Latest Odisha News

BREAKING NEWS

Browsing Tag

Heat Wave

୨୦୨୪ରେ ତାତିବ ଓଡ଼ିଶା, ତାତିକୁ ନେଇ ପାଣିପାଗ ବିଭାଗ କଲା ଏପରି ଆକଳନ

ନୂଆଦିଲ୍ଲୀ: ୨୦୨୩ ତୁଳନାରେ ୨୦୨୪ରେ ଗ୍ରୀଷ୍ମ ପ୍ରବାହ ଅଧିକ ହେବ। ଚଳିତ ବର୍ଷ ଗ୍ରୀଷ୍ମ ଋତୁ ପାଇଁ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଏପ୍ରିଲ୍ ସୁଦ୍ଧା ଏଲ୍ ନିନୋ ଶକ୍ତିଶାଳୀ ହେବ। ଫଳରେ ରାଜ୍ୟରେ ହିଟ ୱେଭ ପ୍ରବାହିତ ହେବା ନେଇ ପାଣିପାଗ ବିଭାଗ ଆଶଙ୍କା ଜାରି କରିଛି। ସେପଟେ…

ରାଜ୍ୟର କିଛି ଜିଲ୍ଲାରେ ପ୍ରାକ୍ ମୌସୁମୀ ବର୍ଷା ଆରମ୍ଭ, ୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର କିଛି ଜିଲ୍ଲାରେ ଆରମ୍ଭ ହୋଇଛି ପ୍ରାକ୍ ମୌସୁମୀ ବର୍ଷା । ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଥିବା ବେଳେ ଆଉ ୨ରୁ ୩ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼଼ିଶା ଛୁଇଁପାରେ ବୋଲି ଆକଳନ କରାଯାଉଛି । ଆଜି କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର,…

ଭୟଙ୍କର ଗ୍ରୀଷ୍ମପ୍ରବାହ; ଚାରି ଦିନରେ ୧୦୦ ଟପିଲା ମୃତ୍ୟୁ ସଂଖ୍ୟା

ଓଡ଼ିଶା ସମ୍ବାଦ ବ୍ୟୁରୋ: ବିହାର ଏବଂ ଉତ୍ତରପ୍ରଦେଶର ଖରା ତାତି ଓ ଗରମ ଭୟଙ୍କର ଭାବେ ବଢି ଯାଇଛି। ତତଲା କଡେଇରେ ସିଝୁଛନ୍ତି ଏହି ଦୁଇ ରାଜ୍ୟର ଲୋକେ। ଉଭୟ ରାଜ୍ୟର ଅନେକ ଜିଲ୍ଲାରେ ପାରା ୪୦ ଅତିକ୍ରମ କରିଛି। ପ୍ରବଳ ଗରମ ମଧ୍ୟରେ ଗତ ଚାରି ଦିନ ମଧ୍ୟରେ ୧୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ…

୪୫ ଡିଗ୍ରୀରେ ଭାଜି ହେଲା ୭ ସହର, ୪୬ ଡିଗ୍ରୀ ସହ ସମ୍ବଲପୁର ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର: ଆଜି ବି ଟକମକ୍ ହୋଇ ଫୁଟିଛି ଓଡ଼ିଶା । ଉପକୂଳରେ ଗୁଳୁଗୁଳି ସାଙ୍ଗକୁ ପଶ୍ଚିମ ଓଡ଼ିଶାରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହୋଇଛି । ଆଜି ରାଜ୍ୟର ୭ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ସମ୍ବଲପୁରରେ ରାଜ୍ୟର ସର୍ବୋଚ୍ଚ ଦିନ ତାପମାତ୍ରା ୪୬ ଡିଗ୍ରୀ ରେକର୍ଡ କରାଯାଇଛି ।…

୨୦ରୁ କମିବ ତାତି, ଆଜି ଦିନ ସାଢ଼େ ୨ଟା ସୁଦ୍ଧା ୪୫ ଟପିଲା ସମ୍ବଲପୁର

ଭୁବନେଶ୍ୱର: ତାତିରେ ଲାଗିବ ବ୍ରେକ୍, ଗରମ ଓ ଗୁଳୁଗୁଳିରୁ ମିଳିବ ଆଶ୍ୱସ୍ତି । ପାଣିପାଗ ବିଭାଗର ସୂଚନା ଅନୁସାରେ, ଆଉ ୩ ଦିନ ପରେ ପାରଦ ୩ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ତାତି କମିବ । ୩ ଦିନ ଯାଏ କେତେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ଠାରୁ ୪ରୁ ୭ ଡିଗ୍ରୀ ଯାଏ ଅଧିକ ରହିବା ସହ…

୪୫ ଡିଗ୍ରୀରେ ଫୁଟିଲା ପଶ୍ଚିମ ଓଡ଼଼ିଶାର ୫ ସହର, ଭୁବନେଶ୍ୱରରେ ଆଜି ବି ୪୪ ପାର୍

ଭୁବନେଶ୍ୱର: ସକାଳୁ ତାତୁଛି, ରାତି ଯାଏ ଜାଳୁଛି । ଉପକୂଳରୁ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶା ଟକମକ ହୋଇ ଫୁଟୁଛି । ଆଜି ପଶ୍ଚିମ ଓଡ଼ିଶାର ୫ଟି ସ୍ଥାନରେ ପାରଦ ୪୫ ଡିଗ୍ରୀ ଉପରେ ରହିଥିବା ବେଳେ ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ରାଜ୍ୟର ସର୍ବାଧିକ…

ଆଉ ୩ ଦିନ ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ, ଦିନ ସାଢ଼େ ୨ଟା ସୁଦ୍ଧା ଭୁବନେଶ୍ୱରରେ ପାରଦ ୪୪ ଓ ସମ୍ବଲପୁରରେ ୪୫

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ପଶ୍ଚିମ ଓଡ଼ିଶାରୁ ଉପକୂଳ ସବୁଠି ତାତିର ପ୍ରକୋପ ଲାଗି ରହିଥିବା ବେଳେ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ପାଣିପାଗ ବିଭାଗର ଆକଳନ ଅନୁସାରେ, ଏଭଳି ଗ୍ରୀଷ୍ମ ପ୍ରବାହ ଆଉ ୩ ଦିନ ଲାଗି ରହିବ ।…

ବଢ଼ିଲା ଖରା ଛୁଟି, ଜୁନ୍ ୨୧ରେ ଖୋଲିବ ସ୍କୁଲ୍

ଭୁବନେଶ୍ୱର: ଓଡ଼ିଶା ଜଳୁଥିବା ବେଳେ ବିଦ୍ୟାଳୟ ଗ୍ରୀଷ୍ମ ଅବକାଶକୁ ନେଇ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଖରା ଛୁଟି ଅବଧିକୁ ବୃ୍ଦ୍ଧି କରିଛନ୍ତି । ଏନେଇ ବିଜ୍ଞପ୍ତି ପ୍ରକାଶ କରିଛି ବିଭାଗ । ଜୁନ୍ ୨୧ରେ ରାଜ୍ୟର ସମସ୍ତ ବିଦ୍ୟାଳୟ ଖୋଲିବ ବୋଲି କହିଛି…

ଖାଲି ଦିନ ନୁହେଁ ପଶ୍ଚିମ ଓଡ଼ିଶାରେ ରାତି ବି ତତଲା

ଭୁବନେଶ୍ୱର: ତତଲା କଡ଼େଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା । ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅରେଞ୍ଜ ଓ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ଦିନରେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ପଶ୍ଚିମ ଓଡ଼ିଶାରେ ରାତି ବି ତାତିରେ ଜଳୁଛି ।…

ଉପକୂଳରେ ଗୁଳୁଗୁଳି, ଜଳୁଛି ପଶ୍ଚିମ ଓଡ଼ିଶା; ୮ ସହରରେ ୪୪ ଡେଇଁଲା ପାରଦ

ଭୁବନେଶ୍ୱର: ଅସହ୍ୟ ଗରମରେ ଜଳୁଛି ପଶ୍ଚିମ ଓଡ଼ିଶା । ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଉପକୂଳବାସୀ । ଆଜି ପଶ୍ଚିମ ଓଡ଼ିଶାର ୮ ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରହିଥିବା ବେଳେ ୨୦ଟି ସହରରେ ତାପମାତ୍ର ୪୦ ଡିଗ୍ରୀ ଉପରେ ରହିଛି । ଝାରସୁଗୁଡ଼ାରେ ରାଜ୍ୟର ସର୍ବାଧିକ ଦିନ ତାପମାତ୍ରା…