Latest Odisha News

BREAKING NEWS

Browsing Tag

Ganjam

ଦ୍ରୌପଦୀଙ୍କ ପ୍ରାର୍ଥୀତ୍ୱ ନେଇ ଗଞ୍ଜାମ ବିଜେପିରେ ଖୁସି

ବ୍ରହ୍ମପୁର : ରାଷ୍ଟ୍ରପତି ପଦବୀ ପାଇଁ ଏନ୍‌ଡିଏ ତରଫରୁ ଦ୍ରୌପଦୀ ମୁର୍ମୁ ପ୍ରାର୍ଥୀ ହୋଇଛନ୍ତି । ଏହାକୁ ନେଇ ଗଞ୍ଜାମ ବିଜେପିରେ ଖୁସିର ଲହର ଖେଳିଯାଇଛି । ବୁଧବାର ଅପରାହ୍ନରେ ବ୍ରହ୍ମପୁର ଗାନ୍ଧିନଗର ଛକ ଠାରେ ବାଣ ଫୁଟାଇ ଏବଂ ମିଠା ଖୁଆଇ ଦଳର ନେତାମାନେ ଖୁସି ପ୍ରକାଶ କରିଥିଲେ ।…

ଗଞ୍ଜାମର ସୁରକ୍ଷା କବଚ ‘ସ୍ୱୟଂସିଦ୍ଧା’

ବ୍ରହ୍ମପୁର:ବଙ୍ଗୋପସାଗର ଉପକୂଳରେ ଥିବା ଗଞ୍ଜାମ ଜିଲା ପ୍ରତି ପ୍ରାକୃତିକ ବିପର୍ଯ୍ୟୟର ଭୟ ସବୁବେଳେ ରହିଥାଏ । ପ୍ରାୟତଃ ସବୁ ବର୍ଷ ସାମୁଦ୍ରିକ ଝଡ଼ ଏହି ଜିଲାକୁ କ୍ଷତିଗ୍ରସ୍ତ କରିଥାଏ । ଏହାକୁ ଦୃଷ୍ଟିରେ ରଖି ଜିଲାରେ ବାତ୍ୟା ମୁକାବିଲା ଦିଗରେ ଅନେକ ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।…

ଗଞ୍ଜାମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଦିବ୍ୟଜ୍ୟୋତି ପରିଡ଼ା

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ନୂତନ ଜିଲାପାଳ ଭାବେ ସୋମବାର ଦାୟିତ୍ୱ ନେଇଛନ୍ତି ଦିବ୍ୟଜ୍ୟୋତି ପରିଡ଼ା । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଦାୟୀ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କୁ ବିଦାୟ…

ବୋହୂ କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ

ବ୍ରହ୍ମପୁର: ଘରୋଇ କଳିକୁ ନେଇ ବୋହୂର କାଠ ଫାଳିଆ ମାଡ଼ରେ ଶ୍ୱଶୁର ମୃତ। ଗଂଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ର ପଲ୍ଲୀ ଗ୍ରାମରେ ଏହି ଘଟଣା ଘଟିଛି। ଶନିବାର ବିଳମ୍ବିତ ରାତିରେ ବୋହୂ ସୁଲତା ନାୟକ ଏବଂ ଶ୍ୱଶୁର ସୀମାଞ୍ଚଳ ନାୟକ(୫୫)ଙ୍କ ମଧ୍ୟରେ ଘରୋଇ କଳିକୁ ନେଇ ଯୁକ୍ତିତର୍କ…

୧୦ ଜିଲ୍ଲାର ‘ଆହାର’ରେ ବ୍ରହ୍ମପୁର ଆଚାର

ବ୍ରହ୍ମପୁର:ବ୍ରହ୍ମପୁର ଆଚାରର ପ୍ରସିଦ୍ଧି ଦେଶ ବିଦେଶରେ ରହିଛି । ଦୂରଦୂରାନ୍ତରରୁ ଲୋକମାନେ ବ୍ରହ୍ମପୁର ଆସନ୍ତି ଆଚାର କିଣିବା ପାଇଁ । ବ୍ରହ୍ମପୁର ଆଚାରର ଏହି ସ୍ବତନ୍ତ୍ରତା ବର୍ତ୍ତମାନ ମହିଳାଙ୍କ ସଶକ୍ତିକରଣ କରିବା ଦିଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛି । ମିଶନ ଶକ୍ତି ଏବଂ…

ଗଞ୍ଜାମ ଜିଲାର ବିପର୍ଯ୍ୟୟ ପରିଚାଳନାକୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକଙ୍କ ପ୍ରଶଂସା

ବ୍ରହ୍ମପୁର:ପ୍ରାକୃତିକ ବିପର୍ଯ୍ୟୟ ହେଉ କିମ୍ବା ଜିଲାରେ ଦେଖାଯାଉଥିବା ଯେ କୌଣସି ଆପଦ ବିପଦ ହେଉ, ଗଞ୍ଜାମ ଜିଲା ପ୍ରଶାସନ ସଠିକ ସମୟରେ ସଠିକ ପଦକ୍ଷେପ ଗ୍ରହଣ କରି ଜନ ଜୀବନକୁ ସୁରକ୍ଷିତ କରିଥିବା ହେତୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭୂୟସୀ ପ୍ରଶଂସା କରିଛନ୍ତି । ଏତତ ବ୍ୟତୀତ ଜିଲା ପ୍ରଶାସନ…

ଗଞ୍ଜାମ ଜିଲା:୨୦୨୨-୨୩ ଆର୍ଥିକ ବର୍ଷରେ ୧୦ ହଜାର ୬୪ କୋଟି ଋଣ ପ୍ରଦାନ ଲକ୍ଷ୍ୟ

ବ୍ରହ୍ମପୁର: ଛତ୍ରପୁର ଠାରେ ଗଂଜାମ ଜିଲ୍ଲା ବ୍ୟାଙ୍କ ସମୂହ ଅର୍ଥ ପରାମର୍ଶଦାତା କମିଟି ବୈଠକ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଥିବା ବ୍ୟାଙ୍କ ଗୁଡିକ ଋଣ ଲକ୍ଷ୍ୟ ପୂରଣ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଜିଲ୍ଲାର…

ଗଞ୍ଜାମରେ ବ୍ୟାପୁଛି ବାସନ୍ଦ କଳଙ୍କ: ସରପଞ୍ଚ ପ୍ରାର୍ଥୀଙ୍କ ପରିବାରକୁ ଗାଁ ବାସନ୍ଦ ଅଭିଯୋଗ

ବ୍ରହ୍ମପୁର: ସାମାଜିକ ବାସନ୍ଦ, ଜାତିରୁ ବାସନ୍ଦ ଭଳି କୁସଂସ୍କାର ଗଞ୍ଜାମ ଜିଲାରେ ଦିନକୁ ଦିନ ବଢିବାରେ ଲାଗିଛି। କିଛି ନିର୍ଦ୍ଧିଷ୍ଟ କୁଳ ସମାଜର ମୁଖିଆମାନେ ନିଜ ପତିଆରା ପାଇଁ ଏଭଳି କୁପ୍ରଥା ପ୍ରଚଳନ କରିଆସୁଛନ୍ତି। ଏକାଧିକ ଘଟଣା, ଦୁର୍ଘଟଣା ଓ ପୁଲିସର ତାଗିଦ ପରେ ମଧ୍ୟ ବାସନ୍ଦ ପ୍ରଥା…

ଉଦ୍ଧାର ଚୋରି ସାମଗ୍ରୀ ଦୋକାନୀଙ୍କୁ ଫେରାଇଲା ବ୍ରହ୍ମପୁର ପୋଲିସ

ବ୍ରହ୍ମପୁର: ଇଞ୍ଜିନିୟରିଂ ସ୍କୁଲ ଛକରୁ ଚୋରି ହୋଇଥିବା ସାମଗ୍ରୀ ଉଦ୍ଧାର ପରେ ସେଗୁଡିକୁ ସଂପୃକ୍ତ ଦୋକାନୀମାନଙ୍କୁ ଫେରାଇ ଦିଆଯାଇଛି। କେବଳ ସାମଗ୍ରୀ ନୁହଁ ଚୋରଙ୍କ ଠାରୁ ଜବତ ହୋଇଥିବା ନଗଦ ଟଙ୍କା ଏବଂ ମୋବାଇଲକୁ ମଧ୍ୟ ଦୋକାନୀଙ୍କୁ ଫେରାଇଛି ବ୍ରହ୍ମପୁର ପୋଲିସ । ଗତ ମେ’ ୨୭ ତାରିଖ ଓ…

ଦିବ୍ୟଜ୍ୟୋତି ପରିଡ଼ା ଗଞ୍ଜାମର ନୂଆ ଜିଲାପାଳ

ବ୍ରହ୍ମପୁର: ରାଜ୍ୟ ସରକାର ଗୁରୁବାର ଭାରତୀୟ ପ୍ରଶାସନିକ ସେବା(ଆଇଏଏସ୍‌) ସ୍ତରରେ ଅଦଳବଦଳ କରିଛନ୍ତି । ଏଥି ସହିତ ଗଞ୍ଜାମ ଜିଲାରେ ପ୍ରଶାସନିକ ସ୍ତରରେ ମଧ୍ୟ ବଡ଼ ପରିବର୍ତ୍ତନ ଘଟିଛି । ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଭୁବନେଶ୍ୱର ମହାନଗର ନିଗମର ଆୟୁକ୍ତ ଭାବେ ବଦଳି…