Latest Odisha News

BREAKING NEWS

Browsing Tag

Higher Education Department

ବଢ଼ିଲା +୩ ନାମଲେଖା ଅବଧି, ୨୨ରେ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ବଢ଼ିଲା ଯୁକ୍ତ ୩ ନାମଲେଖା ଅବଧି । ୧୭ ଯାଏଁ ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ଜାରି ରହିବ । ରାଜ୍ୟରେ ଥିବା ଡିଗ୍ରୀ ଓ ସ୍ୱୟଂଶାସିତ କଲେଜଗୁଡ଼ିକରେ ଯୁକ୍ତ ତିନି କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍ଫ ଫାଇନାନ୍ସିଂ କୋର୍ସ ଓ ସଂସ୍କୃତର ଶାସ୍ତ୍ରୀ ପଢ଼ିବା ପାଇଁ ପ୍ରଥମ ପର୍ଯ୍ୟାୟ…

ଆଜିଠୁ OJEE, ୩ଟି ସିଟିଂରେ ହେବ ପରୀକ୍ଷା

ଭୁବନେଶ୍ୱର: ଆଜିଠୁ ଆରମ୍ଭ ହୋଇଛି ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) । ଏହା ସୋମବାରଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୯ ଯାଏଁ ଚାଲିବ ।  ରାଜ୍ୟର ୨୧ଟି ସହରରେ ୫୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବେ ପରୀକ୍ଷାର୍ଥୀ । ସେହିପରି ରାଜ୍ୟ ବାହାରେ କୋଲକାତା, ରାଂଚି ଓ ପାଟଣା ସହରରେ ୫ଟି…

ଆଜି ପ୍ରକାଶ ପାଇବ ଯୁକ୍ତ ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍ ଅଫ୍‌

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍ ଲିଷ୍ଟ । କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ପାଠ୍ୟକ୍ରମର ପ୍ରଥମ ବର୍ଷର ନାମଲେଖା ପାଇଁ ଅପରାହ୍ନରେ କଟ୍ ଅଫ୍ ମାର୍କ ପ୍ରକାଶ ପାଇବ । ଦ୍ୱିତୀୟ ମେଧା ତାଲିକାରେ ଚୟନ ହୋଇଥିବା ଛାତ୍ରଛାତ୍ରୀ ୬ରୁ ୮…

+୩ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ‌: ସବୁଠୁ ଆଗରେ ବିଜେବି

ଭୁବନେଶ୍ୱର: ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ କଟ ଅଫ୍ ମାର୍କ । ପ୍ରଥମ ପର‌୍ୟ୍ୟାୟରେ ମନୋନୀତ ହୋଇଛନ୍ତି ୧ଲକ୍ଷ ୫୮,୫୪୦ ଜଣ । କଳାରେ ନାମ ଲେଖାଇବେ ୯୫,୬୪୯ । ସେଲ୍ଫ ଫାଇନାନ୍ସି୧୦୮୧, ବାଣିଜ୍ୟରେ ୧୬,୬୮୨, ସଂସ୍କୃତରେ ୩୮୧୮, ଫିଜିକ୍ସରର ୨୩,୮୧୭ଜଣ, ବାୟୋଲୋଜି ରେ ୪୯୩ ଜଣ ନାମ…

ଆଜି ପ୍ରକାଶ ପାଇବ ଯୁକ୍ତ ୩ ପ୍ରଥମ ମେରିଟ୍ ଲିଷ୍ଟ

ଭୁବନେଶ୍ୱର: ଆଜି ପ୍ରକାଶ ପାଇବ ଯୁକ୍ତ ୩ ଆଡମିଶନର ପ୍ରଥମ ମେରିଟ୍ ଲିଷ୍ଟ । ଆଜି ହିଁ ସାମ୍ସ ଆକାଉଂଟରେ ଆଡମିଶନ ଲାଗି ଇ-ଡିପୋଜିଟ୍ କରିବେ ଛାତ୍ରଛାତ୍ରୀ । ରାଜ୍ୟରେ ପ୍ରାୟ ୧୦୨୯ଟି କଲେଜ ପାଇଁ ୨ଲକ୍ଷ ୧୨ ହଜାର ୯୮୮ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି । ଅକ୍ଟୋବର ୮ରେ ଦ୍ୱିତୀୟ ମେରିଟ…

ଆଜିଠୁ +୩ ଓ ପିଜି ଶେଷ ସେମିଷ୍ଟର

ଭୁବନେଶ୍ୱର: କରୋନା କଟକଣା ଭିତରେ ଆଜିଠାରୁ ଆରମ୍ଭ ହେଉଛି ପରୀକ୍ଷା । ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଆଜିଠାରୁ ଯୁକ୍ତ ୩ ଏବଂ ପିଜି ଶେଷ ସେମିଷ୍ଟର ପରୀକ୍ଷା ଆରମ୍ଭ ହୋଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜ୍ୟ…

ଆଜିଠୁ ଯୁକ୍ତ ୨ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀ ଭିତରେ ଆଜିଠୁ ରାଜ୍ୟରେ ଆରମ୍ଭ ହେଉଛି ଯୁକ୍ତ ୨ ନାମଲେଖା ପ୍ରକ୍ରିୟା । ଆସନ୍ତା ୨୬ ଯାଏଁ ପ୍ରଥମ କଟ ଅଫ୍ ମାର୍କର ଚାଲିବ ନାମଲେଖା ପ୍ରକ୍ରିୟା । କୋଭିଡ ଗାଇଡାଲାଇନ୍‌କୁ ଦୃଷ୍ଟିରେ ରଖି କ୍ୟାମ୍ପସରେ ବ୍ୟବପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀ ଆଡମିଶନ…

ସେପ୍ଟେମ୍ବର ୩୦ରୁ ପିଜି ଏକକ ଏଣ୍ଟ୍ରାନ୍ସ ପରୀକ୍ଷା

ଭୁବନେଶ୍ୱର: ଖୁବ୍‌ଶୀଘ୍ର ପିଜିରେ ନାମ ଲେଖା ପାଇଁ ଏକକ ଏଣ୍ଟ୍ରାନ୍ସ ପରୀକ୍ଷା ହେବ । ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୭ ପର୍ଯ୍ୟନ୍ତ ପ୍ରାବେଶିକା ପରୀକ୍ଷା ହେବ । ଏନେଇ ଅଗଷ୍ଟ ୧୨ରୁ www.samsodisha.gov.in…

+୩ ଆଡମିସନ୍ ପାଇଁ ଉଚ୍ଚଶିକ୍ଷା ବିଭାଗର ଗାଇଡଲାଇନ୍

ଭୁବନେଶ୍ୱର: କରୋନା ମହାମାରୀ ଯୋଗୁ ଚଳିତ ଶିକ୍ଷାବର୍ଷ ଆରମ୍ଭ ହେବାରେ ବିଳମ୍ବ ହୋଇଛି । ଏହାରି ଭିତରେ ରାଜ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମରେ ନାମଲେଖା ପାଇଁ ଗାଇଡଲାଇନ୍ ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ଗୋଟିଏ ପର୍ଯ୍ୟାୟରେ ତିନି ରାଉଣ୍ଡ ବିଶିଷ୍ଟ ଆଡମିଶନ ହେବ । ସାମସ୍ ପୋର୍ଟାଲରେ…

କରୋନା ପାଇଁ କମିବ ସିଲାବସ୍‌, ମିଳିଲା ମୁଖ୍ୟମନ୍ତ୍ରୀଙ୍କ ଅନୁମତି

ଭୁୁବନେଶ୍ୱର: କରୋନା ମହାମାରୀ ପାଇଁ ଚଳିତବର୍ଷ ଛାତ୍ରଛାତ୍ରୀଙ୍କ ସିଲାବସ୍ ହ୍ରାସ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ମିଳିସାରିଥିବା ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି । ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି କେତେ ପ୍ରତିଶତ ସିଲାବସ୍ କମିବ ସେନେଇ…