Latest Odisha News

BREAKING NEWS

Browsing Tag

Gopalpur

ଗୋପାଳପୁର ମିଲିଟାରୀ ଷ୍ଟେସନରେ ଏୟାର ଡିଫେନ୍ସର ପ୍ଲାଟିନମ୍ ଜୟନ୍ତୀ

ବ୍ରହ୍ମପୁର: ଏୟାର ଡିଫେନ୍ସ ରେଜିମେଣ୍ଟର ପ୍ଲାଟିନମ୍ ଜୁବିଲି ଗୋପାଳପୁର ସ୍ଥିତ ମିଲିଟାରୀ ଷ୍ଟେସନରେ ପାଳିତ ହୋଇ ଯାଇଛି । ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ୍ ଯୋଗ ଦେଇ ଯବାନଙ୍କ ପ୍ରଶଂସା କରିଥିଲେ । ଦେଶ ସେବାରେ ସମର୍ପିତ ଯବାନ ଓ ଅଗ୍ନିବୀରଙ୍କୁ ଭେଟିଥିଲେ ରାଜ୍ୟପାଳ ।…

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ଆରମ୍ଭ କଲା ଇଡି

ବ୍ରହ୍ମପୁର: ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତଦନ୍ତ ଆରମ୍ଭ କରିଛି । ମନି ଲଣ୍ଡରିଂ ମାମଲାରେ ଇଡି ତଦନ୍ତ ଆରମ୍ଭ କରିଥିବା ବେଳେ ବ୍ରହ୍ମପୁର ଏସପିଙ୍କୁ ମାମଲା ସମ୍ବନ୍ଧୀୟ କାଗଜପତ୍ର ମାଗିଛି । ଆଇଏଫଏସ୍ ଅଭୟ ପାଠକ, ପୁଅ ଆକାଶ…

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଉଡିଗଲା ଘର

ବ୍ରହ୍ମପୁର: ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ସ୍ଥିତ ଠାକୁରାଣୀ ମନ୍ଦିର ସାହିରେ ଶୁକ୍ରବାର ପୂବାହ୍ନରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଗ୍ୟାସ ସିଲିଣ୍ଡର ଥିବା ଘରେ ନିଆଁ ଲାଗିଯିବା ସହିତ କାନ୍ଥ ଓ ଛାତ ଭୁଷୁଡ଼ି ପଡ଼ିଛି । ସ୍ଥାନୀୟ ବାସିନ୍ଦା ଏନେଇ…

[ଦେଖନ୍ତୁ ଭିଡିଓ] ମୁଁ ବିଜେଡିରେ ଅଛି, ବିଧାୟକ ହିସାବରେ ସରକାରୀ କାର୍ଯ୍ୟକ୍ରମକୁ ଡକା ଯାଉନି: ପ୍ରଦୀପ ପାଣିଗ୍ରାହୀ

ବ୍ରହ୍ମପୁର: ମୁଁ ଦଳରେ ଅଛି… ମୁଁ ବିଜେଡିରେ ଅଛି… । ଦଳ ମୋତେ ବହିଷ୍କାର କରିନି । ଏବେବି ବିଧାନସଭା ଲିଷ୍ଟରେ ୨୬ ନମ୍ବରରେ ମୋ ନାଁ ଅଛି । ବିଜେଡି ସଭାପତି ନବୀନ ପଟ୍ଟନାୟକ ମୋତେ ଭଲ ପାଉଛନ୍ତି । ସେଥିପାଇଁ ଦଳରୁ ବହିଷ୍କାର କରିନାହାନ୍ତି । ଏକଥା କହିଛନ୍ତି ଗୋପାଳପୁର ବିଧାୟକ ପ୍ରଦୀପ…

ଗୋପାଳପୁର ହୋଟେଲ ସିଲ୍ ଘଟଣା: କ୍ଷମା ପ୍ରାର୍ଥନା କଲେ ମେ’ ଫେୟାର ଗ୍ରୁପ ଅଧ୍ୟକ୍ଷ ଦିଲ୍ଳୀପ ରାୟ

ଭୁବନେଶ୍ୱର: ଗୋପାଳପୁର ହୋଟେଲ ମେ’ ଫେୟାର ସିଲ୍ ହେବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀପ ରାୟ । ମେ’ ଫେୟାର ହୋଟେଲ ଗ୍ରୁପର ଅଧ୍ୟକ୍ଷ ଭାବେ ସେ ପ୍ରଶାସନର ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ମେ’ ଫେୟାର ପକ୍ଷରୁ କୋଭିଡ ନିୟମର ଉଂଲ୍ଲଘନ କରାଯାଇଥିବାରୁ ସେ କ୍ଷମା ପ୍ରାର୍ଥନା…

ଲକ୍ଷାଧିକ ଟଙ୍କାର ଗୋଲ୍ଡ ବ୍ରେସଲେଟ ପାଇ ପୋଲିସକୁ ଫେରାଇଲେ ଏହି ଯୁବ ଆଇନଜୀବୀ !

ବ୍ରହ୍ମପୁର: ନିଜର ସଚ୍ଚୋଟତା ଲାଗି ଆଜି ବ୍ରହ୍ମପୁରର ଜଣେ ଯୁବ ଆଇନଜୀବୀ ସବୁ ମହଲରୁ ପ୍ରଶଂସିତ ହେବାରେ ଲାଗିଛନ୍ତି । ବାଲାଜୀ ରେଡ୍ଡୀ ନାମକ ଜଣେ ଯୁବ ଆଇନଜୀବୀ ଗୋପାଳପୁର ଜଙ୍କସନରେ ୧.୪୫ ଲକ୍ଷ ଟଙ୍କା ମୂଲ୍ୟର ଏକ ଗୋଲ୍ଡ ବ୍ରେସଲେଟ୍ ପାଇଥିଲେ । ସେ ଏହି ମୂଲ୍ୟବାନ ବ୍ରେସଲେଟଟିକୁ…

ଆର୍ମି ଏୟାର ଡିଫେନ୍ସରେ ରାଷ୍ଟ୍ରପତି କୋବିନ୍ଦ, ପ୍ରଦାନ କଲେ ‘କଲର୍ସ ଆୱାର୍ଡ’

ଭୁବନେଶ୍ୱର: ଭାରତର ରାଷ୍ଟ୍ରପତି ତଥା ଭାରତୀୟ ସଶସ୍ତ୍ର ସେନାବାହିନୀର ସର୍ବୋଚ୍ଚ କମାଣ୍ଡର ରାମନାଥ କୋବିନ୍ଦ ଶନିବାର ଦିନ ଗୋପାଳପୁର ଆର୍ମି ଏୟାର ଡିଫେନ୍ସ ଠାରେ ସେନା ବାୟୁ ପ୍ରତିରକ୍ଷା ବାହିନୀକୁ ‘ରାଷ୍ଟ୍ରପତି କଲର୍ସ’ ସମ୍ମାନରେ ସମ୍ମାନିତ କରିଛନ୍ତି । ସ୍ୱାଧୀନ ବାହିନୀ ଭାବେ ୨୫…