Latest Odisha News

BREAKING NEWS

Browsing Tag

Govind Sahu

ଡାକ୍ତରଖାନାକୁ ଯିବାବେଳେ ବଞ୍ଚିଥିଲେ କି ଗୋବିନ୍ଦ?

ବଲାଙ୍ଗୀର : ଗୋବିନ୍ଦ ସାହୁ ମୃତ୍ୟୁକୁ ନେଇ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଗୋବିନ୍ଦର ମୃତ୍ୟୁ ଏକ ରହସ୍ୟ ହୋଇ ରହିନଯାଉ, ସେଥିପାଇଁ ଖୁବ ସାବଧାନତା ସହିତ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଏଭଳି ସ୍ଥିତିରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଗୋବିନ୍ଦଙ୍କ ଓକିଲ ଦୁର୍ଗା ମୋହନ…

କେମିତି ଆତ୍ମହତ୍ୟା କରିଥିଲେ ଗୋବିନ୍ଦ ? କଣ୍ଟାବାଞ୍ଜି ସବ୍ ଜେଲରେ ହେଲା ସିନ୍ ରିକ୍ରିଏସନ୍

ଭୁବନେଶ୍ୱର: କଣ୍ଟାବାଞ୍ଜି ସବଜେଲରେ ଗୋବିନ୍ଦ ସାହୁ ଆତ୍ମହତ୍ୟାର ସିନ୍ ରିକ୍ରିଏସନ୍ କରିଛି କ୍ରାଇମବ୍ରାଞ୍ଚ । ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ କଣ୍ଟାବାଞ୍ଜି ଜେଲରେ ଆତ୍ମହତ୍ୟା କରିଥିଲେ । ତେବେ ଜେଲ୍ ଭିତରେ କଡ଼ା ସୁରକ୍ଷା ଥାଇ କିଭଳି ଗୋବିନ୍ଦ ଆତ୍ମହତ୍ୟା କଲେ…

ଗୋବିନ୍ଦଙ୍କ ମୃତ୍ୟୁ ପରେ ମାଳମାଳ ପ୍ରଶ୍ନ, ଉତ୍ତର ଦେବ କିଏ ?

ଭୁବନେଶ୍ଠର: ଦିନେ ମମିତା ମେହେରଙ୍କୁ ହତ୍ୟା କରି ଚର୍ଚ୍ଚାରେ ଥିଲେ ଅଭିଯୁକ୍ତ ଗୋବିନ୍ଦ ସାହୁ । ଏବେ ଆତ୍ମହତ୍ୟା କରି ଚର୍ଚ୍ଚାରେ । ଜେଲ ପରିସରରେ ବେକରେ ଗାମୁଛା ବାନ୍ଧି ଝୁଲି ପଡିଛନ୍ତି ଗୋବିନ୍ଦ ସାହୁ । ଗୋବିନ୍ଦ ସାହୁ ଖାଲି ଦୁନିଆ ଛାଡି ଚାଲି ଯାଇନାହାନ୍ତି, ଛାଡି ଯାଇଛନ୍ତି ଅନେକ…

ଆଉ କିଛି ସମୟରେ ଗୋବିନ୍ଦ ସାହୁର ପୋଷ୍ଟମର୍ଟମ୍, ବ୍ୟବଚ୍ଛେଦ ବେଳର ହେବ ଭିଡିଓଗ୍ରାଫି

ବଲାଙ୍ଗୀର : ଆଜି ମମିତା ମେହେର ହତ୍ୟା ଅଭିଯୁକ୍ତ ଗୋବିନ୍ଦ ସାହୁର ହେବ ପୋଷ୍ଟମର୍ଟମ । ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ହେବ ଶବ ବ୍ୟବଚ୍ଛେଦ । ବୁର୍ଲା ମେଡିକାଲର ଦୁଇ ଜଣ ଏଫଏମଟି ଡାକ୍ତର ପୋଷ୍ଟମର୍ଟମ କରିବେ  । ପୋଷ୍ଟମର୍ଟମର ଭିଡିଓଗ୍ରାଫି ହେବ । ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବ…

ଗୋବିନ୍ଦ ସାହୁକୁ  ଷଡ଼ଯନ୍ତ୍ର କରି ମାରି ଦିଆଗଲା କହି ସିବିଆଇ ତଦନ୍ତ ଦାବି କଲେ ସାଲୁଜା

ଭୁବନେଶ୍ୱର : ଗୋବିନ୍ଦ ସାହୁଙ୍କୁ ଷଡଯନ୍ତ୍ରରେ ମାରି ଦିଆଯାଇଛି । ଆଜି ସେ କୋର୍ଟରେ ହାଜର ହୋଇଥାନ୍ତେ । ମହାଲିଙ୍ଗ କଲେଜର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଏକ ଚର୍ଚ୍ଚିତ ମାମଲା । ମମିତା ମେହେର ହତ୍ୟା ମାମଲାରେ ବିଜେଡିର ମନ୍ତ୍ରୀ, ବିଧାୟକ ସମ୍ପୃକ୍ତ ଥିଲେ । ତେଣୁ ତାଙ୍କୁ ଷଡ଼ଯନ୍ତ୍ର…

ଗୋବିନ୍ଦ ସାହୁ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଲେ ପୋଲିସ ଡିଜି

ଭୁବନେଶ୍ୱର: ଜେଲରେ କେମିତି ଆଖି ବୁଜିଲା ଗୋବିନ୍ଦ ସାହୁ ? କିଛି ଷଡ଼ଯନ୍ତ୍ର ଥିଲା କି ? ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଜେଲରେ ଆତ୍ମହତ୍ୟା କରିବା ପରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦାବି କରୁଛନ୍ତି । ଏହାରି ଭିତରେ ମାମଲାର ଗମ୍ଭୀରତାକୁ ବିଚାରକୁ ନେଇ…

ଜେଲରେ କେମିତି ଜୀବନ ହାରିଲା ଗୋବିନ୍ଦ ? ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ଜେଲ୍ ଡିଆଇଜିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଜେଲ୍ ଭିତରେ ଆତ୍ମହତ୍ୟା କରିଛନ୍ତି । ଜେଲରେ କଡ଼ା ସୁରକ୍ଷା ସତ୍ତ୍ୱେ କିଭଳି, କେଉଁ ପରିସ୍ଥିତିରେ ଗୋବିନ୍ଦ ଏକ ଗଛରେ ଗାମୁଛାରେ ଝୁଲି ପଡ଼ିଲେ । ତାହା ସମସ୍ତଙ୍କୁ ଚକିତ କରିଛି । ଗୋବିନ୍ଦ…