Latest Odisha News
Browsing Tag

Heat Wave

ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୫ ଟପିଲା ପାରଦ, ୧୩ ତାରିଖ ଯାଏ ହିଟୱେଭ୍ ନେଇ ୱାର୍ଣ୍ଣିଂ

ଭୁବନେଶ୍ୱର: ଅସହ୍ୟ ଗରମରେ ସିଝୁଛନ୍ତି ପଶ୍ଚିମ ଓଡ଼ିଶାବାସୀ । ଚଳିତବର୍ଷ ପ୍ରଥମଥର ପାଇଁ ରାଜ୍ୟରେ ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ଟପିଛି । ଆଜି ପଶ୍ଚିମ ଓଡ଼ିଶାର ୨ ଜିଲ୍ଲା ଝାରସୁଗୁ଼ଡ଼ା ଓ ସମ୍ବଲପୁରରେ ପାରଦ ୪୫ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ସର୍ବୋଚ୍ଚ ଦିନ ତାପମାତ୍ରା…

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୪ ଦିନ ଯାଏ ହିଟୱେଭ୍ ସହ କାଳବୈଶାଖୀ

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳିରୁ ମିଳିବ ତ୍ରାହି । ଆଜି ଉତ୍ତରପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଯାହାକି ପରବର୍ତ୍ତୀ ୨୪ ଘଣ୍ଟାରେ ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି । ପାଣିପାଗ ବିଭାଗର ବୁଲେଟିନ୍ ଅନୁସାରେ, ୧୨ ତାରିଖ…

ଭୁବନେଶ୍ୱର, କଟକରେ କାଳବୈଶାଖୀ ବର୍ଷା

ଭୁବନେଶ୍ୱର: ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହୋଇଥିବା ରାଜଧାନୀ ବାସୀଙ୍କୁ ଅପରାହ୍ଣରେ ଆଶ୍ୱସ୍ତି ମିଳିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ଅନୁଭୂତ ହୋଇଛି । ଘଡ଼ଘଡ଼ି ବର୍ଷା ସହ ୩ ଜିଲ୍ଲାରେ…

ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ପାରଦ ୪୪ ପାର୍, ୩ ଦିନ ଯାଏ ହିଟୱେଭ୍ ଆଲର୍ଟ

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ କମିଥିବା ବେଳେ ତାତି ପୁଣି ଫେରିଛି । ଆଜି ଆଜି ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରରେ ପାରଦ ୪୪ ଡିଗ୍ରୀ ଅତିକ୍ରମ କରିଛି । ସମ୍ବଲପୁରରେ ତାପମାତ୍ରା ୪୪.୨  ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଝାରସୁଗୁଡ଼ାରେ ୪୩.୪ ଡିଗ୍ରୀ, ହୀରାକୁଦରେ ୪୩ ଡିଗ୍ରୀ,…

ଦିନ ସାଢ଼େ ୨ଟା ସୁଦ୍ଧା ସମ୍ବଲପୁରରେ ୪୪ ଟପିଲା ପାରଦ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଓଡ଼ିଶା ଜଳୁଛି । ଦିନ ୯ଟା ପରେ ଘରୁ ବାହାରିବା ମୁସ୍କିଲ୍ ହୋଇ ପଡ଼ୁଛି । ଅସହ୍ୟ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଗୁଳୁଗୁଳିରେ ଲୋକେ ହନ୍ତସନ୍ତ ହେଉଥିବା ବେଳେ କାଳବୈଶାଖୀ ବର୍ଷା ଯନ୍ତ୍ରଣାକୁ ଆହୁରି ଅସହ୍ୟ କରୁଛି । ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ତାପମାତ୍ରା…

ମୌସୁମୀ ପାଇଁ ଅନୁକୂଳ ହେଉଛି ପାଗ, ଆଉ ୫ ଦିନ କାଳବୈଶାଖୀ

ଭୁବନେଶ୍ୱର: ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଆଗମନ ପାଇଁ ପାଗ ଅନୁକୂଳ ରହିଛି । ଆଗାମୀ ୨ ଦିନରେ ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗରର କିଛି ଅଂଶ ସହ ଆଣ୍ଡାମାନ ସାଗର ଏବଂ ଆଣ୍ଡାମାନ ଓ ନିକୋବର ଛୁଇଁବା ନେଇ ପାଗ ଅନୁକୂଳ ଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ଅନ୍ୟପଟେ…

୫ ଦିନ ଲାଗି ରହିବ କାଳବୈଶାଖୀ, ୭ ଜିଲ୍ଲାରେ ଛେଚିବ କୁଆପଥର

ଭୁବନେଶ୍ୱର: ଆଗାମୀ ୫ ଦିନ ଯାଏ ରାଜ୍ୟରେ କାଳବୈଶାଖୀ ଲାଗି ରହିବ । ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନ ସହ ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, ବୌଦ୍ଧ, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ ଜିଲ୍ଲାରେ ୫ ଦିନ ଯାଏ ତାପମାତ୍ରା ୪୨ ଡିଗ୍ରୀ…

୪୪ ଡିଗ୍ରୀରେ ଭାଜି ହେଲା ନୂଆପଡ଼ା, ୨୫ ସହରରେ ପାରଦ ୪୦ ପାର୍

ଭୁବନେଶ୍ୱର: ଆଜି ରାଜ୍ୟରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି ଅନୁଭୂତ ହୋଇଛି । ୨୫ ସହରରେ ପାରଦ ୪୦ ପାର୍ ହୋଇଥିବା ବେଳେ ୪୪ ଡିଗ୍ରୀ ତାପମାତ୍ରାରେ ଟକ୍ ଟକ୍ ହୋଇ ଫୁଟିଛି ନୂଆପଡ଼ା । ପଶ୍ଚିମ ସହ ଦକ୍ଷିଣ ଓ ଆଭ୍ଯନ୍ତରୀଣ ଓଡ଼ିଶାରେ ଅସହ୍ୟ ତାତି ଅନୁଭୂତ ହୋଇଥିବା ବେଳେ ଉପକୂଳବାସୀ…

୪୦ ଉପରେ ୧୮ ସହର, ୫ ଦିନ ଯାଏ ତାତିରୁ ନାହିଁ ନିସ୍ତାର

ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବା ବେଳେ ଆଜି ୧୮ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ଆଗାମୀ ୫ ଦିନ ଯାଏ ସର୍ବୋଚ୍ଚ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ । ଆଜି ବଲାଙ୍ଗିରରେ ରାଜ୍ୟର ସର୍ବୋଚ୍ଚ ଦିନ…

୧୫ ସହରରେ ୪୨ ଉପରେ ପାରଦ, ଅଂଶୁଘାତରେ ଚାଷୀଙ୍କ ମୃତ୍ୟୁ ଅଭିଯୋଗ

ଭୁବନେଶ୍ୱର/କାମାକ୍ଷାନଗର: ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପ୍ରବଳ ଖରାରେ ସିଜୁଥିବା ବେଳେ ଉପକୂଳରେ ଅସହ୍ୟ ଗୁଳୁଗୁଳି ହେଉଛି । ଆଜି ରାଜ୍ୟର ୧୫ ସହରରେ ପାରଦ ୪୨ ଡିଗ୍ରୀ ଉପରେ ରେକର୍ଡ କରାଯାଇଛି । ବଲାଙ୍ଗିରରେ ରାଜ୍ୟର ସର୍ବାଧିକ ୪୪.୪ ଡିଗ୍ରୀ ରେକର୍ଡ ହୋଇଛି । ଟିଟିଲାଗଡ଼ରେ ପାରଦ…