Latest Odisha News

BREAKING NEWS

Browsing Tag

Gaon Katha

କୃତଘ୍ନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ କଳାପଥର ଗାଁରୁ ଆସି ରାହାସପୁରରେ ଚାକିରି କରୁଥାନ୍ତି ଚନ୍ଦନ ମାଷ୍ଟ୍ରେ । ପୂରା ନାଁ ଚନ୍ଦନ ଜୟପୁରିଆ। ପ୍ରାଥମିକ ବିଦ୍ୟାଳୟରେ ସିନା ଶିକ୍ଷକ, କିନ୍ତୁ ଯୋଗ୍ୟତା ଥିଲା ହାଇସ୍କୁଲ ମାଷ୍ଟ୍ର ହେବାର। ଜୀବନ ତମାମ ସବୁ ଶ୍ରେଣୀରେ ପ୍ରଥମ ।…

ବୁଢ଼ା ସାର୍

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଗାଁ ଛକରେ ବସରୁ ଓହ୍ଲାଇଲା ପରେ ମତେ ଲାଗୁଥିଲା ମୁଁ ମୋ ଦୁନିଆକୁ ଫେରିଆସିଲି। ବହୁ ଦିନର ବ୍ୟବଧାନ ପରେ ଏଥର ଗାଁକୁ ଯାଇଥିଲି। ସହରର ଧାଁ ଦଉଡ଼ ଜୀବନ, ଅଫିସ୍ ରାଜନୀତି, ହଜାରେ ଦାଓଁପେଞ୍ଚଠୁ ଅନେକ ଦୂରରେ ମୋ ଗାଁ । ଗାଁ ଛକରୁ ଗାଁ…

ପ୍ରତିଦାନ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ମୁକୁନ୍ଦ ଚୌଧୁରୀ ଆଉ ମାନଗୋବିନ୍ଦ ମହାପାତ୍ର  ଉଭୟେ ପିଲାଦିନର ସାଥୀ । ଗୋଟିଏ ଗାଁରେ ଜନ୍ମ । ଏକାଠି ବଢ଼ିଛନ୍ତି ଉଭୟେ। ଉଭୟଙ୍କ ଚେହେରା ପ୍ରାୟ ଏକା ଭଳି । ଉଚ୍ଚତା ପାଖାପାଖି ଛଅ ଫୁଟ୍ । ପାଞ୍ଚ ହାତର ମଣିଷ । ମୁକୁନ୍ଦ ଟିକିଏ ଗୋରା…

ଅଡ଼ୁଆରେ ବାପା-ପୁଅ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ (ପୂର୍ବ ସଂଖ୍ୟାରେ ପ୍ରକାଶିତ “ଧର୍ମ ସଂକଟ”ର ଏହା ପରବର୍ତ୍ତୀ ଭାଗ) ଗାଁ ସଭାରେ ନିଷ୍ପତ୍ତି ଅନୁସାରେ ପରଦିନ ସକାଳୁ ବଂଶ କୁଟୁମ୍ବର ଭାଇ ବନ୍ଧୁ ସବୁ ପହଞ୍ଚିଗଲେ ଦେବବ୍ରତର ଦୁଆର ଆଗରେ । ସେଠାରୁ ସେମାନେ ତୁଠକୁ ଯିବେ । ତା ପରେ…

ଧର୍ମ ସଙ୍କଟ

ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’ ଦେବବ୍ରତ ଦଣ୍ଡପାଟ ଅପରାଧୀଟିଏ ଭଳି ଠିଆ ହୋଇଥାଏ ସଭା ମଝିରେ । ଗାଁ ପରିଚାଳନା ସମିତିର ସଭ୍ୟମାନେ ସେଦିନ ଗାଁ ସଭା ଡାକିଥିଲେ । ସଭାରେ କେବଳ ସମିତିର ସଦସ୍ୟମାନେ ନୁହଁନ୍ତି, ପୂରା ଗାଁଟା ଯାକର ଲୋକ ଏକାଠି ହୋଇଥିଲେ ଗାଁ ମଝିରେ । ଶହେ…

ମତେ ଠକି ଦେଇଥିଲ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ସେତେବେଳେ ମାତ୍ର ପାଞ୍ଚ ବର୍ଷର ହୋଇଥିଲା ଶାନ୍ତନୁ । ପ୍ରଥମ ଶ୍ରେଣୀରେ ପଢୁଥାଏ । ତିନି ଚାରି ବର୍ଷରୁ ହିଁ ବିଛୁଆତିଟାଏ ଶାନ୍ତନୁ। ସିଏ ଯାହା ବୁଝିଥିବ ସେଇଆ । ବ୍ରହ୍ମା କହିଲେ ବି ଶୁଣିବାର ନାହିଁ । ନିଜ ଇଛାର ମାଲିକ ସିଏ । ଥରେ…

ବାଟ ହୁଡ଼ି ଦେଲା ପରେ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  କାଶ୍ମୀରର ସେଓ ବାଗାନରେ ଦିନ ମଜୁରିଆ ଭାବେ କାମ କଲାବେଳେ ବଡ଼ ଆନନ୍ଦ ମିଳୁଥିଲା । ଜୀବନରେ ଥରେ ଅଧେ କେବେ ଯଦି କୌଣସି ପୂଜାପର୍ବାଣୀରେ ସେଓ ଖଣ୍ଡେ କିଏ ଦେଇଥିବ, ତାକୁ ଖାଇଥିବ ସେ । ହେଲେ ଏବେ ଆଖି ଆଗରେ ପାହାଡ଼ ଭଳି ଗଦା ହୋଇଛି…

ତାରାଚାନ୍ଦ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ପୁଅ ବେଦି ଉପରେ ବସିଛି । ହାତଗଣ୍ଠି ପଡ଼ିସାରିଲାଣି । ପୁରୋହିତଙ୍କ ମନ୍ତ୍ରୋଚ୍ଚାରଣ ଚାଲିଛି । ଏବେ ବେଦି ଉପରେ ବନ୍ଦାଣ ପଡ଼ିବ । ପରିବାରର ବରିଷ୍ଠ ମହିଳାମାନେ ହୁଳହୁଳି ପକାଇ ପୁଅ ବୋହୂକୁ ବନ୍ଦାପନା କରୁଛନ୍ତି । ମହୁରିଆ ମହୁରୀ…

ଅଭିମାନୀ ଅବଧେଶ

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’)  ଗାଁର ଅଧିକାଂଶ ଲୋକଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ । ସେ ନିଜ ଦୁନିଆ ଭିତରେ ନିଜେ ଥାଏ । କେବେ କେମିତି କାଁ ଭାଁ ଇଚ୍ଛା ହେଲେ ଜଣେ ଅଧେ ଲୋକଙ୍କ ସହିତ କଥାହୁଏ ଅବଧେଶ ଆଚାରୀ। ତା ପୂର୍ବପୁରୁଷଙ୍କ କୁଆଡ଼େ ବହୁତ ସୁନା ଥିଲା…

ଚାମ୍ପିଅନ୍

(ଫକୀର ମୋହନ ନାହାକଙ୍କ ନିୟମିତ ସ୍ତମ୍ଭ ‘ଗାଁ କଥା’) ସେଦିନ ପିଲାମାନେ ଗାଁ ସ୍କୁଲ ପଡ଼ିଆରେ କ୍ରିକେଟ୍ ଖେଳୁଥିଲେ । ଅଧିକାଂଶଙ୍କ ବୟସ ଏଇ ତେରରୁ ଷୋହଳ ବର୍ଷ ଭିତରେ । ମାନେ ସିଧାଭାଷାରେ କହିଲେ, ନବମ ଶ୍ରେଣୀରୁ ପ୍ଲସ୍ ଟୁ ଭିତରେ ସମସ୍ତେ ପଢୁଛନ୍ତି । ସେମାନଙ୍କଠୁ ବଡ଼ ପିଲା ଆଉ କେହି…