Latest Odisha News
Browsing Tag

Gold

ସୁନା କଳସର ଦାମ ୧ କୋଟି ନୁହେଁ, ୧୦ ଲକ୍ଷ

ସମ୍ବଲପୁର: ସାମ୍ନାକୁ ଆସିଲା ପ୍ରକୃତ ସତ୍ୟ । ଗଣମାଧ୍ୟମରେ ମୁହଁ ଖୋଲିଲେ ନବ ଦାସ । ଭଗବାନ ଶନିଙ୍କ ପୀଠରେ ସୁନାକଳସ ଦାନ କରିବା ନେଇ ଚର୍ଚ୍ଚା ଜୋର ଧରି ଥିବାବେଳେ ଏନେଇ ମୁହଁ ଖୋଲିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଶନି ଦେବଙ୍କୁ ସୁନାକଳସ ଦାନ କରିଥିବା ଭକ୍ତ ସେ ନିଜେ ବୋଲି ନବ…

ମୋଦୀଙ୍କ ସୁନା ପ୍ରତିମୂର୍ତ୍ତିକୁ ବିକ୍ରି କରିବେନି ବ୍ୟବସାୟୀ

ସୁରଟ:  ସୁନାରେ ମୋଦି । ଦେଖିବାକୁ ଯେମିତି ସୁନ୍ଦର, ସେମିତି ମୂଲ୍ୟବାନ । ୧୮ କ୍ୟାରେଟ୍ ସୁନାରେ ତିଆରି ମୋଦିଙ୍କ ପ୍ରତିମୂର୍ତ୍ତି ଯାହାର ଓଜନ ରହିଛି ୧୫୬ ଗ୍ରାମ  । ଗୁଜରାଟ ସୁରଟରେ ଜଣେ ସୁନା ବ୍ୟବସାୟୀ ବସନ୍ତ ବୋରାଙ୍କ କମ୍ପାନିରେ ଏହାକୁ ତିଆରି କରାଯାଇଛି । ୩ ଇଞ୍ଚ୍ ଚଉଡ଼ା, ସାଢ଼େ ୪…

୧ ଲିଟର ପେଟ୍ରୋଲ ମୂଲ୍ୟରେ ମିଳୁଥିଲା ୧୦ଗ୍ରାମ ସୁନା, ବିଲ୍ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଦରଦାମ ବୃଦ୍ଧି ଏବେ ସମସ୍ତଙ୍କର ମୁଣ୍ଡବିନ୍ଧାର କାରଣ ହୋଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏତେମାତ୍ରାରେ ବୃଦ୍ଧି ପାଉଛି ଯେ  ମଧ୍ୟବିତ୍ତ ପରିବାର ପାଇଁ ବି ଘର ଚଳାଇବା କଷ୍ଟକର ହୋଇପଡୁଛି । ଯେଉଁଠି ଡାଲି, ତେଲର ଦର ଆକାଶଛୁଆଁ ହେଉଛି ସେଠି ସୁନା ଦର ବୃଦ୍ଧିକୁ ବା କିଏ…

ଅଚିନ୍ତା ଶୁଲି ଜିତିଲେ ସୋର୍ଣ୍ଣ ପଦକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ପୁରୁଷ ଭାରୋତ୍ତୋଳନକାରୀ ଅଚିନ୍ତା ସୁଲି  ପୁରୁଷ  ବିଭାଗ 73 କିଲୋଗ୍ରାମ ଭାରୋତ୍ତୋଳନ ଫାଇନାଲରେ ମୋଟ 313 କେଜି ସହ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ଏହା ବର୍ମିଂହାମରେ ଭାରତର ତୃତୀୟ ସ୍ୱର୍ଣ୍ଣ ପଦକ । ରାଉଣ୍ଡର ପ୍ରଥମ ପ୍ରୟାସରେ ଅଚିନ୍ତା 137 କିଲୋଗ୍ରାମ…

ବଡ଼ାପାଓ ପଲିଥିନରେ ୫ ଲକ୍ଷ ଟଙ୍କାର ସୁନା, ଡ୍ରେନରେ ରଖିଥିଲେ ମୂଷା

ମୁମ୍ବାଇ: ଡ୍ରେନରୁ ମିଳିଲା ୫ଲକ୍ଷ ଟଙ୍କାର ଅଳଙ୍କାର । ତାହା ପୁଣି ମୂଷାମାନଙ୍କ ନିକଟରୁ । ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଏଭଳି ଘଟଣା ଘଚିଛି ମୁମ୍ବାଇରେ । ପୋଲିସ ମୁମ୍ବାଇର ଏକ ଡ୍ରେନରେ ଥିବା ମୂଷାଙ୍କ ଠାରୁ ଏକ ସୁନା ଅଳଙ୍କାର ବ୍ୟାଗ ଉଦ୍ଧାର କରିଛି । ଯେଉଁ ବ୍ୟାଗରେ ରହିଛି ୫ ଲକ୍ଷ…

[ଭିଡିଓ] କଫି ଫ୍ଲାସ୍କରୁ ବାହାରିଲା ସୁନା, କେନିଆ ବାସିନ୍ଦା ଗିରଫ

ମୁମ୍ବାଇ: ଭାରତୀୟ କଷ୍ଟମ୍ ଅଥରିଟିଙ୍କ ହୋସ୍ ଉଡାଇଛି ସୁନା ସ୍ମଗଲିଂ । ପ୍ରତିଦିନ ସାମ୍ନାକୁ ଆସୁଛି ଚାଲେଂଜ କଲାଭଳି ପରିସ୍ଥିତି । ବିଦେଶରୁ ସୁନା ତସ୍କରି କରି ଧରାପଡୁଛନ୍ତି ଅନେକ ଭାରତୀୟ ତଥା ବିଦେଶୀ ନାଗରିକ । ଏଭଳି ସ୍ଥିତିରେ ଶାରଜାହରୁ ଫେରିଥିବା କେନିଆର ୧୮ଜଣ ମହିଳାଙ୍କ କାରନାମା…

ସୁନା ଦରରେ ହେଲା ପରିବର୍ତ୍ତନ: ଜାଣନ୍ତୁ, କ’ଣ ରହିଛି ମୂଲ୍ୟ !

ମୁମ୍ବାଇ: ସୁନା ଦର ଗତ ଦୁଇଦିନ ଧରି ଲଗାତର ହ୍ରାସ ପାଇ ଚାଲିଥିଲା । ଏବେ ସୁନା ଦରରେ ସାମାନ୍ୟ ପରିବର୍ତ୍ତନ ଘଟି ବୃଦ୍ଧି ପାଇଛି ବଜାର ଦର । ଭାରତରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୧୦୦ ଟଙ୍କା ବୃଦ୍ଧି ପାଇ ୪୭,୦୦୦ ରୁ ୪୭,୧୦୦ ହୋଇଛି । ସେହିପରି ଭାବେ ୨୨ କ୍ୟାରେଟ୍ ସୁନାର…

ଗୋଟିଏ ସପ୍ତାହରେ ୧୬୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଲା ସୁନାଦର !

ଭୁବନେଶ୍ୱର: ଗତ ସପ୍ତାହରେ ସୁନାଦର ସର୍ବୋଚ୍ଚ ଦରରେ ପହଞ୍ଚିଥିବା ବେଳେ ଗୋଟିଏ ସପ୍ତାହ ମଧ୍ୟରେ ଏହା ପାଖାପାଖି ୧୬ଶହ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇଥିବା ସୂଚନା ମିଳିଛି । ଇରାନ୍‌ ଓ ଆମେରିକା ମଧ୍ୟରେ ଯୁଦ୍ଧ ପରିସ୍ଥିତି ଯୋଗୁଁ ଆଖି ପିଛୁଳାକେ ସୁନାଦର ବୃଦ୍ଧି ପାଇ ସର୍ବକାଳୀନ…

ଦୁଇମାସ ମଧ୍ୟରେ ସର୍ବନିମ୍ନ ସ୍ତରରେ ସୁନାଦର, ଜାଣନ୍ତୁ କେତେ ରହିଛି ଆଜିର ବଜାର ମୂଲ୍ୟ

ନୂଆଦିଲ୍ଲୀ: ଦୀର୍ଘ ଦୁଇମାସ ହେବ କ୍ରମାଗତ ଭାବେ ଉପର-ତଳ ହେଉଛି ସୁନାଦର। ପ୍ରଥମେ ହୁହୁ ହୋଇ ଦର ବୃଦ୍ଧି ପାଇବା ପରେ, ପୁନଶ୍ଚ ଏହାର ଦର ହ୍ରାସ ଘଟିଚାଲିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗତ ଦୁଇମାସର ସର୍ବ ନିମ୍ନ ସ୍ତରରେ ଆଜି ପହଞ୍ଚିଛି ସୁନାଦର । ଶୁକ୍ରବାର ଏହିଦର ୪ଶହ ଟଙ୍କା ହ୍ରାସ…

ଏହି ଚାରୋଟି ରାଶିର ଲୋକେ ସୁନା ଧାରଣ କଲେ ବଦଳି ଯିବ ସେମାନଙ୍କ ଭାଗ୍ୟ

ଭୁବନେଶ୍ୱର: ଗ୍ରହ ଦୋଷ କାଟିବା ପାଇଁ ଅନେକ ଦେବୀ-ଦେବତାଙ୍କୁ ସୁନା ଦାନ କରାଯାଇଥାଏ । ବାସ୍ତୁଶାସ୍ତ୍ର ଅନୁସାରେ ସୁନା ଜିନିଷ ଧାରଣ କଲେ ଏକାଗ୍ରତା ବଢ଼ିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲାଭ ମିଳିଥାଏ । ବାସ୍ତୁ ଅନୁଯାୟୀ ଏହି ଚାରୋଟି ରାଶିର ଲୋକେ ସୁନା ଅଳଙ୍କାର ପିନ୍ଧିଲେ ବିଶେଷ ଭାବେ…