Latest Odisha News
Browsing Tag

heavy rain

ବର୍ଷାରେ ବେହାଲ ତେଲେଙ୍ଗାନା, ୧୧ ମୃତ

ହାଇଦ୍ରାବାଦ: ପ୍ରବଳ ବର୍ଷାରେ ବେହେଲା ତେଲେଙ୍ଗାନା । ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିିତି । ଲଗାଣ ବର୍ଷା ଯୋଗୁଁ ଜଳବନ୍ଦି ଅବସ୍ଥାରେ ହାଇଦ୍ରାବାଦ ସହର । ରାଜପଥରେ ପାଣି ଚାଲିବା ସହ ବିଭିନ୍ନ ଅଂଚଳରେ ଲୋକଙ୍କ ଘରେ ପାଣି ପଶିଛି । କେତେକ ସ୍ଥାନରେ ବର୍ଷା ପାଣିରେ ଯାନବାହାନ ଭାସୁଥିବା…

ଗଜପତିରେ ପ୍ରବଳ ବର୍ଷା, ୫ଶହ ଲୋକଙ୍କୁ ସ୍ଥାନାନ୍ତର, ବିପଦରେ ଅଠରନଳା ପୋଲ

ଗଜପତି: ଲଘୁଚାପ ପ୍ରଭାବରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ଜିଲ୍ଲାରେ ରାତିତମାମ ବର୍ଷା ଜାରି ରହିଛି । ଯାହାଫଳରେ କି ମୋହନ ଅଠର ନଳା ପୋଲ ଏବେ ବିପଦରେ । ପୋଲଠାରୁ ମାତ୍ର ଏକ ଫୁଟ ତଳେ ପାଣି ପ୍ରବାହିତ ହେଉଛି । ତେଣୁ ପୋଲ ପ୍ରତି ବିପଦର ଆଶଙ୍କା ରହିଛି ।…

ଲଗାତାର ବର୍ଷାରେ ବେହାଲ ସ୍ୱପ୍ନ ନଗରୀ ମୁମ୍ବାଇ

ମୁମ୍ବାଇ: ମୁମ୍ବାଇରେ ପ୍ରବଳ ବର୍ଷା ହେତୁ ସହରର ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେଣୁ ରାସ୍ତା ଓ ରେଳ ଚଳାଚଳ ବ୍ୟାହତ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ସାରା ସହରରେ ବର୍ଷା ହୋଇଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇରେ ରାତିସାରା କିଛି ଘଣ୍ଟା ଧରି ପ୍ରବଳ ବର୍ଷା…

ପ୍ରବଳବର୍ଷା ଯୋଗୁଁ ବାଲେଶ୍ୱରରେ ସୃଷ୍ଟି ହେଲା ବନ୍ୟା ପରିସ୍ଥିତି

ବାଲେଶ୍ୱର: ବଙ୍ଗୋପସାଗରରେ ଲଘୁଚାପ ଯୋଗୁଁ ପ୍ରବଳ ବର୍ଷା ପରେ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଗତ ୨୪ ଘଣ୍ଟାରୁ ରାସଗୋବିନ୍ଦପୁର, ମୋରାଡା, ସୁଲିଆପଡା ଏବଂ ଚିତ୍ରାଡା ଉପର ପ୍ରବାହିତ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ଜଳକା ନଦୀର ଜଳସ୍ତର ମଥାନିରେ ବିପଦ ସଙ୍କେତ…

୧୮ରୁ ପୁଣି ବର୍ଷିବ!!

ଭୁବନେଶ୍ୱର: ଭାରତ ପାଣିପାଗ ବିଭାଗ (ଆଇଏମଡି) ଓଡିଶା ପାଇଁ ପ୍ରବଳ ବର୍ଷା ସତର୍କ ସୂଚନା ଜାରି କରିଛନ୍ତି । ରାଜ୍ୟ ସରକାର ବୁଧବାର ଜିଲ୍ଲା କଲେକ୍ଟରମାନଙ୍କୁ ଅଧିକ ସଜାଗ ରହିବାକୁ କହିଛନ୍ତି। ଏକ ଚିଠିରେ ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସଆରସି) ପ୍ରଦୀପ କୁମାର ଜେନା କଲେକ୍ଟରମାନଙ୍କୁ…

ଆସନ୍ତା ୩ ଦିନ ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା, ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୩ ଦିନ ମଧ୍ୟରେ ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଅଶଙ୍କା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏହି ଜିଲ୍ଲାଗୁଡିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ,…

୪ ଜିଲ୍ଲାରେ ୨୦୦ମି.ମିରୁ ଅଧିକ ବର୍ଷା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ମଧ୍ୟମ ଧରଣର ବୃଷ୍ଟିପାତ ହୋଇଥିବା ବେଳେ କେତେକ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ହୋଇଛି । ଆଜି ସକାଳ ସୁଦ୍ଧା ରାଜ୍ୟରେ ହାରାହାରି ୭୬.୬ ମିଲିମିଟର ବୃଷ୍ଟିପାତ ହୋଇଛି । ବଡ କଥା ହେଉଛି ୪ଟି ବ୍ଳକରେ ୨୦୦ମିଲିମିଟରରୁ ଅଧିକ…

ଫୁଲୁଛି ଜଳକା ଓ ବୈତରଣୀ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ଫୁଲୁଛି ବୈତରଣୀ ଓ ଜଳକା ନଦୀ । ଦୁଇ ନଦୀରେ ଆସିଛି ବନ୍ୟା ପାଣି । ନଦୀ ଅବବାହିକାର ତଳି ଅଞ୍ଚଳରେ ପଶିଛି ପାଣି । ବର୍ଷା ପରିମାଣ ବଢୁଥିବାରୁ ଆତଙ୍କିତ ତଳି ଅଞ୍ଚଳର ଲୋକ । କେନ୍ଦୁଝର ଜିଲ୍ଲା ଆନନ୍ଦପୁରଠାରେ ସତର୍କ ସଙ୍କେତ ଉପରେ ବୈତରଣୀ ନଦୀ…

କାଲିଠୁ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଆସନ୍ତାକାଲି ବଙ୍ଗୋପସାଗରରେ ସୃଷ୍ଟି ହେବ ଆଉ ଏକ ଲଘୁ ଚାପ । ଏହାର ପ୍ରଭାବରେ କାଲିଠୁ ଆସନ୍ତା ୧୧ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଶନିବାର ୪ଟି ଜିଲ୍ଲା ପାଇଁ ଏଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏହି ଜିଲ୍ଲାଗୁଡିକ ହେଲା…

ଆଜି ରାତିରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା; ଏହିସବୁ ଜିଲ୍ଲାକୁ ରହିଛି ସତର୍କ ସୂଚନା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ ଜିଲ୍ଲାରେ ବୃଷ୍ଟିପାତ ହେବାର ସମ୍ଭାବନା ରହିଥିବା ବେଳେ ଏଥିସହିତ ସୋମବାର ରାତିରେ ବଜ୍ରପାତ ହେବାନେଇ ସତର୍କ ସୂଚନା ପ୍ରଦାନ କରିଛି ପାଣିପାଗ ବିଭାଗ । ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ପ୍ରଦାନ କରି କହିଛନ୍ତି ଯେ, ରାଜ୍ୟର ସୁନ୍ଦରଗଡ଼,…