Latest Odisha News

BREAKING NEWS

Browsing Tag

India Corona Virus

ରେକର୍ଡ କରୁଛି କରୋନା: ଦେଶରୁ ଦିନକରେ ସାଢ଼େ ୩ଲକ୍ଷ ପଜିଟିଭ୍, ୨୭୬୭ ମୃତ

ନୂଆଦିଲ୍ଲୀ: କ୍ରମାଗତ ଚତୁର୍ଥ ଦିନରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ଉପରେ ରହିଛି । ଆଜି ଦୈନିକ ସଂକ୍ରମଣ ପାଖାପାଖି ସାଢ଼େ ୩ ଲକ୍ଷ ଛୁଇଁଛି । ୩ ହଜାର ମୁହାଁ ହେଲାଣି ଡେଥ୍ କେସ୍ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୪୯ ହଜାର ୬୯୧ ନୂଆ ଆକ୍ରାନ୍ତ ।…

କରୋନାର ନୂଆ ରେକର୍ଡ: ଦେଶରୁ ଦିନକରେ ୩ଲକ୍ଷ ୩୨ ହଜାର ପଜିଟିଭ୍, ୨୨୬୩ ମୃତ

ନୂଆଦିଲ୍ଲୀ: ପ୍ରତିଦିନ ଦେଶରେ କରୋନା ରେକର୍ଡ କରୁଛି । ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । କ୍ରମାଗତ ଦ୍ୱିତୀୟ ଦିନରେ 3ଲକ୍ଷ ଉପରେ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୩ଲକ୍ଷ ୩୨ହଜାର ୭୩୦ ପଜିଟିଭ୍ । ସଂକ୍ରମଣ ବଢୁଛି, ତାସହ ଘାତକ ହେଉଛି…

ଦେଶରୁ ଦିନକରେ ପାଖାପାଖି ୩ଲକ୍ଷ ପଜିଟିଭ୍, ବିଶ୍ୱରେ ଦ୍ୱିତୀୟ ସର୍ବାଧିକ

ନୂଆଦିଲ୍ଲୀ: ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି । ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ଉପରମୁହାଁ । ପାଖାପାଖି ୩ଲକ୍ଷ ଛୁଇଁଲାଣି ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଚାରେ ସାରା ଦେଶରୁ ବାହାରିଛନ୍ତି ୨ଲକ୍ଷ ୯୫ହଜାର ୪୧ ନୂଆ ଆକ୍ରାନ୍ତ । କରୋନାର ପ୍ରଥମ ଲହରରେ (୨୦୨୦, ସେପ୍ଟେମ୍ୱର…

ପ୍ରାଣଘାତୀ କରୋନା: ଆଜି ଦେଶରୁ ନେଲା ୧୭୬୧ ଜୀବନ, କମିଛି ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ କରୋନା ଘାତକ ହେଉଛି । ଅଧିକ ଜୀବନ ନେଉଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଚି ୧୭ଶହ ୬୧ ଆକ୍ରାନ୍ତଙ୍କ ଜୀବନ । ଯାହାକି ବର୍ତ୍ତମାନ ସୁଦ୍ଧା ଦିନକରେ ସର୍ବାଧିକ । କିନ୍ତୁ ଗତକାଲି ଅପେକ୍ଷା ଆଜି କମିଛି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି…

ଦେଶରେ ୩ଲକ୍ଷ ମୁହାଁ ଦୈନିକ ସଂକ୍ରମଣ: ଦିନକରେ ୨ଲକ୍ଷ ୭୩ହଜାର ପଜିଟିଭ୍, ୧୬୧୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଦେଖାଉଛି କରାଳ ରୂପ । ଦୈନିକ ସଂକ୍ରମଣ ୩ଲକ୍ଷ ମୁହାଁ ହେଲାଣି । ପ୍ରତିଦିନ ରେକର୍ଡ କରୁଛି କରୋନା କାୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୨ଲକ୍ଷ ୭୩ହଜାର ୮୧୦ ଆକ୍ରାନ୍ତ । ଯାହାକି ବର୍ତ୍ତମାନ ସୁଦ୍ଧା ସର୍ବାଧିକ । ଏହି ସମୟରେ ମହାମାରୀ ନେଇଛି…

ଦେଶରେ ଲକ୍ଷେ ମୁହାଁ ଦୈନିକ ସଂକ୍ରମଣ, ପାଖାପାଖି ସାତ ଲକ୍ଷ ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: କରୋନାର ମାରୁଛି ଲମ୍ବା ଲମ୍ଫ । ହୁ ହୁ ହୋଇ ବଢୁଛି ସଂକ୍ରମିତଙ୍କ ସଂଖ୍ୟା । ଲକ୍ଷେ ମୁହାଁ ହେଲାଣି ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୯୩ହଜାର ୨୪୯ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ୫୧୩ ଜୀବନ । ଗତବର୍ଷ ସେପ୍ଟେମ୍ବର ପରଠୁ ଦେଶରେ…

ଅଧିକ ସଂକ୍ରମିତ ୧୧ ରାଜ୍ୟ ସହ କରୋନା ସ୍ଥିତି ନେଇ ଆଲୋଚନା କରିବେ କ୍ୟାବିନେଟ୍ ସଚିବ

ନୂଆଦିଲ୍ଲୀ: ଦେଶରେ ଏବେ କରେନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଛି । ପ୍ରତିଦିନ ସଂକ୍ରମଣ ନୂଆ ରେକର୍ଡ ପାର କରୁଛି । ବିଭିନ୍ନ ରାଜ୍ୟରେ ବଢୁଛି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ଏଭଳି ସ୍ଥିତିରେ ଆଜି ଅଧିକ ସଂକ୍ରମିତ ୧୧ଟି ରାଜ୍ୟ ସହ ସ୍ଥିତି ସମ୍ପର୍କରେ ଆଲୋଚନା କରିବେ କ୍ୟାବିନେଟ୍ ସଚିବ ।…

ଦେଶରେ ଚିନ୍ତା ବଢ଼ାଉଛି କରୋନାର ଦୈନିକ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଏବେ କରୋନାର ଦୈନିକ ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଇଲାଣି । ବଢୁଛି ମୃତ୍ୟୁସଂଖ୍ୟା । ଗତ ୨୪ ଘଣ୍ଟାରେ ୩୫୪ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୨୭୧ । ଏହାକୁ ମିଶାଇ ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧ଲକ୍ଷ ୬୨ହଜାର ୪୬୮କୁ ବୃଦ୍ଧି ପାଇଛି । ଗତ…

ଦେଶରେ କରୋନାର ଲମ୍ବା ଲମ୍ଫ: ଚିନ୍ତା ବଢାଉଛି ଡେଥ୍, ୫ଲକ୍ଷ ଟପିଲା ଆକ୍ଟିଭ୍ କେସ୍

ନୂଆଦିଲ୍ଲୀ: ଦେଶରେ କରୋନା ମାରୁଛି ଲମ୍ବା ଲମ୍ଫ । ପ୍ରତିଦିନ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ମୃତ୍ୟୁସଂଖ୍ୟା ତିନି ଶହ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୬୮ହଜାର ୨୦ ନୂଆ ଆକ୍ରାନ୍ତ । ଏହି ସମୟରେ ମହାମାରୀ ନେଇଛି ଆଉ ୨୯୧ ଆକ୍ରାନ୍ତଙ୍କ ଜୀବନ । ଅକ୍ଟୋବର…

ଦେଶରେ ପୁଣି ୩୦୦ ପାର କଲା ଦୈନିକ କରୋନା ଡେଥ୍ କେସ୍

ନୂଆଦିଲ୍ଲୀ: ଦେଶରେ ମହାରୂପ ଦେଖାଉଛି ମହାମାରୀ । ବଢୁଛି ଟେଷ୍ଟିଂ, ତାସହ ସଂକ୍ରମିତଙ୍କ ସଂଖ୍ୟା ବି ବଢି ଚାଲିଛି । ଗତ ୨୪ ଘଣ୍ଟାରେ ସାରା ଦେଶରେ ୧୧ଲକ୍ଷ ୮୧ ହଜାର କରୋନା ଟେଷ୍ଟ ହୋଇଛି । ଚିହ୍ନଟ ହୋଇଛନ୍ତି ୬୨ହଜାର ୭୧୪ ନୂଆ ଆକ୍ରାନ୍ତ । ତେବେ ସବୁଠୁ ଚିନ୍ତାଜନକ ହୋଇଛି ଦୈନିକ…