Latest Odisha News

BREAKING NEWS

Browsing Tag

Ghulam Nabi Azad

‘ମୋଦି କେବେ ପ୍ରତିଶୋଧ ନେଇ ନାହାଁନ୍ତି’: ଗୁଲାମ ନବୀ ଆଜାଦ

ଶ୍ରୀନଗର: କଂଗ୍ରେସ ଛାଡ଼ି ନୂଆ ଦଳ ଗଠନ କରିଥିବା ଗୁଲାମ ନବୀ ଆଜାଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ପ୍ରଶଂସା କରିଛନ୍ତି । ଏଥିସହ ଗୁଲାମ ନବୀ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ଓ ସଲମାନ ଖୁର୍ଶିଦଙ୍କ ଉପରେ ବଡ଼ ଅଭିଯୋଗ ଆଣିଛନ୍ତି ।…

ଦଳ ଭାଙ୍ଗିବାକୁ ନେଇ କଣ କହିଲେ ଗୁଲାମ ନବୀ ଆଜାଦ ?

ଶ୍ରୀନଗର: ସୋନିଆଙ୍କ ଉପରେ ଅସନ୍ତୋଷ ଝାଡ଼ି ଗୁଲାମ ନବୀ ଆଜାଦ ଗତବର୍ଷ ଅଗଷ୍ଟ ୨୬ରେ ହାତ ଛାଡ଼ିଥିଲେ । କଂଗ୍ରେସ ଛାଡ଼ିବା ପରେ G୨୩ ଗୋଷ୍ଠୀର ଗୁଲାମ ଗଠନ କରିଥିଲେ ଡେମୋକ୍ରାଟିକ୍ ଆଜାଦ ପାର୍ଟି । ଡିଏପି ଗଠନ ପରେ ଆଜାଦଙ୍କ ସହ ଜମ୍ମୁ-କାଶ୍ମୀରର ବହୁ ନେତା ହାତ ମିଳାଇଥିଲେ । ହେଲେ…

‘ଭାରତ ଯୋଡ଼ୋ’ ପୂର୍ବରୁ କଂଗ୍ରେସକୁ ଯୋଡ଼, ଦଳ ଛାଡ଼ିବା ପରେ ରାହୁଲଙ୍କୁ ଟାର୍ଗେଟ୍

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବି ଆଜାଦ୍ କଂଗ୍ରେସକୁ ବାଏ ବାଏ କହିଛନ୍ତି । ଦଳ ଛାଡ଼ିବା ସହ କଂଗ୍ରେସରୁ ସମ୍ପୂର୍ଣ୍ଣ ସ୍ୱାଧୀନତା ପାଇଛନ୍ତି ଆଜାଦ୍ । କିନ୍ତୁ ଇସ୍ତଫା ପତ୍ରରେ ସେ ରାହୁଲ ଗାନ୍ଧୀଙ୍କୁ ସମାଲୋଚନା କରିଛନ୍ତି । ସୋନିଆ ଗାନ୍ଧୀଙ୍କୁ, ଗୁଲାମ ନବି ଆଜାଦ ୫…

କଂଗ୍ରେସରୁ ଇସ୍ତଫା ଦେଲେ ଗୁଲାମ ନବୀ ଆଜାଦ୍

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷ ପଦ ଚୟନକୁ ଦଳ ଭିତରେ ଛକାପଞ୍ଝା ଲାଗି ରହିଥିବା ବେଳେ ଦଳରୁ ଇସ୍ତଫା ଦେଇଛନ୍ତି ଗୁଲାମ ନବି ଆଜାଦ୍ । ଖବର ସରବରାହ ସଂସ୍ଥା ANI ସୂଚନା ଅନୁସାରେ, ଗୁଲାମ ନବି ଆଜାଦ ଦଳର ସମସ୍ତ ପଦ ସହ ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି । ସେ କଂଗ୍ରେସ ଅଧ୍ୟକ୍ଷା…

କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେ ଟ୍ୱିଟ କରି ଲେଖିଛନ୍ତି, "ମୁଁ କୋଭିଡ-୧୯ ପାଇଁ ପଜିଟିଭ୍ ପରୀକ୍ଷା କରିଛି। ମୁଁ ଘର କ୍ବାରାଣ୍ଟାଇନରେ ଅଛି। ଯେଉଁମାନେ ଗତ କିଛି ଦିନ ମଧ୍ୟରେ ମୋ ସହ ଯୋଗାଯୋଗ କରିଥିଲେ ସେମାନେ…