ରାତିରେ ନିଦ ହେଉନି କି ? ତେବେ ଆପଣାନ୍ତୁ ଏହି ଉପାୟ…
ଅଧିକାଂଶ ଲୋକ ଅନିଦ୍ରା ସମସ୍ୟାର ସମ୍ମୁଖୀନ ହୋଇ ଥାଆନ୍ତି । ସଠିକ୍ ଭାବେ ନିଦ ନ ହେଲେ ବିଭିନ୍ନ ରୋଗର ଆଶଙ୍କା ବଢ଼ିଥାଏ । ତେଣୁ ନିଜ ଶରୀର ପ୍ରତି ଟିକିଏ ଗୁରୁତ୍ୱ ଦେବା ଆବଶ୍ୟକ । ବିଶେଷଜ୍ଞଙ୍କ ମତ ଅନୁଯାୟୀ, କେତେକ ଦିଗ ପ୍ରତି ଧ୍ୟାନ ଦେଲେ ଏହି ସମସ୍ୟାରୁ ମୁକ୍ତି ପାଇପାରିବେ।…