Latest Odisha News
Browsing Tag

Gajapati

ଲଲିପପ୍ ଖାଇ ୮ ବର୍ଷର ବାଳକ ମୃତ, ଥାନାରେ ଦୋକାନୀ ଅଟକ

ପାରଳାଖେମୁଣ୍ଡି: ଛୋଟ ହୁଅନ୍ତୁ କି ବଡ଼ ସମସ୍ତେ ଚକଲେଟ୍ ଖାଇବାକୁ ଭଲ ପାଇଥାନ୍ତି । ଆଉ ଛୋଟ ଛୁଆଙ୍କୁ ଲଲିପପ୍ ଧରାଇ ଦେଲେ ସେମାନଙ୍କ ଖୁସି କହିଲେ ନସରେ । କିନ୍ତୁ ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଲଲିପପ୍ ଖାଇ ଜଣେ ୮ ବର୍ଷର ବାଳକର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ବଡ଼ କଥା…

ଥାନା ଭିତରେ ପଶି ପୋଲିସକୁ ପିଟିଲେ ଆଦିବାସୀ

ପାରଳାଖେମୁଣ୍ଡି: ଥାନା ଭିତରେ ପଶିଲେ, ପୋଲିସକୁ ପିଟିଲେ । ଏଭଳି ଘଟଣା ଘଟିଛି ଗଜପତି ଜିଲ୍ଲା ଅଡ଼ବା ଥାନାରେ । ଆଦିବାସୀଙ୍କ ଘରେ ରାତି ଅଧିଆ ପୋଲିସର ଚଢ଼ାଉକୁ ନେଇ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି । ଏକାବେଳେକେ ୬ଟି ପଞ୍ଚାୟତର ଆଦିବାସୀ ଏକଜୁଟ୍ ହୋଇ ପୋଲିସ ଉପରେ ଆକ୍ରମଣ କରିବା ସହ…

ଗଛ ପଡ଼ି ଭାଙ୍ଗିଲା ଘର, ୫ ଆହତ ମେଡିଭାଲରେ ଭର୍ତ୍ତି

ରାୟଗଡ଼ା: ଗଛ ପଡ଼ି ଘର ଭାଙ୍ଗିବାରୁ ୫ ଜଣ ଆହତ ହୋଇଛନ୍ତି । ଗଜପତି ଜିଲ୍ଲା ଗରଡ଼ମା ପଞ୍ଚାୟତ ଗରଡ଼ମା ଗାଁରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ, ବିଳମ୍ବିତ ରାତିରେ ଏକ ଗଛ ପଡିବାରୁ ଗରଡ଼ମା ଗାଁରେ ୪ଟି ଘର ଭାଙ୍ଗିବା ସହ ପାଞ୍ଚ ଜଣ ଆହତ ହୋଇ ରାୟଗଡା ଜିଲ୍ଲା ଚନ୍ଦ୍ରପୁର ମେଡିକାଲରେ…

ସମବାୟ ନିର୍ବାଚନ ପ୍ରସ୍ତୁତି: ଗଞ୍ଜାମ, ଗଜପତିରେ ବୃହତ ବିଜୟ ଲକ୍ଷ୍ୟରେ ବିଜେଡ଼ି

ବ୍ରହ୍ମପୁର : ଆସନ୍ତା ଜୁନ ୧୯ ଓ ୨୬‌ ତାରିଖରେ ହେବାକୁ ଥିବା ସମବାୟ ନିର୍ବାଚନ ନେଇ ରବିବାର ଗଂଜାମ ଓ ଗଜପତି ଜିଲାର ବିଜେଡିର ସମସ୍ତ ସାଂସଦ ଓ ବିଧାୟକ ଓ ସମବାୟବିତଙ୍କୁ ନେଇ ନିର୍ବାଚନୀ ପ୍ରାକ ପ୍ରସ୍ତୁତି ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ ମହିଳାଙ୍କ ସମେତ ୨୭ ଗିରଫ

ମୋହନା: ଦେଢ଼ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଜବତ। ୨୬ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ଗଜପତି ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି  ଆର. ଉଦୟଗିରି ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ…

ବେଆଇନ ଲଟେରୀ ସଂସ୍ଥା ଉପରେ ଚଢଉ, ୨ ଗିରଫ

ପାରଳାଖେମୁଣ୍ଡି : ଆଜି ବେଆଇନ ଲଟେରୀ ସଂସ୍ଥା ଉପରେ ପୋଲିସ ପକ୍ଷରୁ ଅତର୍କିତ ଚଢ଼ାଉ ହୋଇଛି । ଦୀର୍ଘ ଦିନ ଧରି ଶ୍ରୀ ଲକ୍ଷ୍ମୀ ଗଣପତି ଲକି ଡ୍ର ସ୍କିମ ନାମରେ ବେଆଇନ ଭାବେ ଲଟେରୀ ସଂସ୍ଥା ଖୋଲି ଲୋକଙ୍କୁ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରି ଆସୁଥିବା ଅଭିଯୋଗ ହୋଇଆସୁଥିଲା । ବାରମ୍ବାର…

ଗଜପତି ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଶୋକ, ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା

ଭୁବନେଶ୍ୱର: ଗଜପତି ଜିଲ୍ଲାର ଆର୍.ଉଦୟଗିରିରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏଥିସହ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇଛନ୍ତି । ମୃତକଙ୍କ ପରିବାର ବର୍ଗଙ୍କୁ ୨…

ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦରେ ଗଜପତି ଜିଲ୍ଲାର ପ୍ରତିନିଧିତ୍ୱ ନଥିବାରୁ ବିଧାୟକଙ୍କ କ୍ଷୋଭପ୍ରକାଶ

ଭୁବନେଶ୍ୱର: ସଂସ୍କୃତି ବିଭାଗ ଅଧିନରେ ଥିବା ଓଡ଼ିଶା ସଂଗୀତ ନାଟକ ଏକାଡେମୀର ନୂତନ ପରିଷଦ ଗଠନ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲା ୩୨ ଜଣ ସଭ୍ୟ ରହିଥିବା ବେଳେ ଗଜପତି ଜିଲ୍ଲାରୁ କାହାକୁ ସାମିଲ୍ କରାଯାଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ…

ଗଜପତି ଜିଲ୍ଲାରୁ ୧୧ବର୍ଷର ଶିଶୁ ପୁତ୍ର ନିଖୋଜ, ଥାନାରେ ଏତଲା

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାରୁ ପୁଣି ଜଣେ ଶିଶୁ ନିଖୋଜ ହୋଇଥିବା ଅଭିଯୋଗ । ମୋହନା ଥାନା ପାଞ୍ଚଆମ୍ବ ଘାଇସାହିରୁ ଜଣେ ୧୧ ବର୍ଷୀୟ ଶିଶୁ ନିଖୋଜ ହୋଇ ଯାଇଛନ୍ତି । ଏନେଇ ମୋହନା ଥାନାରେ ଅଭିଯୋଗ କରିଛନ୍ତି ଶିଶୁର ମାଆ । ନିଖୋଜ ପୁଅର ନାଁ ଅପୂର୍ବ ଲିମା । ଅଭିଯୋଗ ଅନୁସାରେ, ଅପୂର୍ବକୁ…

ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ପାରଳାଖେମୁଣ୍ଡି: ଭିଜିଲାନ୍ସ ଜାଲରେ ସରକାରୀ ଶିକ୍ଷକ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗଜପତି ଜିଲ୍ଲାର ଜଣେ ସରକାରୀ ଶିକ୍ଷକଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଛି । ସେ ହେଉଛନ୍ତି ଏ.ଏସ୍‌ ରାଉତପୁର ଜଙ୍ଗଲପାଡୁ ଗାଁର ଶିକ୍ଷକ ଦୁଷ୍ମନ୍ତ ନାୟକ । ଆଜି ସକାଳୁ ଏକକାଳୀନ ୧୨ଟି…