Latest Odisha News

BREAKING NEWS

Browsing Tag

hirakud

ହୀରାକୁଦର ଖୋଲିଲା ଆଉ ୮ଟି ଗେଟ୍, ୨୦ଟି ଗେଟ୍ ଦେଇ ଜଳ ନିଷ୍କାସନ

ସମ୍ବଲପୁର: ଶନିବାର ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଆଉ ୮ଟି ଗେଟ୍ ଖୋଲଛନ୍ତି । ହୀରାକୁଦର ଉପର ମୁଣ୍ଡ ଛତିଶଗଡ଼଼ରେ ପ୍ରବଳ ବର୍ଷା ଫଳରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢ଼ୁଛି । ଫଳରେ ଏବେ ହୀରାକୁଦର ୨୦ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ କରାଯାଉଛି । ଆଜି ସକାଳେ ୫ଟି ଗେଟ୍ ଖୋଲା…

ବଢୁଛି ହୀରାକୁଦର ଜଳସ୍ତର, ଖୋଲିଲା ଆଉ ୫ ଗେଟ୍

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରର ଆଉ ୫ଟି ଗେଟ୍ ଖୋଲା ଯାଇଛି । ପୂର୍ବରୁ ୨ଟି ଗେଟ୍ ଖୋଲା ଯାଇଥିବା ବେଳେ ପରେ ୫ଟି ଗେଟ୍ ଖୋଲାଯାଇ ୭ଟି ଗେଟରେ ନିଷ୍କାସନ ହେଉଥିଲା ବନ୍ୟା ଜଳ । ସନ୍ଧ୍ୟାରେ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୫ଟି ଗେଟ୍ ଖୋଲିବା ସହ ଏବେ ୧୨ଟି ଗେଟ୍ ଦେଇ ବନ୍ୟା ଜଳ…

ଡ୍ରୋନ ସହାୟତାରେ ହୀରାକୁଦ ଡ୍ୟାମର ଫାଟ ଯାଞ୍ଚ ହେବ

ଭୁବନେଶ୍ୱର: ହୀରାକୁଦ ଜଳ ଭଣ୍ଡାରର ବିଭିନ୍ନ ସ୍ଥାନରେ ସୃଷ୍ଟି ହୋଇଥିବା ଫାଟକୁ ନେଇ କର୍ତ୍ତୃପକ୍ଷଙ୍କ ଚିନ୍ତା ବଢ଼ିଛି । ଏହି ଖବର ସର୍ବସାଧାରଣରେ ଚର୍ଚ୍ଚା ଜୋର ଧରିବା ପରେ ଡ୍ୟାମ ନିରାପତ୍ତା କର୍ତ୍ତୃପକ୍ଷ ତତ୍ପରତା ଦେଖାଇଛନ୍ତି । ତୁରନ୍ତ ସୁରକ୍ଷା ଯାଞ୍ଚ କରିବାକୁ ନିର୍ଦ୍ଦେଶ…

ରାଜ୍ୟର ୪ଟି ସ୍ଥାନରେ ଘାଇ, ୧୦ ଜିଲ୍ଲା ବନ୍ୟାରେ ପ୍ରଭାବିତ: SRC

ଭୁବନେଶ୍ୱର: ରାଜ୍ୟର ୪ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ଖୋର୍ଦ୍ଧା ରାଜୁଆ ନଦୀର ପାଣ୍ଡିଆବିଲ, ସତ୍ୟବାଦୀର ମକରାରେ, ଗୋପ ବ୍ଲକ ଗଣେଶ୍ୱରପୁର ପଞ୍ଚାୟତର ଖଣ୍ଡୁଆକୁଦ ଗାଁ କୁଶଭଦ୍ରା, ରାହାମା ବ୍ଲକ ତେରମାଣପୁର ଘେରି ବନ୍ଧରେ ଘାଇ ହୋଇଥିବା ଏସଆରସି ସୂଚନା ଦେଇଛନ୍ତି । ଘାଇ ବନ୍ଦ ପାଇଁ ଜଳ…

ଓଡ଼ିଶାର ଛତିଶଗଡ଼ ଟେନସନ୍; ପାଣି ଛାଡ଼ିବ ହେଲେ ଆଲୋଚନା ପାଇଁ ଦେଉନି ସମୟ

ଭୁବନେଶ୍ୱର: ଖରା ଦିନେ ପାଣି ରୋକୁଛି, ବର୍ଷା ହେଲେ ମନଇଚ୍ଛା ଛାଡ଼ି ଦେଉଛି । ମନମାନି ଚଳାଇଛି ଛତିଶଗଡ଼ । ଆଲୋଚନା ପାଇଁ ଚିଠି ଲେଖାଯାଇଥିଲେ ବି ଛତିଶଗଡ଼ ପକ୍ଷରୁ ଉତ୍ତର ମିଳୁନି । ମୌସୁମୀ ବର୍ଷା ଆରମ୍ଭ ପରେ ଗୋଟିଏ ଗୋଟିଏ ବ୍ୟାରେଜ୍ ଗେଟ୍ ଖୋଲିବାରେ ଲାଗିଛି ଛତିଶଗଡ଼ । ଆଉ ଛତିଶଗଡ଼ର…

ହୀରାକୁଦରେ ଅତିଥି ପକ୍ଷୀଙ୍କ ଗଣନା

ହୀରାକୁଦ : ହୀରାକୁଦ ଜଳଭଣ୍ଡାରରେ ଚଳିତ ବର୍ଷ କେତେ ପକ୍ଷୀ ଆସିଛନ୍ତି ତାର ଗଣନା ସରିଯାଇଛି । ପକ୍ଷୀ ଗଣନା କାମରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମ୍ବଲପୁର ଓ ଝାରସୁଗୁଡା ବନଖଣ୍ଡ କର୍ମଚାରୀ ନିୟୋଜିତ ହୋଇଥିଲେ। ୩ ଡିଭିଜନ ୨୧ ଟିମରେ ଭାଗ ଭାଗ ହୋଇଥିଲେ। ସେମାନେ ୬ ଟି ଦେଶୀ ଡଙ୍ଗା…

ଜାନୁଆରୀରୁ ହୀରାକୁଦରେ ପକ୍ଷୀ ଗଣନା

ସମ୍ବଲପୁର: ୨୦୨୧ ମସିହା ଜାନୁଆରୀ ପ୍ରଥମ ସପ୍ତାହରେ ହୀରାକୁଦ ଡ୍ୟାମ ଅଞ୍ଚଳରେ ଆରମ୍ଭ ହେବ ବାର୍ଷିକ ଗଣନା କାର୍ଯ୍ୟ । ଏ ନେଇ ସୂଚନା ଦେଇ ହୀରାକୁଦ ବନଖଣ୍ଡ ଅଧିକାରୀ କହିଛନ୍ତି ଯେ, ଏଥି ପାଇଁ ୪ ଟି ଟିମ୍ ଗଠନ କରାଯିବ । ପକ୍ଷୀମାନଙ୍କ ସୁରକ୍ଷା ପାଇଁ ୩୦ ଜଣ କର୍ମଚାରୀଙ୍କୁ ଦାୟିତ୍ୱ…

ହୀରାକୁଦରେ ଇକୋ ରିଟ୍ରିଟ; ଜଳକ୍ରୀଡାରୁ ରୋପୱେ ରାଇଡିଂର ମଜା ନେବେ ପର୍ଯ୍ୟଟକ

ସମ୍ବଲପୁର: ମହାମାରୀ ସମୟରେ ପର୍ଯ୍ୟଟକଙ୍କ ମୁହଁରେ ହସ ଖେଳାଇ ଦେଇଛି ସରକାରଙ୍କ ଇକୋ ରିଟ୍ରିଟର ଆୟୋଜନ। ଚଳିତ ବର୍ଷ ପ୍ରଥମଥର ପାଇଁ ରାଜ୍ୟର ୫ଟି ସ୍ଥାନରେ ଇକୋ ରିଟ୍ରିଟ ଆୟୋଜନ କରାଯାଉଛି। ଉକ୍ତ ୫ଟି ସ୍ଥାନ ମଧ୍ୟରେ ସାମିଲ ଅଛି ପଶ୍ଚିମ ଓଡିଶାର ସମ୍ବଲପୁର ଜିଲ୍ଲା। ପ୍ରାକୃତିକ…

ହୀରାକୁଦରେ ୪୬ ଟି ଗେଟ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର: ବନ୍ୟା ଜଳ ନିଷ୍କାସନ ପାଇଁ ହିରାକୁଦ ଡ୍ୟାମର ୪୬ ରି ଗେଟକୁ ଖୋଲିଛନ୍ତି ଜଳଭଣ୍ଡାର କତ୍ତୃପକ୍ଷ। ମହାନଦୀର ଉପରମୁଣ୍ଡରେ ଲଗାତାର ବର୍ଷା ହେବା ପରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ସତର୍କ ରେଖା ଟପିଛି । ବର୍ତ୍ତମାନ ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୮ଲକ୍ଷ ୨ହଜାର ୫ଶହ ୯୮…

ବନ୍ୟା ଜଳ ନିଷ୍କାସନ ପାଇଁ ଖୋଲିଲା ହୀରାକୁଦ ଡ୍ୟାମର ଆଉ ୨ ଗେଟ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ବନ୍ୟାଜଳ ନିଷ୍କାସନ ଲାଗି ଆଉ ୨ଟି ଗେଟ୍ ଖୋଲିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ । ଏହାକୁ ମିଶାଇ ସର୍ବମୋଟ ୨୦ ଟି ଗେଟ ଖୋଲିଛି । ଏହା ମଧ୍ୟକୁ ସେକେଣ୍ଡ ପିଛା ୨ ଲକ୍ଷ ୮୯ ହଜାରରୁ ଅଧିକଘନଫୁଟ ଜଳ ପ୍ରବେଶ କରୁଥିବାବେଳେ ପାଖାପାଖି ସେକେଣ୍ଡ ପିଛା ୩ଲକ୍ଷ ୨୨…