Latest Odisha News
Browsing Tag

Higher Education Department

ମନ୍ତ୍ରୀଙ୍କ ପରେ ହଟିଲେ ଉଚ୍ଚଶିକ୍ଷା ବିଭାଗର ସଚିବ, ବିଭାଗରେ ହୋଇଛି କି ବଡ଼ କେଳେଙ୍କାରୀ ?

ଭୁବନେଶ୍ୱର: ଉଚ୍ଚଶିକ୍ଷା ମନ୍ତ୍ରୀ ପରେ ହଟିଲେ ସଚିବ । ଅପରାହ୍ଣରେ ମନ୍ତ୍ରୀ, ସନ୍ଧ୍ୟାରେ ଉଚ୍ଚଶିକ୍ଷା ସଚିବଙ୍କୁ ପଦରୁ ଅବ୍ୟାହତି ଦେଇଛନ୍ତି । ରୋହିତ ପୂଜାରୀଙ୍କ ଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ ପଦ କାଢ଼ି ନିଆଯିବାର କିଛି ଘଣ୍ଟା ମଧ୍ୟରେ ବିଭାଗୀୟ ସଚିବ ବିଷ୍ଣୁପଦ ସେଠୀଙ୍କୁ ସରକାର ବଦଳି…

ଶୀଘ୍ର ପୂରଣ ହେବ ଉଚ୍ଚ ଶିକ୍ଷା ବିଭାଗର ଖାଲିଥିବା ବିଭିନ୍ନ ପଦ, ୫ ହଜାରରୁ ଅଧିକ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦ…

ଭୁବନେଶ୍ବର : ଚଳିତ ବର୍ଷ ଉଚ୍ଚ ଶିକ୍ଷାରେ ବିଭିନ୍ନ ବର୍ଗର ୫ହଜାରରୁ ଅଧିକ ପଦରେ ନିଯୁକ୍ତି ପ୍ରଦାନ କରାଯିବ। ଏ ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ କଲେଜରେ ଶିକ୍ଷକ ଓ ଅଣଶିକ୍ଷକ ପଦ ସାଙ୍ଗକୁ ଗ୍ରୁପ୍‌‌ ସି ଓ ଡି ବର୍ଗର ପଦ…

ଅଯଥା ଖର୍ଚ୍ଚ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କଲା ଉଚ୍ଚଶିକ୍ଷା ବିଭାଗ

ଭୁବନେଶ୍ୱର: ସ୍ମାର୍ଟ କ୍ଲାସରୁମ ଆଳରେ ଅଯଥା ଅର୍ଥ ଖର୍ଚ୍ଚ କରିବାକୁ ଉଦ୍ୟତ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟ । ଏ ସକାଶେ ଉଚ୍ଚଶିକ୍ଷା ବିଭାଗ ବିଶ୍ୱବିଦ୍ୟାଳୟକୁ ତାଗିଦ୍ କରିଛି । ବିଭାଗର ଅତିରିକ୍ତ ସଚିବ ଉତ୍କଳ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାରଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି ।…

ଓଡ଼ିଶାରେ ଉଚ୍ଚ ଶିକ୍ଷାର ସ୍ଥିତି ସମୀକ୍ଷା କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଉଚ୍ଚଶିକ୍ଷା ବିଭାଗ ଅଧିକାରୀଙ୍କ ସହ ବୈଠକ କରିଛନ୍ତି । ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତି ସମୀକ୍ଷା କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ । ନୂଆ ମନ୍ତ୍ରୀ ଭାବରେ ଦାୟିତ୍ୱ ନେବା ପରେ ଏହା ତାଙ୍କର…

UG/PG ଫାଇନାଲ୍ ସେମିଷ୍ଟାର ପରୀକ୍ଷା ଜୁଲାଇ/ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ

ଭୁବନେଶ୍ୱର: ଜୁଲାଇ କିମ୍ବା ଅଗଷ୍ଟ ସୁଦ୍ଧା ଅନଲାଇନରେ ହେବ ୟୁଜି/ପିଜି ଫାଇନାଲ୍ ସେମିଷ୍ଟାର ପରୀକ୍ଷା । ପରୀକ୍ଷା ତାରିଖ ବିଶ୍ୱବିଦ୍ୟାଳୟ ନିର୍ଦ୍ଧାରିତ କରିବେ । ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ଏନେଇ ସୂଚନା ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ…

ମାର୍ଚ୍ଚ ୧ରୁ +୩ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପଢ଼ାପଠା

ଭୁବନେଶ୍ୱର: ମାର୍ଚ୍ଚ ୧ ତାରିଖରୁ ଯୁକ୍ତ ୩ ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କ ପାଇଁ ଅନ୍‌ଲାଇନ୍‌ରେ ପାଠପଢ଼ା ଆରମ୍ଭ ହେବ । ଏନେଇ ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ସଚିବ ଶାଶ୍ୱତ ମିଶ୍ର ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସରକାରୀ ଓ ଘରୋଇ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି । କୋଭିଡ୍…

ନୂଆବର୍ଷରୁ ରାଜ୍ୟରେ ଖୋଲିପାରେ କଲେଜ

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ରାଜ୍ୟରେ ବନ୍ଦ ରହିଛି ସ୍କୁଲ କଲେଜ । ୯ମାସ ହେବ ବନ୍ଦ ରହିଛି । କେବେ ଖୋଲିବ ସେନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ନୂଆବର୍ଷରେ ରାଜ୍ୟରେ କଲେଜ ଖୋଲିପାରେ । ଆରମ୍ଭ ହୋଇପାରେ କ୍ଲାସ୍। ଏନେଇ ଆଶା ପ୍ରକାଶ କରିଛନ୍ତି ରାଜ୍ୟ ଉଚ୍ଚ ଶିକ୍ଷା…

ଆଜିଠୁ ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଯୁକ୍ତ ୨ ଇନ୍‌ଷ୍ଟାଂଟ ପରୀକ୍ଷା । ଏକାଥରେ ରେଗୁଲାର, ଏକ୍ସ-ରେଗୁଲାର ଓ ଡିଷ୍ଟାନ୍ସ ଏଜୁକେସନ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବ । ନଭେମ୍ବର ୧୧ରେ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗର ଥିଓରି ଓ ୧୨ ତାରିଖ‌ରେ ପ୍ରାକ୍ଟିକାଲ/ପ୍ରୋଜେକ୍ଟ ପେପର୍‌…

ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା

ଭୁବନେଶ୍ୱର: ବହୁ ବିବାଦ ପରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟର ଟପ୍ପର ତାଲିକା । ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ କରିଛନ୍ତି । ୟୁଜିରେ ସୁଶ୍ରୀ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ ହୋଇଛନ୍ତି । ୟୁଜି ଶ୍ରେଣୀ‌ରେ ଆନ୍ଥ୍ରୋପୋଲୋଜି…

ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍ । ଦ୍ୱିତୀୟ ପର୍ଯ୍ୟାୟରେ ମୋଟ ୯୬,୫୧୫ ଜଣ ଛାତ୍ରଛାତ୍ରୀ ଆବେଦନ କରିଥିଲେ । ଏଥିରୁ ୨୨,୦୧୬ ଛାତ୍ରଛାତ୍ରୀ ଚୟନ ହୋଇଛନ୍ତି । ସେହିପରି ସ୍ଲାଇଡ ଅପ୍ ଆବେଦନ କରିଥିଲେ ୩୯,୮୧୫ । ଏଥିରୁ ୯,୨୭୬ ଜଣ ଛାତ୍ରଛାତ୍ରୀ ଚୟନ…