରେ ହାରିଗଲେ ଏଣ୍ଡ୍ରିଲା । ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ତାଙ୍କର ଚାଲିଗଲା ଜୀବନ । ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୨୪ ବର୍ଷ ହୋଇଥିଲା । କୋଲକାତା…

ଲିଭ୍-ଇନ୍ ରେ ରହିବେ ହ୍ରିତିକ୍, କିଣିଲେ ୧୦୦ କୋଟି ଟଙ୍କାର ବିଳାଶପୂର୍ଣ୍ଣ ଆପାର୍ଟମେଣ୍ଟ

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚ।କୁ ଆସିଲେ ବଲିଓଡ ଷ୍ଟ।ର ହ୍ରିତିକ । ପ୍ରଶଂସକଙ୍କ ହୃଦୟରେ ସବୁସମୟରେ ର।ଜ କରୁଥିବ।ବେଳେ ନିକଟରେ ଗ।ର୍ଲଫ୍ରେଣ୍ଡ ସବ।ଙ୍କୁ ନେଇ ଚର୍ଚ୍ଚ।ରେ ରହିଛନ୍ତି ହ୍ରିତିକ୍ । ପୂର୍ବରୁ ସବ।ଙ୍କୁ ଡେଟିଂ କରୁଥିବ। ବେଳେ ବର୍ତ୍ତମ।ନ ନିଜର ପ୍ରେମିକ। ସହ ଲିଭ୍-ଇନ୍‌ ରେ ରହିବେ…

ଶ୍ରଦ୍ଧା ହତ୍ୟା ଘଟଣା ଉପରେ ନିର୍ମିତ ହେବ ଫିଲ୍ମ

ନୂଆଦିଲ୍ଲୀ : ବହୁ ଚର୍ଚ୍ଚିତ ଶ୍ରଦ୍ଧା ହତ୍ୟା ମାମଲାରେ ପ୍ରତିଦିନ ସାମ୍ନାକୁ ଆସୁଛି ନୂଆ ନୂଆ କାହାଣୀ । ଏହି ଲୋମଟାଙ୍କୁରା ହତ୍ୟାକାଣ୍ଡକୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଜୋର ଧରିଥିବା ବେଳେ ନିକଟରେ ଶ୍ରଦ୍ଧା ହତ୍ୟା ଘଟଣା ଉପରେ ଆଧାରିତ ଏକ ଫିଲ୍ମ ପ୍ରସ୍ତୁତ ହେବାକୁ ଯାଉଛି । ଯାହାକୁ…

ଖୁବ୍‌ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି ତମନ୍ନା ଭାଟ୍ଟିଆ

ନୂଆଦିଲ୍ଲୀ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତମନ୍ନାଙ୍କ ଘରେ ବାଜିବ ଶାହାନାଇ । ହାତ କୁ ଦି ହାତ ହେବେ ତମନ୍ନା ଭାଟ୍ଟିଆ । ବିବାହ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । ସବୁବେଳେ ଚର୍ଚ୍ଚାରେ ରହିଥିବା ତମନ୍ନା ନିଜର ବିବାହକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି । ଖବର ଅନୁଯାୟୀ , ତମନ୍ନା…

ବାପା ହେବେ ବରୁଣ ଧଓ୍ବନ, ହିଣ୍ଟ୍‌ ଦେଲେ ସଲମାନ ଖାନ୍‌

ନୂଆଦିଲ୍ଲୀ : ବାପା ହେବାକୁ ଯାଉଛନ୍ତି ବରୁଣ ଧଓ୍ପନ । ଘରକୁ ଆସିବେ କୁନି ଅତିଥି  । ବାପା ହେବା କଥା ନେଇ ରିୟାଲିଟି ଟିଭି ଶୋ ବିଗ୍‌ବସ୍‌ରେ ଖୁଲାସା । ଲାଜେଇ ଗଲେ ବରୁନ ଧଓ୍ବନ ।  ରଣବୀର କପୁର କରଣ ସିଂ ଗ୍ରୋଭର ପରେ ବରୁଣ ମଧ୍ୟ ବାପା ହେବେ । ବଲିଓଡ ଅଭିନେତ୍ରୀ ଆଲିଆଭଟ ଓ ବିପାଶା…

କନ୍ୟା ସନ୍ତାନଙ୍କୁ ଜନ୍ମ ଦେଲେ ବିପାସା ବସୁ

ନୂଆଦିଲ୍ଲୀ : ପିତାମାତା ହେଲେ ବିପାସା ବସୁ ଓ କରଣ ସିଂହ ଗ୍ରୋଭର । ତାଙ୍କ ଘରକୁ ଆସିଲା କୁନି ଅତିଥି । ୪୩ ବର୍ଷ ବୟସରେ ଅଭିନେତ୍ରୀ ବିପାସା ବସୁ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ପରେ ବଲିଉଡର ଏହି କପୁଲ ମଧ୍ୟ ପ୍ୟାରେଣ୍ଟ କ୍ଲବରେ ଯୋଗ ଦେଇଛନ୍ତି। ଗତ…