Latest Odisha News
Browsing Tag

Indigo

କାଲିଠୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକୁ ଉଡ଼ିବ ସିଧାସଳଖ ବିମାନ

ଭୁବନେଶ୍ୱର: ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ପରେ ଆସନ୍ତାକାଲି (ଶନିବାର) ଠାରୁ ସିଙ୍ଗାପୁର ଓ ବ୍ୟାଂକକ ସିଧାସଳଖ ବିମାନ ଉଡ଼ିବ । ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଂକକକୁ ରାଉଣ୍ଡ ଟ୍ରିପ୍ ବିମାନ ଭଡ଼଼ା ୧୫ ହଜାର ଟଙ୍କା ରହିଛି । ଭୁବନେଶ୍ୱର-ସିଙ୍ଗାପୁର ବିମାନ ଭୁବନେଶ୍ୱରରୁ…

ଭୁବନେଶ୍ୱରରୁ ଦୁବାଇ ବିମାନ ସେବାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡ଼ିଲା ବିମାନ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଭୁବନେଶ୍ୱରରୁ ଦୁବାଇ ବିମାନ ଉଡ଼ାଣର ଶୁଭାରମ୍ଭ କରିଛନ୍ତି । ୧୭୦ ଯାତ୍ରୀଙ୍କୁ ନେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଦୁବାଇ ଅଭିମୁଖେ ଉଡ଼ାଣ କରିଛି ଇଣ୍ଡିଗୋ…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଦୁବାଇ ମଧ୍ୟରେ ସିଧାସଳଖ ବିମାନ ସେବା

ଭୁବନେଶ୍ୱର: ଭୁବନେଶ୍ୱରରୁ ଆରମ୍ଭ ହେବ ଅନ୍ତର୍ଜାତୀୟ ଉଡ଼ାଣ । ବିଦେଶକୁ ଭୁବନେଶ୍ୱରରୁ ପ୍ରଥମ ବିମାନ ଦୁବାଇକୁ ସୋମବାର ଉଡ଼ାଣ କରିବ । ଇଣ୍ଡିଗୋ ଏୟାରବସ୍-୩୨୦ ବିମାନ ସପ୍ତାହକୁ ୩ ଥର ଦୁବାଇକୁ ଉଡ଼ାଣ ଭରିବ । ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିକେଟ୍ ବିକ୍ରିର…

ଏହି ତାରିଖରୁ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଦୁବାଇ ପରେ ଖୁବଶୀଘ୍ର ଇଣ୍ଡିଗୋ ଭୁବନେଶ୍ୱରରୁ ସିଙ୍ଗାପୁର ଓ ବ୍ୟାଙ୍କକକୁ ବିମାନ ସେବା ଯୋଗାଇବ । ଜୁନ୍ ୫ ତାରିଖରୁ ଭୁବନେଶ୍ୱରରୁ ସିଧାସଳଖ ସିଙ୍ଗାପୁର ଓ ବ୍ୟାଙ୍ଗକକୁ ବିମାନ ଉଡ଼ାଣ କରିବ । ମିଳିଥିବା ସୂଚନା ଅନୁସାରେ, ଇଣ୍ଡିଗୋ ବିମାନ ସପ୍ତାହକୁ ଦୁଇ ଥର ଏହି ୨ଟି…

ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ

ଭୁବନେଶ୍ୱର: ଆସନ୍ତା ମାସରୁ ଦୁବାଇକୁ ଉଡ଼ିବ ବିମାନ । ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇ ପାରିବେ ଯାତ୍ରୀ । ମାର୍ଚ୍ଚ ୫ ତାରିଖରୁ ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବ । ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜନ୍ମ ଜୟନ୍ତୀରୁ…

ମେ’ରୁ ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ

ଭୁବନେଶ୍ୱର: ଖୁବଶୀଘ୍ର ଭୁବନେଶ୍ୱରରୁ ଉଡ଼ିବ ଅନ୍ତର୍ଜାତୀୟ ବିମାନ । ଆସନ୍ତା ମେ ମାସରୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ବିମାନ ଉଡ଼ାଣ କରିବ । ଏନେଇ ରାଜ୍ୟ ସରକାର ଏମଓୟୁ ସ୍ୱାକ୍ଷର କରିଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଭୁବନେଶ୍ୱର ବିମାନବନ୍ଦର…

ଇଣ୍ଡିଗୋ ବିମାନରେ ଧୂଆଁ ନୁହେଁ କୁହୁଡ଼ି ଥିଲା

ନୂଆଦିଲ୍ଲୀ: ବୁଧବାର ରାୟପୁର-ଇନ୍ଦୋର ବିମାନରେ ଧୂଆଁ ନୁହେଁ ବରଂ କୁହୁଡ଼ି ଥିଲା । ବୁଧବାର ବିଭିନ୍ନ ଗଣମାଧ୍ୟମ ଏବଂ କିଛି ଜାତୀୟ ସ୍ତରୀୟ ଖବର ସରବରାହ ସଂସ୍ଥା ଇଣ୍ଡିଗୋ ବିମାନରେ ଧୂଆଁ ବାହାରିଥିବା ଖବର ପ୍ରକାଶ କରିଥିଲେ । ଏହି ଖବର ଜଣେ ବିମାନର ଜଣେ କ୍ୟାବିନ କ୍ରିଉଙ୍କ ସୂଚନା…

ସ୍ପାଇସ ଜେଟକୁ ଡିଜିସିଏ ନୋଟିସ୍; ଇଣ୍ଡିଗୋ କ୍ୟାବିନରେ ନିଆଁ

ଇନ୍ଦୋର: ବୁଧବାର ଡିଜିସିଏ (ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ) ସ୍ପାଇସ ଜେଟକୁ କଡ଼ା ଭର୍ତ୍ସନା କରିବା ସହ ନୋଟିସ ଜାରି କରିବା ପରେ ଇଣ୍ଡିଗୋର ଏମ ବିମାନକୁ ତଦନ୍ତ କରୁଛି । ରାୟପୁର-ଇନ୍ଦୋର ଏକ ବିମାନ ଗନ୍ତବ୍ୟ ସ୍ଥଳ ଇନ୍ଦୋରରେ ପହଞ୍ଚିବା ପରେ ଏକ କ୍ୟାବିନରୁ ଧୂଆଁ…

ଦିବ୍ୟାଙ୍ଗଙ୍କୁ ଫ୍ଲାଇଟ ବାରଣ: ଇଣ୍ଡିଗୋକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ରାଞ୍ଚି ଏୟାରପୋର୍ଟରେ ଦିବ୍ୟାଙ୍ଗ ବାଳକକୁ ଇଣ୍ଡିଗୋ ଫ୍ଲାଇଟ ଯାତ୍ରାରୁ ବିରତ କରିବା ଘଟଣାରେ ବିମାନ କମ୍ପାନୀକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ଡିଜିସିଏ । ଆସନ୍ତା ଦଶ ଦିନ ମଧ୍ୟରେ ଏହି ଅସଭ୍ୟ ବ୍ୟବହାର ଘଟଣାର କାରଣ ଲିଖିତ ଭାବେ ଜଣାଇବାକୁ ସୋମବାର ଡିଜିସିଏ ନିର୍ଦ୍ଦେଶ…

କୋଭିଡ୍ କାଟ୍ ଦରମା ବିଳମ୍ବ ହେବାରୁ ଇଣ୍ଡିଗୋ କୁ ଗାଳି କଲେ ପାଇଲଟ୍; ଡିଜିସିଏ ତଦନ୍ତ ଆରମ୍ଭ

ନୂଆଦିଲ୍ଲୀ: କୋଭିଡ୍ ସମୟରେ କାଟ୍ ହୋଇଥିବା ଦରମା ଭରଣା ନ ହେବାରୁ ବିମାନରେ ଇଣ୍ଡିଗୋକୁ ଗାଳି କରି ଫସିଯାଇଛନ୍ତି ପାଇଲଟ୍। ଜରୁରୀ ସେବା ପାଇଁ ଥିବା ୧୨୧.୫ ଫ୍ରିକ୍ବେନ୍ସି ରେ ପ୍ରାୟ ସାତ ଜଣ ଇଣ୍ଡିଗୋ ପାଇଲଟ୍ କମ୍ପାନୀ କୁ ଗାଳି କରୁଥିଲେ । ଏନେଇ ଏଟିସି(ଏୟାର ଟ୍ରାଫିକ କଣ୍ଟ୍ରୋଲ)…