Latest Odisha News
Browsing Tag

Ganjam Danda Yatra

କେବଳ ପାଟଦଣ୍ଡୁଆଙ୍କୁ ନେଇ ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା, ଦଣ୍ଡନାଚ ଅନୁମତି ଦେବେ ତହସିଲଦାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଦଣ୍ଡଯାତ୍ରା ନେଇ ଜାରି ହୋଇଛି କୋଭିଡ୍ ଗାଇଡଲାଇନ୍ । କେବଳ ପାଟଦଣ୍ଡୁଆଙ୍କୁ ନେଇ ଦଣ୍ଡଯାତ୍ରା ଆୟୋଜନ ହେବ । ଦୁଇ ଶହ ଲୋକଙ୍କ ଭିତରେ ଦଣ୍ଡଯାତ୍ରା ପାଳନ କରାଯିବ । ମାସ୍କ ନଥିଲେ ମନ୍ଦିର ଭିତରେ ପ୍ରବେଶ ମନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସାଂସ୍କୃତିକ…