Latest Odisha News

BREAKING NEWS

Browsing Tag

Ganja Seized

ଉପରେ କଦଳୀ, ଭିତରେ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ

ଜୟପୁର(କୋରାପୁଟ): ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । ଉପରେ କଦଳୀ । ଭିତରେ ଗଞ୍ଜେଇ । କଦଳୀ ବୋଝେଇ ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ । କୋରାପୁଟ ଜିଲ୍ଲାରୁ ଜୟପୁର ଘାଟିରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଏକ କଦଳୀ ବୋଝେଇ ଟ୍ରକରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ…

କୋରିଅରରେ ଗଞ୍ଜେଇ ଚାଲାଣ, ୨ ଯୁବକ ଗିରଫ

ଭୁବନେଶ୍ୱର: ଅଭିନବ ଉପାୟରେ ଗଞ୍ଜେଇ ଚୋରା ଚାଲାଣ । କୋରିଅରରେ ଅନ୍ୟ ଜିନିଷ ସହ ଗଞ୍ଜେଇ ଚାଲାଣ ବେଳେ ଧରିଲା କମିଶନରେଟ ପୋଲିସ । ଦିଲ୍ଲୀର ୨ ଯୁବକଙ୍କୁ ଗିରଫ ସହିଦନଗର ଥାନା ପୋଲିସ ଗିରଫ କରିଛି । ଜବତ ହୋଇଛି ପ୍ରାୟ ୪୫ କେଜି ଗଞ୍ଜେଇ । ଯାହାର  ଆନୁମାନିକ ମୂଲ୍ୟ ୩ ଲକ୍ଷ ଟଙ୍କା ହେବ ।…

କୋଟିଏ ଟଙ୍କାର ଗଞ୍ଜେଇ ଜବତ, ହୋମଗାର୍ଡ ସମେତ ୬ ଗିରଫ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣରେ ହୋମଗାର୍ଡଙ୍କ ସଂପୃକ୍ତି ଅଭିଯୋଗ । ଏହି ମାମଲାରେ ଜଣେ ହୋମଗାର୍ଡଙ୍କ ସମେତ ୬ ଜଣଙ୍କୁ ଗିରଫ କରିଛି କୋରାପୁଟ ପୋଲିସ । କୋଟିଏ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଜିଲ୍ଲାର ଆମ୍ବାଗୁଡ଼ା ଓ କୋରାପୁଟ-ଜୟପୁର ଘାଟିରୁ ଜବତ ହୋଇଛି ବିପୁଳ ପରିମାଣର ଗଞ୍ଜେଇ ।…

ଦେଢ଼ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ୭ ମହିଳାଙ୍କ ସମେତ ୨୭ ଗିରଫ

ମୋହନା: ଦେଢ଼ କୋଟିରୁ ଅଧିକ ତାଙ୍କର ଗଞ୍ଜେଇ ଜବତ। ୨୬ ଜଣଙ୍କୁ ଗିରଫ କରାଯାଇଛି। ଏଭଳି ବଡ଼ ଧରଣର ଗଞ୍ଜେଇ ଚୋରା ଚାଲାଣ ଗ୍ୟାଙ୍ଗକୁ ଧରିଛି ଗଜପତି ପୋଲିସ। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨୧ କ୍ଵିଣ୍ଟାଲ ଗଞ୍ଜେଇ ଜବତ କରିଛି  ଆର. ଉଦୟଗିରି ଥାନା ପୋଲିସ । ବିଶେଷ ସୂତ୍ରରୁ ଖବର ପାଇ…

ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ, ୨ ଗିରଫ

ଜୟପୁର: ଗଞ୍ଜେଇ ଚୋରା ଚାଲାଣ ପାଇଁ କେତେ କଣ ଫନ୍ଦି କରୁଛନ୍ତି ବେପାରୀ । ପଇଡ଼ ବୋଝେଇ ଗାଡ଼ିରେ ହେଉଥିଲା ଗଞ୍ଜେଇ ଚାଲାଣ । ରାତିରେ ପାଟ୍ରୋଲିଂ ବେଳେ ଯାଞ୍ଚ କରି ଧରିଲା କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ପୋଲିସ । ୧୦ ଚକିଆ ପଇଡ଼ ବୋଝେଇ ଟ୍ରକରେ ଗଞ୍ଜେଇ ଚାଲାଣ ହେଉଥିଲା । ୨୮ଟି…

ଟ୍ରକରେ ଯାଉଥିଲା ଆଲମୀରା, ତାଭିତରେ ଥିଲା ୯୦ ଲକ୍ଷ ଟଙ୍କାର ଗଞ୍ଜେଇ

କୋରାପୁଟ: ଗଞ୍ଜେଇ ଚୋରା ଚାଲାଣର ଅଭିନବ ଉପାୟ । ଆଲମୀରା ଭିତରେ ଗଞ୍ଜେଇ ପ୍ୟାକେଟ୍ । ଆଲମୀରାକୁ ଟ୍ରକରେ ଲଦି କୋରାପୁଟରୁ ଚାଲାଣ ହେଉଥିଲା ଉତ୍ତରପ୍ରଦେଶ । ବିଶେଷସୂତ୍ରରୁ ଖବର ପାଇଁ ଚଢ଼ାଉ କଲା ପୋଲିସ । ଯାଞ୍ଚ ବେଳେ ଆଲମୀରା ଭିତରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । କୋରାପୁଟ…

ବୋଲେରୋ ଗାଡ଼ିରୁ ପ୍ୟାକେଟ୍ ପ୍ୟାକେଟ୍ ଗଞ୍ଜେଇ ଜବତ, ୩ ଗିରଫ

ଭବାନୀପାଟଣା: ଲକଡାଉନ୍ ବେଳେ ବଢ଼ିଛି ଗଞ୍ଜେଇ ଚୋରା ଚାଲାଣ । କଳାହାଣ୍ଡି ଜିଲ୍ଲାରୁ ବେଆଇନ ଗଞ୍ଜେଇ ଚାଲାଣ ବେଳେ ଧରିଲା କୋକସରା ପୋଲିସ । ଗତକାଲି ରାତିରେ ପେଟ୍ରୋଲିଂ ବେଳେ ଟେମରା ମଦଭାଟି ନିକଟରୁ ଏକ ବୋଲେରୋ ଗାଡ଼ିରୁ ବିପୁଳ ପରିମାଣର ଗଞ୍ଜେଇ ଜବତ ହୋଇଛି । ଏହି ଘଟଣାରେ ୩ ଜଣଙ୍କୁ ଗିରଫ…

ଗାଡି ଯାଞ୍ଚ ବେଳେ ୪୨୦କେଜି ଗଞ୍ଜେଇ ଜବତ

ଗୁଣୁପୁର : ପଦ୍ମପୁର ଏବଂ କେନ୍ଦୁଗୁଡା ପୋଲିସର ମିଳିତ ଚଢ଼ାଉ ବେଳେ ୪୨୦କେଜି ଗଞ୍ଜେଇ ଜବତ  । ରାୟଗଡ଼ା ଜିଲ୍ଲା ପଦ୍ମପୁର ଓ କେନ୍ଦୁଗୁଡା ପୋଲିସର ମିଳିତ ଉଦ୍ୟମରେ ପୁଣି ଏକ ସଫଳତା  । କେନ୍ଦୁଗୁଡା ଠାରେ ପୋଲିସର ଗାଡି ଯାଞ୍ଚ ଚାଲିଥିବା ବେଳେ ଏକ ଟ୍ରକକୁ ଅଟକାଇ ୪୨୦କେଜି ଗଞ୍ଜେଇ ଜବତ…

୨୦ଲକ୍ଷ ୫୦ହଜାର ଟଙ୍କାର ଗଞ୍ଜେଇ ଜବତ

ଗୁଣୁପୁର: ପୁଣି ଜବତ ହୋଇଛି ଗଞ୍ଜେଇ । କେନ୍ଦୁଗୁଡା ଫାଣ୍ଡି ନିକଟରେ ଗାଡ଼ି ଯାଂଚ କରିବା ସମୟରେ ଏକ ପିକ୍‌ଅପ୍ ଭ୍ୟାନରୁ ଜବତ ହୋଇଛି ଏହି ଗଞ୍ଜେଇ । ଓଡ଼ିଶାରୁ ଝାଡଖଣ୍ଡକୁ ଗଞ୍ଜେଇ ଚାଲାଣ କରାଯାଉଥିଲା । ପୁଲିସ ଚଢାଉ କରି ୨୦୫ କେଜି ୬୫୦ଗ୍ରାମ ଗଞ୍ଜେଇ ଜବତ କରିଛି । ଯାହାର ମୂଲ୍ୟ ୨୦ଲକ୍ଷ…

[ଭିଡିଓ] ଓଡିଶାରେ ମାତିଛନ୍ତି ବାହାର ରାଜ୍ୟର ଗଂଜେଇ ବେପାରୀ

ଗୁଣୁପୁର: ଦିନକୁ ଦିନ ଓଡିଶାରେ ଗଂଜେଇ କାରବାର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଖାସ କରି ଗଂଜେଇ ଚାଲାଣରେ ସଂପୃକ୍ତ ରହୁଛନ୍ତି ବାହାର ରାଜ୍ୟର ଲୋକେ । ନିକଟରେ ପୁଣିଥରେ ରାୟଗଡାରେ ଧରାପଡିଛନ୍ତି ଏକାଧିକ ଗଂଜେଇ ବେପାରୀ । ଗିରଫଦାରୀ ସହ ଜବତ ହୋଇଛି ବିପୁଳ ପରିମାଣର ଗଂଜେଇ ଓ ନଗଦ…