୨୦୦ ଫୁଟ ତଳକୁ ଖସିଲା ବସ, ଅନେକ ମୃତ ଆଶଙ୍କା
ସିମଲା: ହିମାଚଳ ପ୍ରଦେଶର କୁଲୁରେ ଏକ ଘରୋଇ ବସ୍ ୨୦୦ ଫୁଟ ତଳକୁ ଖସି ପଡିଛି। ଏହି ଘଟଣାରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି।
ଏହି ଘରୋଇ ବସ୍ କୁଲୁର ଅନିରୁ ଛତ୍ରୀ ଅଭିମୁଖେ ଯାଉଥିଲା। ଏହି ସମୟରେ ଶକେଲହରରେ ପହଞ୍ଚିବା ପରେ ବସଟି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।…