Latest Odisha News

BREAKING NEWS

Browsing Tag

ghaziabad

ବୁଲା କୁକୁରଙ୍କ କାମୁଡ଼ାରୁ ବର୍ତ୍ତିଗଲେ ନାବାଳିକା

ଗାଜିଆବାଦ: ବୁଲା କୁକୁର ହେଉ ବା ପୋଷା କୁକୁର, ସେମାନଙ୍କ ଆକ୍ରମଣର ବହୁତ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । କେତେବେଳେ ମାଲିକଙ୍କ କବଳରୁ ପୋଷା କୁକୁର ଫିଟିଯାଇ କାହାକୁ କାମୁଡି ରକ୍ତାକ୍ତ କରୁଛି ତ କେଉଁଠି ବୁଲା କୁକୁରମାନେ କାମୁଡି କ୍ଷତାକ୍ତ କରୁଛନ୍ତି । ଏପରି ଅନେକ ଘଟଣା ଆମ…

୧୨ ଦିନରେ କରୋନାରେ ପରିବାରର ୪ ମୃତ, ଅନାଥ ହୋଇଗଲେ ୨ ଛୁଆ

ଗାଜିଆବାଦ: ମହାମାରୀ କରୋନା ଆତଙ୍କ ଲାଗି ରହିଛି । ପ୍ରତିଦିନ ଦେଶରେ ହଜାର ହଜାର ପ୍ରାଣ ନେଉଛି ଭୂତାଣୁ । ଉତ୍ତରପ୍ରଦେଶ ଗାଜିଆବାଦରେ କରୋନାର କାଳ ନଜର ଏକ ପରିବାରକୁ ଛାରଖାର୍ କରି ଦେଇଛି । ମାତ୍ର ୧୨ ଦିନରେ ଉଜୁଡ଼ି ଯାଇଛି ପରିବାର । ଚାଲି ଯାଇଛି ୪ ଜୀବନ । ଏବେ ପରିବାରରେ ଖାଲି ୨ ଜଣ…

ରଶି ଲଗାଇ ଆତ୍ମହତ୍ୟା କଲେ ଜିଲ୍ଲା ଜଜ୍, ଝୁଲନ୍ତା ଅବସ୍ଥା ଉଦ୍ଧାର ହେଲା ମୃତଦେହ 

ଗାଜିଆବାଦ: ଉତ୍ତରପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଅପର ଜିଲ୍ଲା ଜଜ୍-୯ ଯୋଗେଶ କୁମାର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ବିଚାରପତିଙ୍କ ମୃତଦେହ ତାଙ୍କ ବାସଭବନରୁ ଝୁଲନ୍ତା ଅବସ୍ଥା ଉଦ୍ଧାର କରାଯାଇଛି । ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତ୍ୟୁ ପୂର୍ବରୁ ସେ କୌଣସି…

୧୧ ବର୍ଷୀୟ ହ୍ୟାକର : ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ପୁଅ ମାଗୁଥିଲା ୧୦ କୋଟି 

ନୂଆଦିଲ୍ଲୀ : ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣେ ଛୋଟ ପିଲା । ବୟସ ମାତ୍ର ୧୧ ବର୍ଷ । ହ୍ୟାକିଂ ବିଦ୍ୟାରେ ନିପୁଣ । ନିଜର ବିଦ୍ୟାର ପରୀକ୍ଷା ପାଇଁ ହ୍ୟାକିଂ ଜାଲରେ ନିଜ ବାପାକୁ ଫସାଇଦେଇଛି ଏହି ୧୧ବର୍ଷିୟ ବାଳକ । ନିଜ ବାପାଙ୍କ ଇମେଲ୍‌ ହ୍ୟାକ୍‌ କରି ମାଗିଛି ୧୦ କୋଟି ଟଙ୍କା । ଟଙ୍କା ଦିଅ…

ନବଜାତ କନ୍ୟା ସହ ଡ୍ୟୁଟିରେ ମହିଳା ଏସଡିଏମ୍, ଶିଶୁ ଜନ୍ମ ଦେବାର ୧୪ ଦିନ ପରେ କାର୍ଯ୍ୟରେ ଯୋଗଦାନ

ଉତ୍ତରପ୍ରଦେଶ: କର୍ମ ହିଁ ଭଗବାନ । ମାନବ ସେବା ହିଁ ମାଧବ ସେବା । ଏହି କଥାକୁ କାମରେ କରି ଦେଖାଇଛନ୍ତି ଜଣେ ଉତ୍ତରପ୍ରଦେଶରେ ଜଣେ ମହିଳା ଆଇଏଏସ୍ ଅଧିକାରୀ । ଗାଜିଆବାଦ ମୋତିନଗର ଏସଡିଏମ୍ (ସବ-ଡିଭିଜିନାଲ୍ ମାଜିଷ୍ଟ୍ରେଟ୍) ସୌମ୍ୟା ପାଣ୍ଡେ । ନିକଟରେ ଶିଶୁ କନ୍ୟାର ମାଆ ହୋଇଛନ୍ତି ।…

ଗାଜିଆବାଦରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ପାଞ୍ଚ ଗିରଫ

ଗାଜିଆବାଦ: ଦୁଇ ଝିଅଙ୍କ ସାମ୍ନା ଜଣେ ସାମ୍ବାଦିକଙ୍କୁ ଗୁଳିମାଡ କରିବା ଘଟଣାରେ ପୋଲିସ ୫ ଜଣଙ୍କୁ ଗିରଫ କରିଛି । ଗତକାଲି ବିଜୟ ନଗର ଅଂଚଳରେ ସାମ୍ବାଦିକ ବିକ୍ରମ ଯୋଶୀ ନିଜର ଦୁଇ ଝିଅଙ୍କ ସହ ଘରକୁ ଫେରୁଥିବା ବେଳେ ଏହି ଘଟଣା ଘଟିଥିଲା । ହଠାତ୍ ତାଙ୍କ ସାମ୍ନାରେ ପାଞ୍ଚ ଜଣ ବ୍ୟକ୍ତି…

ପେନ୍‌ସିଲ୍ ବୋମା କାରଖାନାରେ ନିଆଁ ଲାଗି ୮ ମୃତ, ୪ ଆହତ

ଗାଜିଆବାଦ: ପେନ୍‌ସିଲ୍ ବୋମା ତିଆରି ଫ୍ୟାକ୍ଟ୍ରିରେ ଭୟାନକ ଅଗ୍ନିକାଣ୍ଡ । ନିଆଁ ଲାଗି ଘଟଣାସ୍ଥଳରେ ୮ ଜଣଙ୍କ ମୃତ୍ୟୁ ହୋଇଛି । ଉତ୍ତର ପ୍ରଦେଶର ଗାଜିଆବାଦ ଜିଲ୍ଲାରେ ଘଟିଛି ଏଭଳି ଅଘଟଣ । ମୃତକଙ୍କ ମଧ୍ୟରେ ୭ ଜଣ ମହିଳା ଏବଂ ଜଣେ ଛୁଆ ରହିଛି। ଏହି ଦୁର୍ଘଟଣାରେ ୪ ଜଣ ଆହତ ହୋଇ…