Latest Odisha News
Browsing Tag

Ganjam

ଆଜି ଓଡ଼ିଶା ଅଭିମୁଖେ ୩ଟି ରାଜ୍ୟରୁ ଛାଡ଼ିବ ୫ଟି ସ୍ପେଶାଲ୍ ଟ୍ରେନ୍‌

ଭୁବନେଶ୍ୱର: ଲକ୍‌ଡାଉନରେ ଫସିରହିଥିବା ପ୍ରବାସୀ ଓଡ଼ିଆ ମାନଙ୍କୁ ଓଡ଼ିଶା ଆସିବା ଲାଗି ସରକାର ସ୍ୱତନ୍ତ୍ର ଟ୍ରେନର ବ୍ୟବସ୍ଥା କରିଛନ୍ତି । ଯେଉଁ ତିନୋଟି ରାଜ୍ୟରୁ ପ୍ରବାସୀ ଓଡ଼ିଆମାନେ ଆଜି ୫ଟି ସ୍ୱତନ୍ତ୍ର ଟ୍ରେନ ଯୋଗେ ଫେରିବେ ସେହି ରାଜ୍ୟ ଗୁଡ଼ିକ ହେଲା – ଗୁଜରାଟ, ମହାରାଷ୍ଟ୍ର ଓ…

କରୋନା ପଜିଟିଭଙ୍କ ସଂଖ୍ୟାରେ ଗଂଜାମ ଜିଲ୍ଲାର ରେକର୍ଡ, ପୁଣି ଚିହ୍ନଟ ହେଲେ ୨୪

ଭୁବନେଶ୍ୱର : ଗଂଜାମ ଜିଲ୍ଲାରେ ହୁ ହୁ ହୋଇ ବଢି ଚାଲିଛି କରୋନା ପଜିଟିଭଙ୍କ ସଂଖ୍ୟା । ଅପରାହ୍ନରେ ଜିଲ୍ଲାର ଆଉ ୨୪ ଜଣଙ୍କ ସ୍ୱାବ ନମୁନା ପଜିଟିଭ୍ ଆସିଛି । ମୋଟ ୨୫ ଜଣଙ୍କୁ ମିଶାଇ ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ୨୭୦ ରେ ପହଞ୍ଚିଛି । ଗଂଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ…

ଗଞ୍ଜାମରେ କ୍ୱାରେଣ୍ଟାଇନ ସେଣ୍ଟରରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

ପୋଲସରା : ଗଂଜାମ ଜିଲ୍ଲା ପୋଲସରା ବ୍ଲକର ଢ଼ୁଙ୍କାପଡ଼ା କ୍ୱାରେଣ୍ଟାଇନ ସେଣ୍ଟରରେ ଅଘଟଣ । ଏହି ସେଣ୍ଟରରେ ଜଣେ ସୁରତ ଫେରନ୍ତାଙ୍କ ଆଜି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତ୍ୟୁର କାରଣ ଏ ଯାଏଁ ସ୍ପଷ୍ଟ ହୋଇନାହିଁ । ମୃତକ ଦୁଇ ଦିନ ତଳେ ସୁରତରୁ ଟ୍ରେନରେ ଓଡିଶା ଫେରିଥିଲେ । ଘଟଣା…

ଗଞ୍ଜାମରେ ୭ କରୋନା ପଜିଟିଭ୍ ଚିହ୍ନଟ: ଓଡ଼ିଶାରେ ଆକ୍ରାନ୍ତଙ୍କ ୨୧୯କୁ ବୃଦ୍ଧି

ଭୁବନେଶ୍ୱର: ଗୁରୁବାର ଦିନ ଗଞ୍ଜାମରେ ଆଉ ୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡ଼ିଶାର କରୋନା ରୋଗୀଙ୍କ ସଂଖ୍ୟା ୨୧୯କୁ ବୃଦ୍ଧି ପାଇଛି । ଜିଲ୍ଲାରେ ଆଜି ବୃଦ୍ଧି ପାଇଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଗଞ୍ଜାମକୁ ରେଡ୍ ଜୋନ ଭାବେ ଘୋଷଣା କରାଯାଇଛି । ପଜିଟିଭ୍ ଚିହ୍ନଟ…

ଗଞ୍ଜାମରେ କ୍ୱାରେଣ୍ଟାଇନ୍ କେନ୍ଦ୍ରରୁ ୧୦୦ରୁ ଅଧିକ ସୁରତ ଫେରନ୍ତା ଚମ୍ପଟ

ବ୍ରହ୍ମପୁର: ଗୁଜରାଟର ସୁରତ ସମତେ ଅନ୍ୟରାଜ୍ୟରୁ ଶତାଧିକ ଓଡିଆ ଶ୍ରମିକ ରାଜ୍ୟକୁ ଫେରିବା ଆରମ୍ଭ ହୋଇଛି । ସମ୍ଭାବିତ କୋଭିଡ୍‌୧୯ ସଂକ୍ରମଣ ଦୃଷ୍ଟିରୁ ବାହାର ରାଜ୍ୟରୁ ଫେରୁଥିବା ସମସ୍ତ ଲୋକଙ୍କୁ ୧୪ ଦିନ ବାଧ୍ୟତାମୂଳକ କ୍ୱାରେଣ୍ଟାଇନ୍‌ରେ ରଖାଯାଉଛି । ତେବେ ଗଞ୍ଜାମର ବେଗୁନିଆପଡା…

କରୋନାକୁ ଜଗିବ ଲେନ୍‌ସ: ଜିଲ୍ଲା ପ୍ରବେଶପଥରେ ଲାଗିଲା ସିସିଟିଭି !

ବ୍ରହ୍ମପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ଦୃଢ ପଦକ୍ଷେପ ଗ୍ରହଣ କରିଛନ୍ତି । ଜିଲ୍ଲାର ପ୍ରବେଶପଥରେ ଯାନବାହନ ଓ ପଥଚାରୀଙ୍କୁ ତୀକ୍ଷଣ ନଜରରେ ରଖିବା ଲାଗି ସିସିଟିଭି ଖଞ୍ଜିବାକୁ ନିଷ୍ପତ୍ତି ଗ୍ରହଣ କରିଛି ଜିଲ୍ଲା ପ୍ରଶାସନ । ଏସମ୍ପର୍କରେ ଜିଲ୍ଲାପାଳ…

କରୋନା ସହ ଲଢେଇ: ଘର ଘର ବୁଲି ସରପଞ୍ଚ ବାଣ୍ଟିଲେ ରନ୍ଧାଖାଦ୍ୟ

ବୁଗୁଡ଼ା: ଗଞ୍ଜାମ ଜିଲ୍ଲା ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ପଞ୍ଚାୟତର ଯୁବ ସରପଞ୍ଚ ବସନ୍ତ କୁମାର ସାମଲ ଘର ଘର ବୁଲି ରନ୍ଧାଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ରାନ୍ଧଖାଦ୍ୟ ଦେବାପାଇଁ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଘର ଘର ବୁଲି ରାନ୍ଧଖାଦ୍ୟ ଦିଆଯାଉଥିବା ଶ୍ରୀ…

ପାଳଗଦାରେ ନିଆଁ ଲାଗିବା ଘଟଣା: ଆଉ ଜଣେ ଶିଶୁର ମୃତ

କଟକ: କଟକ ଜିଲ୍ଲା ପୋଲସରା ଅନ୍ତର୍ଗତ ଖରିଛଟା ଗାଁରେ ଗତକାଲି ନିଆଁରେ ପୋଡି ହୋଇ ଚିକିତ୍ସିତ ହେଉଥିବା ଅନ୍ୟ ଜଣେ ଶିଶୁର ମୃତ୍ୟୁ ଘଟିଛି । ଉକ୍ତ ଅଞ୍ଚଳରେ ଗତକାଲି ପାଳଗଦାରେ କିଛି ପିଲାମାନେ ଖେଳୁଥିବା ବେଳେ କୌଣସି କାରଣବଶତଃ ସେଠାରେ ନିଆଁ ଲାଗିଯାଇଥିଲା । ଯାହାଫଳରେ ପାଳଗଦାରେ…

ବରଯାତ୍ରୀ ବସରେ ବିଦ୍ୟୁତ ତାର ଲାଗିବା ଘଟଣା; ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ୨ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ରଗେଂଇଲୁଣ୍ଡା ବ୍ଲକ ଅଞ୍ଚଳରେ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ବରଯାତ୍ରୀ ବସରେ ୯ ଜଣଙ୍କ ମୃତ୍ୟୁ ହେବା ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରିଛନ୍ତି।…

ବ୍ୟବସାୟୀଙ୍କ ଠାରୁ ୧୦ ହଜାର ଜୋରିମାନା ଆଦାୟ କଲେ ଜିଲ୍ଲାପାଳ, ଜାଣନ୍ତୁ କାହିଁକି

ବ୍ରହ୍ମପୁର: ବାହାରେ ଅଳିଆ ଆର୍ବଜନା ଫୋପାଡି ହଟହଟା ହୋଇଛନ୍ତି ଗଞ୍ଜାମ ଜିଲ୍ଲାର ଜନୈକ କପଡା ବ୍ୟବସାୟୀ । ଯେଉଁଥିପାଇଁ ତାଙ୍କଠାରୁ ମୋଟା ଅଙ୍କର ଜୋରିମାନା ମଧ୍ୟ ଆଦାୟ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ । ପ୍ରାପ୍ତ ସୂଚନାନୁଯାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲଙ୍ଗେ…