Latest Odisha News
Browsing Tag

gold price

ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ନୂଆ ଦର

ନୂଆଦିଲ୍ଲୀ: କମିଲା ସୁନା ଦାମ । ଆଜି ସୁନା ଦର ୦.୩ ପ୍ରତିଶତ ହ୍ରାସ ପାଇଛି । ଏହାସହ ୧୦ ଗ୍ରାମ ପ୍ରତି ୪୪୭୩୧ ଟଙ୍କାରେ ପହଞ୍ଚିଛି ଦାମ୍ । ସେହିପରି ରୁପାର ଦର ମଧ୍ୟ କମିଛି । ରୁପାର ଦାମ୍ ୦.୫ ପ୍ରତିଶତ ହ୍ରାସ ପାଇ କେଜି ପିଛା ୬୭୧୭୭ ଟଙ୍କାରେ ପହଁଚିଛି । ତେବେ ସୁନା ୧୧ ମାସ ମଧ୍ୟରେ…

ପୁଣି ଶସ୍ତା ହେଲା ସୁନା

ନୂଆଦିଲ୍ଲୀ: ସୁନା ଦାମ କମି କମି ଚାଲିଛି । ସୁନା କିଣିବା ପାଇଁ ଗ୍ରାହକଙ୍କ ପାଖରେ ଭଲ ମଉକା । ସୁନା ଦାମ ହ୍ରାସ ପାଇ ୧୦ ଗ୍ରାମକୁ ପାଖାପାଖି ୪୪ ହଜାର ୪୦୦ ଟଙ୍କା ହୋଇଛି । ଭାରତୀୟ ବଜାରରେ ଲଗାତାର ୮ ଦିନ ହେଲା ସୁନା ଦାମ ହ୍ରାସ ପାଇଛି ।  ଶୁକ୍ରବାର ଏମସିଏକ୍ସରେ ସୁନା ଦାମ ୦.୩…

ଆହୁରି ହ୍ରାସ ପାଇଲା ସୁନା ଦର; ଜାଣନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର: ଆହୁରି ଶସ୍ତା ହେଲା ସୁନା । ଲଗାତାର ତୃତୀୟ ଦିନ ପାଇଁ ହ୍ରାସ ପାଇଲା ଦର। ଭାରତୀୟ ଟଙ୍କାର ସ୍ଥିତି ସୁଦୃଢ ହେବା ସହ ଅନ୍ତଃରାଷ୍ଟ୍ରୀୟ ସ୍ତରରେ ମୂଲ୍ୟ ହ୍ରାସ ହେବା ପରେ ଘରୋଇ ବଜାରରେ ସୁନାର ମୂଲ୍ୟ ହ୍ରାସ ହୋଇଛି । ଗୁରୁବାର ଦିନ ଦିନ ଦିଲ୍ଲୀ ସରଫା ବଜାରରେ ୧୦ ପ୍ରତି…

ଓଡ଼ିଶାରେ ୫୦ ହଜାର ଛୁଇଁଲା ସୁନା ଦର

ଭୁବନେଶ୍ୱର: ପେଟ୍ରୋଲ ଡିଜେଲ ପରେ ଏବେ ସୁନା ଦରରେ ରେକର୍ଡ ସ୍ତରରେ ବୃଦ୍ଧି ଘଟିଛି । ଦିଲ୍ଳୀରେ ସୁନା ୧୦ ଗ୍ରାମ ପ୍ରତି ୫୦ ହଜାର ଟଙ୍କା ଅତିକ୍ରମ କରିଥିବାବେଳେ ଓଡ଼ିଶାରେ ବି ୨୪ କ୍ୟାରେଟ ସୁନା ଦର ୫୦ ହଜାର ଛୁଇଁଛି । କରୋନା ପରିସ୍ଥିତି ମଧ୍ୟରେ ସୁନାର ଚାହିଦା ବୃଦ୍ଧି ପାଇଛି । ତେଣୁ…

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ…

ଦୁଇମାସରେ ସର୍ବାଧିକ କମିଲା ସୁନାଦର; ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଲଗାଦାର ସୁନାଦର ବଢ଼ି ଆକାଶଛୁଆଁ ହେବାପରେ ଧୀରେଧୀରେ ଏହାର ଚାହିଦା କମିଥିବା ପାରିଲିଖିତ ହୋଇଛି । ଯେଉଁକାରଣରୁ ବର୍ତ୍ତମାନ ସୁନାଦର କ୍ରମାଗତ ଭାବେ କମିବାରେ ଲାଗିଛି । ଆଗକୁ ଦଶହରା ପରି ଏକ ବଡ଼ ପର୍ବ ଆସୁଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ସୁନା ଦର କମିବା ଖବର…

ପ୍ରାୟ ୨୩୦୦ ଟଙ୍କା କମିଛି ସୁନାଦର !

ନୂଆଦିଲ୍ଲୀ: ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ସୁନାରୂପା ଦର କ୍ରମାଗତ ଭାବେ ବୃଦ୍ଧିପାଇବାରେ ଲାଗିଥିବା ବେଳେ କିଛିଦିନ ହେବ ଦର ଲଗାଦାର ହ୍ରାସ ହେଉଛି । ସେପ୍ଟେମ୍ବର ମାସର ପ୍ରଥମ ସପ୍ତାହରେ ରୂପା କିଲୋ ୫୦ ହଜାର ଟଙ୍କା ଅତିକ୍ରମ କରିଥିବା ବେଳେ ସୁନା ୧୦ ଗ୍ରାମକୁ ୪୦ ହଜାର ଟଙ୍କା…

ଗ୍ରାହକଙ୍କ ପାଇଁ ଖୁସି ଖବର; ୨ ହଜାର ଟଙ୍କା ହ୍ରାସ ପାଇଲା ସୁନାଦର

ନୂଆଦିଲ୍ଲୀ: ଗତ କିଛିଦିନ ହେବ ସୁନାଦର କ୍ରମାଗତ ଭାବେ ବଢି ୧୦ ଗ୍ରାମକୁ ୪୦ ହଜାର ଟଙ୍କା ପାରି କରିଥିଲା । ହେଲେ ଏବେ ସୁନା ଦର ଟିକିଏ କମିବାରେ ଲାଗିଛି । ଗୋଟିଏ ସପ୍ତାହରେ ଏହା ପ୍ରାୟ ୨ ହଜାର ଟଙ୍କା ହ୍ରାସ ପାଇଛି । ସେପ୍ଟେମ୍ବର ୫ ତାରିଖରେ ଦଶଗ୍ରାମ ପ୍ରତି ୪୦,୪୭୦ ଟଙ୍କା ଥିବା ବେଳେ…

ରେକର୍ଡ ଭାଙ୍ଗିଲା ସୁନା ଦର, ଟପିଗଲା ୪୦ ହଜାର

ନୂଆଦିଲ୍ଲୀ: ସୁନା ଦର ହୁହୁ ହୋଇ ବଢ଼ିବାରେ ଲାଗିଛି । ସବୁ ରେକର୍ଡ ଭାଙ୍ଗୀ ଶୁକ୍ରବାର ସୁନା ଦର ୧୦ ଗ୍ରାମକୁ ୪୦ ହଜାର ଟପି ଯାଇଛି । ବିଶ୍ୱରେ ମାନ୍ଦାବସ୍ଥାର ଆଶଙ୍କାରେ ନିବେଶକ ଏବେ ସୁନା ମୁହାଁ ହୋଇଛନ୍ତି। ତେଣୁ ସୁନା ଦର କମିବାର ନାଁ ନେଉନାହିଁ । ଶୁକ୍ରବାର ନୂଆଦିଲ୍ଲୀ ବଜାରରେ…