Latest Odisha News

BREAKING NEWS

Browsing Tag

Hockey

ରାଉରକେଲା ବିମାନବନ୍ଦରକୁ କାର୍ଯ୍ୟକ୍ଷମ ପାଇଁ ସିନ୍ଧିଆଙ୍କୁ ନବୀନଙ୍କ ଚିଠି

ଭୁବନେଶ୍ୱର: ୨୦୨୩ ଜାନୁଆରୀ ୧୩ରୁ ଆରମ୍ଭ ହେବ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପ୍ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏଫ୍ଆଇଏଚ୍ ହକି ପୁରୁଷ ବିଶ୍ୱକପର ମ୍ୟାଚ୍ ଖେଳାଯିବ । ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ରାଉରକେଲା ବିମାନବନ୍ଦରକୁ…

ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ୱର: ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ତଥା ଅଲମ୍ପିଆନ୍ ଦିଲୀପ ତିର୍କୀ ହକି ଇଣ୍ଡିଆର ସଭାପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନାମାଙ୍କନ ଦାଖଲ ପରେ ପ୍ରତିକ୍ରିୟାରେ ଦିଲୀପ ତିର୍କୀ କହିଛନ୍ତି, ଭାରତୀୟ ହକିକୁ ଉଚ୍ଚକୁ ନେବାକୁ ମୁଁ ବଦ୍ଧ ପରିକର । ସମସ୍ତଙ୍କ…

[ଦେଖନ୍ତୁ ଭିଡିଓ] ୨୨ ବର୍ଷର କ୍ୟାରିୟରରେ ୪୦୦ରୁ ଅଧିକ ଗୋଲ୍, ଏମିତି ଥିଲେ ହକିର ଯାଦୁଗର

ନୂଆଦିଲ୍ଲୀ: ହକିର ଯାଦୁଗର ମେଜର ଧ୍ୟାନ ଚାନ୍ଦ । ଖାଲି ଭାରତ କାହିଁକି ଦୁନିଆ ତାଙ୍କୁ ହକିର ଯାଦୁଗର କୁହେ । ୨୨ ବର୍ଷର ଲମ୍ବା ହକି କ୍ୟାରିୟରରେ ୪ ଶହରୁ ଅଧିକ ଗୋଲ୍ କରିଥିବା ମେଜର ଧ୍ୟାନ ଚାନ୍ଦ ଆଜି ବି କୋଟି କୋଟି ଭାରତୀୟଙ୍କ ହୃଦୟରେ ରାଜ କରୁଛନ୍ତି । ତାଙ୍କ ଜନ୍ମଦିନକୁ ମନେ ପକାଇ…

୨୦୨୩ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ

ପୁରୁଷ ହକି ବିଶ୍ୱକପ ପାଇଁ ପ୍ରସ୍ତୁତି ବୈଠକ । 2023 ରେ ଅନୁଷ୍ଠିତ ହେବ ହକି ବିଶ୍ବକପ୍ । ସେନେଇ ରାଜ୍ୟ ସରକାର ଆଲୋଚନା କରିଛନ୍ତି ।  କ୍ରମାଗତ ଦ୍ୱିତୀୟଥର ପାଇଁ ଏଭଳି ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ପୂର୍ବ ସଂସ୍କରଣଠାରୁ ଏଥର ଆହୁରି ବଡ ଭାବେ…

ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ

ଭୁବନେଶ୍ୱର: ପରଲୋକରେ ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଚରଣଜିତ୍ ସିଂ । ୧୯୬୪ ମସିହା ଟୋକିଓ ଅଲିମ୍ପିକରେ ଚରଣଜିତଙ୍କ ନେତୃତ୍ୱରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ହାସଲ କରିଥିଲା । ଦୀର୍ଘଦିନ ଧରି ଚଚଣଜିତ ବାର୍ଦ୍ଧକ୍ୟ ଜନିତ ଏକାଧିକ ରୋଗରେ ପୀଡିତ ଥିଲେ । ଆଜି ହିମାଚଳ ପ୍ରଦେଶ ଉନା…

ଜୁନିଅର ହକି ବିଶ୍ୱକପ; ଖେଳାଳୀଙ୍କ ପାଇଁ ଉଦ୍ଧିଷ୍ଟ ବସରେ ଓଡିଶା ପରମ୍ପରାର ଝଲକ

ଭୁବନେଶ୍ୱରେ : ଖେଳାଳୀଙ୍କ ପାଇଁ ରାଜ୍ୟ ପରିବହନ ନିଗମ ତରଫରୁ ସ୍ୱତନ୍ତ୍ର ବସ୍ ସେବା । ଭୁବନେଶ୍ୱରେ କାଲିଠାରୁ ଆରମ୍ଭ ହେବାକୁ ଯାଉଛି ୨୦୨୧ ପୁରୁଷ ଜୁନିଅର ହକି ବିଶ୍ୱ କପ୍ । ଏଥିପାଇଁ ବାହାର ରାଜ୍ୟରୁ ଆସିଥିବା ୧୬ ଟି ଦଳର ଖେଳାଳୀ ମାନଙ୍କ ପାଇଁ ଓଡିଶା ପରିବହନ ନିଗମ ତରଫରୁ ବସ୍ ଯୋଗାଇ…

ଜୁନିଅର ପୁରୁଷ ହକି ବିଶ୍ୱକପ୍ ଲଢେଇ ପାଇଁ ୧୬ ଟିମ୍ ପ୍ରସ୍ତୁତ

ଭୁବନେଶ୍ୱର : ସଜେଇ ହେଲାଣି କଳିଙ୍ଗ ଷ୍ଟାଡିୟମ୍‌ । ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମ୍‌ରେ ବିନା ଦର୍ଶକରେ ଏକ ବିଶ୍ୱସ୍ତରୀୟ ପ୍ରତିଯୋଗିତା ଆୟୋଜିତ ହେବାକୁ ଯାଉଛି । ଗୁରୁବାର ଠାରୁ ଆରମ୍ଭ ହେବ ଏଫ୍ଆଇଏଚ୍ ଜୁନିୟର ପୁରୁଷ ହକି ବିଶ୍ୱ କପ୍। କଳିଙ୍ଗ ଷ୍ଟାଡିୟମ୍‌ରେ ୧୬ ଟି ଦେଶର ପତାକା…

୨୪ରୁ ଜୁନିଅର ହକି ବିଶ୍ୱକପ, ଭୁବନେଶ୍ୱରରେ ଭାରତୀୟ ହକି ଟିମ୍

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ। ନଭେମ୍ବର ୨୪ ତାରିଖରେ ରାଜଧାନୀ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଜୁନିଅର ହକି ବିଶ୍ୱକପ ଆୟୋଜିତ ହେବ। ୧୬ ଟି ହକି ଟିମ ବିଶ୍ୱ କପରେ ଅଂଶଗ୍ରହଣ କରିବେ। ଏଥିପାଇଁ ଭାରତୀୟ ହକି ଟିମ ଭୁବନେଶ୍ୱରେ ପହଁଞ୍ଚି ସାରିଛନ୍ତି।…

କଳିଙ୍ଗ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱକପ୍

ଭୁବନେଶ୍ୱର : ଆଉ ଦର୍ଶକଙ୍କ ତାଳିରେ କମ୍ପିବନି କଳିଙ୍ଗ ଷ୍ଟାଡିୟମ୍ । ବିନା ଦର୍ଶକରେ ଖେଳାଯିବ ଜୁନିଅର ପୁରୁଷ ହକି ବିଶ୍ୱ କପ୍। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ହକି ମହାକୁମ୍ଭ ବିନା ଦର୍ଶକରେ ମ୍ୟାଚ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ନଭେମ୍ବର ୨୪ ରୁ ଭୁବନେଶ୍ୱର…

କାଲି ଓଡିଶା ଆସିବେ ଭାରତୀୟ ପୁରୁଷ ଓ ମହିଳା ହକି ଟିମ୍‌

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଭାରତର ପୁରୁଷ ଓ ମହିଳା ହକି ଟିମ୍ ପ୍ରଭାବୀ ପ୍ରଦର୍ଶନ କରି ସମସ୍ତଙ୍କ ମନ ଜିଣିଛନ୍ତି । ପୁରୁଷ ଟିମ ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ପାଇଥିଲା ବେଳେ ମହିଳା ଦଳ ଅଳ୍ପକେ ସୁଯୋଗ ହାତଛଡା କରିଥିଲେ । ଭାରତୀୟ ହକି ଟିମର ପ୍ରାୟୋଜକ ଓଡିଶା ରହିଛି ।…