Latest Odisha News

BREAKING NEWS

Browsing Tag

Ind Vs NZ

ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ; ବର୍ଷା ଯୋଗୁଁ ଅଧାରୁ ଅଟକିଲା ମ୍ୟାଚ୍

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ସମୁଦାୟ ୨ଟି ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ ଖେଳାଯିବାକୁ ଥିବାବେଳେ ଶୁକ୍ରବାର ଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଅନୁଷ୍ଠିତ ହେଉଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନ୍ ଠାରେ ଏହି ପ୍ରଥମ ଟେଷ୍ଟ ମ୍ୟାଚ ଅନୁଷ୍ଠିତ ହେଉଛି ।…

ନ୍ୟୁଜିଲାଣ୍ଡକୁ ୨୯୭ ରନର ଟାର୍ଗେଟ ଦେଲା ବିରାଟ ବାହିନୀ

ୱେଲିଂଟନ୍: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ୟ ଦିନିକିଆ ମ୍ୟାଚ ମଙ୍ଗଳବାର ଦିନ ବେ ଓଭଲ୍ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ପ୍ରାୟ ୨୯୬ ରନ୍ କରିପାରିଛି । ୨-୦ରେ ଆଗୁଆ ଥିବା ନ୍ୟୁଜିଲାଣ୍ଡ ଦଳ ଦୃଢ ମନୋବଳରେ ମଇଦାନକୁ ଓହ୍ଲାଇଥିବା ବେଳେ ଟିମ୍…

ଭାରତ-ନ୍ୟୁଜିଲାଣ୍ଡ ଅନ୍ତିମ ଟି-୨୦ ଟକ୍କର; କ୍ଲନସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ମାଉଣ୍ଟ ମାଉନଗୁଇ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ମ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ଅନ୍ତିମ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଅମାନତ ରଖିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ମାଉଣ୍ଟ ମାଉନଗୁଇର ବେ ଓବଲ୍ ଷ୍ଟାଡିୟମରେ ଆଜି ଦିନ…

ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟି-୨୦ ମୁକାବିଲା

ୱେଲିଂଟନ୍‌: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୪ର୍ଥ ଟି-୨୦ ମ୍ୟାଚ ଶୁକ୍ରବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୪ର୍ଥ ମ୍ୟାଚକୁ ଜିତି ନ୍ୟୁଜିଲାଣ୍ଡ ଦଳ ସିରିଜରେ ଖାତା ଖୋଲିବାକୁ ପ୍ରୟାସ କରିବ । ଏହି ମ୍ୟାଚ୍ ୱେଲିଂଟନ୍ ରିଜିଓନାଲ୍ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ…

ଭାରତ-ନ୍ୟୁଜିଲାଣ୍ଡ ନିର୍ଣ୍ଣାୟକ ଟି-୨୦ ଟକ୍କର; ସିରିଜ ହାତେଇବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-୨୦ ମ୍ୟାଚ ବୁଧବାର ଦିନ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୩ୟ ମ୍ୟାଚ୍ ଉଭୟ ଦଳ ଲାଗି କର ବା ମର ପରିସ୍ଥିତି ସୃଷ୍ଟି କରିଛି। ଏହି ମ୍ୟାଚ୍ ହେମିଲଟନର ସେଡାନ୍ ପାର୍କ ଷ୍ଟାଡିୟମରେ ଆଜି ଦିନ ୧୨ଟା ୨୦ମି.ରେ ଅନୁଷ୍ଠିତ…

ଆଜି ଭାରତ-ନ୍ୟୁଜିଲାଣ୍ଡ ୨ୟ ଟି-୨୦ ଟକ୍କର; ଜିତିବା ଲକ୍ଷ୍ୟରେ ବିରାଟ ବାହିନୀ

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୨ୟ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…

ଆଜି ଭାରତ-ନ୍ୟୁଜିଲାଣ୍ଡ ୧ମ ଟି-୨୦ ଟକ୍କର

ଅକଲାଣ୍ଡ: ଆଜି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ । ୫ ଶୃଙ୍ଖଳା ବିଶିଷ୍ଟ ଏହି ଟି-୨୦ର ୧ମ ମ୍ୟାଚରେ ଭାରତୀୟ ଖେଳାଳୀ ମାନେ ନିଜର ଶକ୍ତି ପ୍ରଦର୍ଶନ କରିବା ସହ ବିଜୟ ଧାରା ଜାରି ରଖିବା ଲାଗି ଏକପ୍ରକାର ରଣନୀତି ପସ୍ତୁତ କରିଛନ୍ତି । ଏହି ମ୍ୟାଚ୍ ଅକଲାଣ୍ଡର…