Latest Odisha News

BREAKING NEWS

Browsing Tag

Gajapati

ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ଯୁବକଙ୍କ ମୃତଦେହ ଉଦ୍ଧାର

ଗଜପତି: ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ତନୟା ନଦୀରୁ ଅଚିହ୍ନା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳେ କିଛି ଲୋକେ ପ୍ରାତଃ ଭ୍ରମଣରେ ଯାଇଥିବା ବେଳେ ନଦୀରେ ଏଖ ମୃତଦେହ ଭାସୁଥିବା ଦେଖିଥିଲେ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ପରେ ଅଗ୍ନିଶମ ବାହିନୀର…

ପାରଳାଖେମୁଣ୍ଡି ଉପକାରାଗାରରେ ବିଚାରାଧୀନ କଏଦୀ ମୃତ

ଗଜପତି: ବିଚାରାଧୀନ କଏଦୀ ମୃତ । ପାରଳାଖେମୁଣ୍ଡି ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଜୟପାଲ ସିଂହ । ଘର ହରିଆଣାରେ । ଗଞ୍ଜେଇ କାରବାର ଅଭିଯୋଗରେ ମାସେ ତଳେ ସେ ଗିରଫ ହୋଇଥିଲେ । ଗିରଫ ପରେ ପାରଳାଖେମୁଣ୍ଡି ଜେଲରେ ଥିଲେ ଜୟପାଲ । ଅସୁସ୍ଥ ଅନୁଭବ…

ଗଜପତିରେ ପ୍ରବଳ ବର୍ଷା, ୫ଶହ ଲୋକଙ୍କୁ ସ୍ଥାନାନ୍ତର, ବିପଦରେ ଅଠରନଳା ପୋଲ

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି ।…

ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳଙ୍କ ଦେହାନ୍ତ

ଗଜପତି: ଗଜପତି ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ କରୁଣାକର ରାଇକାଙ୍କର ଦେହାନ୍ତ ହୋଇଛି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ତେଣୁ ବ୍ରହ୍ମପୁର ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସେ ପାରଳାଖେମୁଣ୍ଡି…

ଜୁଲାଇ ୩୧ ଯାଏଁ ଗଜପତି ଜିଲ୍ଲାର ପୌରାଞ୍ଚଳ, ବ୍ଲକ ମୁଖ୍ୟାଳୟ ଲକ୍‌ଡାଉନ୍‌ ଘୋଷଣା

ପାରଳାଖେମୁଣ୍ଡି: କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ଗଜପତି ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ, ୧୧ ଟି ପଞ୍ଚାୟତ ଏବଂ ଦୁଇଟି ସହରାଞ୍ଚଳରେ ଲକଡାଉନ ଘୋଷଣା କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଦେଇଥିବା ସୁଚନା ଅନୁସାରେ, କରୋନାଭାଇରସର ବୃଦ୍ଧିକୁ…

କରୋନା ଆକ୍ରାନ୍ତ ରାଜ୍ୟର ଦ୍ୱିତୀୟ ସାମ୍ବାଦିକଙ୍କ ମୃତ୍ୟୁ

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ରାଜ୍ୟ ଦ୍ୱିତୀୟ ସାମ୍ବାଦିକ ଭାବେ ଗଜପତି ଜିଲ୍ଲାର ଜଣେ ବରିଷ୍ଠ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି । ଏକ ତେଲୁଗୁ ଖବର କାଗଜରେ ସେ ସାମ୍ବାଦିକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ…

ବଦଳିଲା ପାରଳା ଇତିହାସ; ରାଜଗାଦି ସମ୍ଭାଳିଲେ କଲ୍ୟାଣୀ !

ପାରଳାଖେମୁଣ୍ଡି: ପାରଳା ମହାରାଜା ଗୋପୀନାଥ ଗଜପତି ନାରାୟଣ ଦେବଙ୍କ ମୃତ୍ୟୁପରେ ସିଂହାସନ ଆରୋହଣ କରିଛନ୍ତି ରାଜଜେମା ତଥା ତାଙ୍କ କନ୍ୟା କଲ୍ୟାଣୀ ଗଜପତି । ପରିବାର ରିତୀନୀତି ଅନୁଯାୟୀ ବିଧିବଦ୍ଧ ଭାବେ ରାଜ ପୁରୋହିତ ଜଲ୍ୟାଣୀ ଗଜପତିଙ୍କ ରାଜ୍ୟାଭିଷେକ କରିଛନ୍ତି । ଏହାପରେ ସେ ଏବେ…

ବର୍ଷାରେ ସ୍ଥିତି ବେହାଲ, ସ୍କୁଲ ଛୁଟି ଘୋଷଣା କଲେ ଜିଲ୍ଲାପାଳ

ଗଜପତି: ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବୁଧବାର ଦିନ ଜିଲ୍ଲାର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନ । ଏପରିକି ସବୁ ଅଙ୍ଗନବାଡି କେନ୍ଦ୍ର ଗୁଡିକ ମଧ୍ୟ ବନ୍ଦ ରହିବ ବୋଲି ସୂଚନା ମିଳିଛି । ମିଳିଥିବା ସୂଚନାନୁଯାୟୀ…