Latest Odisha News

BREAKING NEWS

Browsing Tag

Ganja Seized

ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚୋରା ଚାଲାଣ ଥମିବାର ନା ଧରୁନି । ନିତିଦିନ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ ଲାଗି ଏବେ ମାଫିଆ ମାନେ ଅଭିନବ ପନ୍ଥା ଅବଲମ୍ବନ କରୁଛନ୍ତି । ଆଜି ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଡାଇକ-୨ ଅଞ୍ଚଳରୁ ଗଞ୍ଜାମକୁ ବିପୁଳ ପରିମାଣର ଗଞ୍ଜେଇ ଚୋରା…

୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ: କୋରାପୁଟ ପୁଲିସକୁ ମିଳିଲା ବଡ଼ ସଫଳତା । ପୁଣି ଜବତ ହୋଇଛି ଗଞ୍ଜେଇ ।  ପୋଲିସ ଖଡାପୁଟ ଗ୍ରାମ ନିକଟ ଜଲାପୁଟ ଜଳଭଣ୍ଡାର ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ପ୍ରସ୍ତୁତ ହେଉଥିବା ଖବର ପାଇ ଚଢାଉ କରି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି । ଅନ୍ଧାରର ସୁଯୋଗ ନେଇ…

ପୁଣି ଜବତ ହେଲା ୧ କୁଇଣ୍ଟlଲ ଗଞ୍ଜେଇ

କୋରାପୁଟ : ପୁଣି ଜବତ ହେଲା ଗଞ୍ଜେଇ । ହରିଆଣାକୁ ଚୋରା ଚାଲାଣ କରାଯାଉଥିବା ବେଳେ ଧରିଲା ପୁଲିସ୍ । ମାଛକୁଣ୍ଡ ପୋଲିସ ଦ୍ବାରା କାର ସହ ୧୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଂଜେଇ ଜବତ । "କାଙ୍ଗରପଡା" ଅଞ୍ଚଳରୁ ଦିଲ୍ଗୀ ଓ ହରିୟାଣାକୁ ଗଞ୍ଜେଇ ଚୋରା ଚାଲଣ ବେଳେ ମାଛକୁଣ୍ଡ ପୋଲିସ ଧରିବାରେ…

ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସର ଚଢ଼ାଉ

କୋରାପୁଟ: ଗଞ୍ଜେଇ ଚାଲାଣବେଳେ ଜୟପୁର ସଦର ପୋଲିସ ଚଢ଼ାଉ କରିଛି। ଏଥିରେ ୩ଜଣଙ୍କୁ ଗିରଫ କରିଛି ପୋଲିସ। ୩ଜଣଙ୍କଠାରୁ ୧୦୨କେଜି ଗଞ୍ଜେଇ, ହୁଣ୍ଡାଇ କାର ଏମପି ୬୬ସି୩୯୯୭, ୨ଟି ମୋବାଇଲ ଜବତ କରିଛି। ଜବତ ଗଞ୍ଜେଇର ମୂଲ୍ୟ ୧୦ଲକ୍ଷ ୨୦ହଜାର ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।…

ଗଞ୍ଜେଇ ଚୋରା ଚାଲାଣ ବେଳେ ଚଢାଉ

ଜୟପୁର: ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଜୟପୁର ସଦର ପୋଲିସ ଗଞ୍ଜେଇ ଚାଲାଣ ବେଳେ ଚଢାଉ କରିଛି । ଜୟପୁର ଘାଟି ଶିବ ମନ୍ଦିର ନିକଟରେ ଚଢାଉ କରିଥିଲା । ନମ୍ବର ବିହିନ ଏକ ଟ୍ରକରେ ରାୟପୁର ଗଞ୍ଜେଇ ଚାଲାଣ ବେଳେ ପଣ୍ଡ କରିଥିଲା ସଦର ପୋଲିସ । ଏହି ଗଞ୍ଜେଇ କୋରାପୁଟ ଜିଲା ସିମାନ୍ତ ସୁଙ୍କିର…

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ବାଲିଗୁଡା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସକୁ ବଡ ସଫଳତା । ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ । ପାଟ୍ରୋଲିଂ ବେଳେ ପୋଲିସ ୫୦ କିଲୋଗ୍ରାମ ଗଞ୍ଜେଇ ସହ ୨ ଜଣକୁ ଗିରଫ କରିଛି । ଯାହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ । ନନ୍ଦମାହା ଗ୍ରାମର ଦୁଇ ଜଣ ବ୍ୟକ୍ତି ଗଞ୍ଜେଇ ଚାଲାଣ କରୁଥିବା…

ଚୋରାଚାଲାଣ ବେଳେ ୧୫୦୦ କେଜି ଗଞ୍ଜେଇ ଜବତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣର ଗଞ୍ଜେଇ ଜବତ । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ର ପ୍ରଦେଶକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ପୋଲିସ ଏକ ଗାଡିକୁ ଜବତ କରିଛି । ଆନ୍ଧ୍ର ଓଡିଶା ସିମାନ୍ତ ରେଖାପାଲି ଗାଁ ନିକଟରେ ଚିତ୍ରକୋଣ୍ଡା ପୋଲିସ ତରଫରୁ  ପାଟ୍ରୋଲିଂ ଚାଲିଥିବା…

ଚୋରା ଚାଲାଣ ବେଳେ ୨୮ ବସ୍ତା ଗଞ୍ଜେଇ ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବିପୁଳ ପରିମାଣରେ ଗଞ୍ଜେଇ ଜବତ ହୋଇଛି । ଚିତ୍ରକୋଣ୍ଡା ଅଞ୍ଚଳରୁ ଆନ୍ଧ୍ରପ୍ରଦେଶ  ଚୋରା ଚାଲାଣ ହେଉଥିବା ବେଳେ ଏକ ଅଟୋକୁ ପୋଲିସ ଜବତ କରିଛି । ଅଟୋ ଭିତରୁ ୨୮ ବସ୍ତା ଗଞ୍ଜେଇ ବାହାରି ଥିବା ବେଳେ ଏହାର ଓଜନ  ୮୧୧ କିଲୋଗ୍ରାମ । ଯାହାର ବଜାର ମୁଲ୍ୟ…

୨୨ଲକ୍ଷ ଟଙ୍କାର ଗଂଜେଇ ଜବତ, ୪ ଗିରଫ

କୋରାପୁଟ: ପୁଣି ଜବତ ହେଇଛି ଗଞ୍ଜେଇ । ଚଢାଉ ବେଳେ ପ୍ରାୟ ୨୨ଲକ୍ଷ ଟଙ୍କାର ଗଞ୍ଜେଇ ଜବତ ହୋଇଛି । କୋରାପୁଟ ଲମତାପୁଟ ନକଟରେ ଥିବା ସଗର ଛକରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଚାଲାଣ ବେଳେ ଖବରପାଇଁ ମାଛକୁଣ୍ଡ ପୁଲିସ ଅତର୍କିତ ଚଢାଇ କରିଥିଲା । ଆନ୍ଧ୍ର ସୀମାନ୍ତ ପାଡେର…

ରାଇରଙ୍ଗପୁରରେ ଧରାପଡିଲା ଗଂଜେଇ ଗାଡି, ୨ ଗିରଫ

ବାରିପଦା: ରାଜ୍ୟର ଫୁଙ୍ଗୁଳା ସୀମାରେ ରହିଛି ଅନେକ ଗଳାବାଟ । ସେହି ଗଳାବାଟ ଗଂଜେଇ ବେପାରୀଙ୍କ ପାଇଁ ପାଲଟିଛି ଭୂସ୍ୱର୍ଗ । ତେବେ ଏକ ଟ୍ରକରେ ଗଂଜେଇ ଚାଲାଣ କରିବା ଦୁଇ ଅଭିଯୁକ୍ତଙ୍କୁ ମହଙ୍ଗା ପଡିଛି । ରାଇରଙ୍ଗପୁର ଟାଉନ ପୋଲିସ୍ ପେଟ୍ରୋଲିଂ ଟିମ୍ ହାତରେ ଗଂଜେଇ ଚାଲାଣକାରୀଙ୍କ ସମେତ ୬…