Latest Odisha News

BREAKING NEWS

Browsing Tag

iran

ବେଲୁଚିସ୍ତାନ ଉପରେ ଇରାନର ମିଶାଇଲ ମାଡ଼, ଚେତାବନୀ ଦେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନର ବେଲୁଚିସ୍ତାନ ଉପରେ ଇରାନ ମିଶାଇଲ ମାଡ଼ କରିଥିବା ସୂଚନା ରହିଛି। ମଙ୍ଗଳବାର ବିଳମ୍ବିତ ରାତିରେ ଏହି କ୍ଷେପଣାସ୍ତ୍ର ମାଡ଼ ହୋଇଥିବା ଖବର ସାମ୍ନାକୁ ଆସିଛି। ତେବେ ଏହି ଆକ୍ରମଣକୁ ନେଇ ପାକିସ୍ତାନ ପକ୍ଷରୁ ଘୋର ନିନ୍ଦା କରାଯାଇଛି। ପାକିସ୍ତାନ କହିଛି ଏହା ବେଆଇନ ଓ…

ଇରାନ ବିପକ୍ଷରେ ଏକାଠି ହେଲେ ୨୩ ଦେଶ, କାହିଁକି ଚୁପ୍ ରହିଲା ଭାରତ ?

ନୂଆଦିଲ୍ଲୀ: ଜାତିସଂଘର ମାନବାଧିକାର ପରିଷଦରେ ସୋମବାର ଇରାନ ବିରୋଧରେ ଆସିଥିବା ପ୍ରସ୍ତାବରେ ଭାରତ ଭୋଟିଂରେ ସାମିଲ୍ ହୋଇ ନାହିଁ । ୟୁଏନ୍ଏଚ୍ଆରସିରେ ଆଗତ ଉକ୍ତ ପ୍ରସ୍ତାବରେ ଇରାନରେ ସାଧାରଣ ଲୋକଙ୍କ ମାନବାଧିକାର କ୍ଷୂର୍ଣ୍ଣ ନେଇ ସରକାରଙ୍କ ନିନ୍ଦା କରାଯାଇଥିଲା । ଉକ୍ତ ପ୍ରସ୍ତାବ…

ହିଜାବ ବିରୋଧୀ ଆନ୍ଦୋଳନର ପ୍ରତିଶୋଧ ! ୯୦୦ ଛାତ୍ରୀଙ୍କୁ ବିଷ ପିଆଯାଇଥିବା ଅଭିଯୋଗ

ତେହରାନ: ଇରାନରେ ମହିଳାଙ୍କ ଅଧିକାର ଏବଂ ଶିକ୍ଷାକୁ ନେଇ ବିଶ୍ୱସ୍ତରରେ ଚିନ୍ତା ପ୍ରକଟ କରାଯାଇଛି  । ଗତ ସେପ୍ଟେମ୍ବରରେ ମହସା ଅମିନୀ ନାମ୍ନୀ ଜଣେ ୨୨ ବର୍ଷର ଯୁବତୀଙ୍କ ମୃତ୍ୟୁ ପରେ ଇରାନରେ ଏହାକୁ ନେଇ ବିରୋଧ ପ୍ରଦର୍ଶନ କରାଯାଇଥିଲା । ମହସା ଇରାନ ମହିଳାଙ୍କ ଡ୍ରେସ କୋଡକୁ ବିରୋଧ କରି…

ତେଜିଲା ହିଜାବ ବିରୋଧୀ ଆନ୍ଦୋଳନ, ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଘରୁ ଉଠାଇନେଲେ ସୁରକ୍ଷାକର୍ମୀ

ନୂଆଦିଳ୍ଲୀ: ଗିରଫ ହେଲେ ଇରାନ ପ୍ରସିଦ୍ଧ ଅଭିନେତ୍ରୀ ତରାନେହ ଅଲିଦୋସ୍ତୀ । ତେହରାନ ସୁରକ୍ଷା କର୍ମୀ ତାଙ୍କୁ ଗିରଫ କରିଛି । ଇରାନରେ ଚାଲିଥିବା ଇରାନରେ ହିଜାବ ବିରୋଧୀ ଆନ୍ଦୋଳନର ଜଣେ ସମର୍ଥକ ଥିଲେ ଅଲିଦୋସ୍ତୀ । ସେ ତାଙ୍କର ଇନଷ୍ଟାଗ୍ରାମ ପେଜରେ ଏକ ଫଟୋ ସେୟାର କରିଥିଲେ ଯେଉଁଥିରେ ସେ…

ପ୍ରଫେଟଙ୍କୁ ନେଇ ଆପତ୍ତିଜନକ ବୟାନ: ମୋଦୀ, ଡୋଭାଲଙ୍କୁ ଭେଟିବା ପରେ ଅବୁଝା ଇରାନ ହେଜିଗଲା

ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତକୁ ବିରୋଧ କରୁଛନ୍ତି। ଏପରି ମନ୍ତବ୍ୟ ଗ୍ରହଣୀୟ ନୁହେଁ ବୋଲି ଇରାନ ସମେତ ଅନେକ ଓଆଇସି ଦେଶ କହୁଥିବା ବେଳେ ଭାରତ ଗସ୍ତରେ ଆସି ଇରାନର ବୈଦେଶିକ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

EXCLUSIVE: ମୋଦୀଙ୍କ ନେତୃତ୍ୱାଧୀନ ଭାରତ ସରକାର ସହ ପଙ୍ଗା, ‘ଓଆଇସି’କୁ ପଡ଼ିବ ମହଙ୍ଗା !

ଭୁବନେଶ୍ୱର: ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ଇସଲାମିକ ଦେଶ ଭାରତ ବିରୋଧରେ ମେଳି କରିଛନ୍ତି। ଆଉ ଭାରତ ସରକାର ନୁପୂରଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି ଦାବି କରୁଛନ୍ତି। ‘ଅର୍ଗାନାଇଜେସ୍‌ ଅଫ୍‌ ଇସ୍‌ଲାମିକ୍‌ କୋଅପରେସନ୍‌’ର (ଓଆଇସି)…

ଇରାନ୍‌ ହେଉଛି ଆତଙ୍କବାଦର ନୂଆ ଘର; ମାଇକ ପୋମ୍ପିଓ

ୱାଶିଂଟନ୍: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଇରାନ ଉପରେ ଆକ୍ରମଣ କରି କହିଛନ୍ତି ଯେ ଏହା ଅଲ-କାଏଦା ଆତଙ୍କବାଦୀଙ୍କ ପାଇଁ ଏକ ନୂତନ କେନ୍ଦ୍ର ପାଲଟିଛି। ସେ ଇରାନକୁ ଅଭିଯୋଗ କରିଛନ୍ତି ଯେ ମଧ୍ୟ ପୂର୍ବ ଦେଶ ଇରାନ ଆତଙ୍କବାଦୀ ସଂଗଠନ ପାଇଁ ଏକ ନୂତନ ଘର ପାଲଟିଛି। ଗତ…

ମହଙ୍ଗା ପଡିଲା ସୋସିଆଲ ମିଡିଆ ପୋଷ୍ଟ, ଇରାନ୍‌ରେ ୩୦୦ ମୃତ, ହଜାରେ ଅସୁସ୍ଥ !

ଇରାନ୍‌: ଆମେରିକାର ନ୍ୟୁଜ୍ ଏଜେନ୍ସି ଦ ଏସୋସିଏଟେଡ୍ ପ୍ରେସ୍ ର ଟୁଇଟ୍ ଅନୁଯାୟୀ କରୋନାଭାଇରସ୍‌ଠୁ ମୁକ୍ତି ପାଇବା ପାଇଁ ଇରାନର ବହୁ ଲୋକ ମେଥନଲ୍ ଭଳି ବିଶାକ୍ତ କେମିକାଲକୁ ଇଂଜେକ୍ସନ ରୂପେ ବ୍ୟବହାର କରିଥିଲେ । Iranian media reports nearly 300 people have been killed and…

କରୋନା ଆତଙ୍କ: ଇରାନରୁ ଫେରିବେ ୪୦୦ ଭାରତୀୟ !

ନୂଆଦିଲ୍ଲୀ: ଦୁଇଟି ବ୍ୟାଚରେ ଭାରତ ଫେରିବେ ୪୦୦ ଭାରତୀୟ ନାଗରିକ । ଆଜି ଓ ମାର୍ଚ୍ଚ ୨୮ରେ ଇରାନ୍‌ରେ ଅଟକି ରହିଥିବା ୪୦୦ ଭାରତୀୟଙ୍କୁ ଉଦ୍ଧାର କରିବ ଭାରତ । ଇରାନରେ ଫସିରହିଥିବା ୪୦୦ ଭାରତୀୟ ଉହାନ୍ ଏୟାରଲାଇନ୍ସରେ ନିଜ ଦେଶକୁ ଫେରିବେ । କରୋନାଭାଇରସ୍ ମହାମାରୀ ଆରମ୍ଭ ହେବାଠୁ ଏହି…

ଆମେରିକା ଦୂତାବାସ ଉପରେ ପୁଣି ଆକ୍ରମଣ: ରହି ରହି ରକେଟ ମାଡ କରୁଛି ଇରାନ

ଆମେରିକା ଉପରେ ଆକ୍ରମଣ ପରେ ଆକ୍ରମଣ କରି ଚାଲିଛି ଇରାନ୍ । ରହି ରହି କରୁଛି ରକେଟ ମାଡ । ତେବେ ଏଥର ଏହି ରକେଟ ମାଡର ଶିକାର ହୋଇଛି ଇରାକ । ଆମେରିକା ସୈନ୍ୟ ଠିକଣାକୁ ନିଶାନା କରି ଇରାନ ପୁଣିଥରେ ରକେଟ ମାଡ କରିଛି । ତେବେ ଏହା ଆମେରିକା ବଦଳରେ ଇରାକ ଏୟାରବେସ୍ ଉପରେ ପଡିଛି । ଏନେଇ…