Latest Odisha News
Browsing Tag

Jagatsinghpur

ଲୁଟ୍‌ ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କଲେ ବ୍ୟବସାୟୀ ସଂଘ

ଜଗତସିଂହପୁର : ବାରମ୍ବାର ଚୋରି ଓ ଲୁଟ ହେଉଥିବା ନେଇ ରାସ୍ତା ଅବରୋଧ କଲେ ବ୍ୟବସାୟୀ ସଂଘ । ଜଗତସିଂହପୁର ମ୍ୟୁନିସିପାଲିଟି ଅନ୍ତର୍ଗତ ସ୍ଥାନୀୟ ହାଟ ବଜାର ଠାରେ ଦୀର୍ଘଦିନ ଧରି କ୍ରମାଗତ ଭାବେ ଚୋରି, ଲୁଟ ଏବଂ ରାହାଯାନୀ ବଢ଼ି ଚାଲିଥିବା ବେଳେ ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ…

ମା ଶାରଳାଙ୍କ ପୀଠରେ ରୀତିନୀତିରେ ଚାଲିଛି ମହାଷ୍ଟମୀ ପୂଜା

ଜଗତସିଂହପୁର : ଅଧିଷ୍ଠାତ୍ରୀ ଦେବୀ ମା ଶାରଳାଙ୍କ ପୀଠରେ ରୀତିନୀତି ଅନୁସାରେ ଚାଲିଛି ମହାଷ୍ଟମୀ ପୂଜା। ଘଣ୍ଟଘଣ୍ଟା,ପ୍ରଖାଳ ଧ୍ୱନିରେ ପ୍ରକମ୍ପିତ ହେଉଛି ସାରା ଝଙ୍କଡ଼ ପୀଠ। ଚଣ୍ଡୀପାଠ ସହ ମନ୍ତ୍ରତନ୍ତ୍ର ପୂଜାରେ ମାଙ୍କ ପୂଜା ଚାଲୁଥିବା ବେଳେ ଏହି ଅଲୌକିକ ପୂଜାର ଦର୍ଶନ ପାଇଁ ମାଙ୍କ…

ବନ୍ୟାଞ୍ଚଳରେ ବଢ଼ୁଛି ଲୋକଙ୍କ ଦୁର୍ଦ୍ଦଶା, ମିଳୁନି ପର୍ଯ୍ୟାପ୍ତ ଖାଦ୍ୟ

ଜଗତସିଂହପୁର: ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଉଥିବା ବେଳେ ଲୋକଙ୍କ ଦୁର୍ଦ୍ଦଶା ବଢ଼ି ଚାଲିଛି । ଜଗତସିଂହପୁର ଜିଲ୍ଲା ମହାନଦୀ ଅବବାହିକାରେ ଥିବା ରଘୁନାଥପୁର, କୋଟକଣା, ତିର୍ତ୍ତୋଲ, ଶଙ୍ଖେଶ୍ୱର, କାଠକୋଟ ଆଦି ଅଞ୍ଚଳର ତଳି ଅଞ୍ଚଳରେ ଥିବା ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର…

ଫୁଲୁଛି ଦେବୀ ନଦୀ, ବଡ଼ବାଲିକଣିରେ ବିରାଟ ଘାଇ

ଜଗତସିଂହପୁର: ଲଗାଣ ବର୍ଷା ପରେ ହୀରାକୁଦରୁ ନିଷ୍କାସିତ ବନ୍ୟା ଜଳ ଚିନ୍ତା ବଢ଼ାଇଛି । ବିଭିନ୍ନ ଜିଲ୍ଲାରେ ପ୍ରବାହିତ ନଦୀରେ ବନ୍ୟା ଜଳ ଆସିବା ପରେ ବଢ଼ୁଛି ଜଳସ୍ତର । ଜଗତସିଂହପୁର ଜିଲ୍ଲା ଦେଇ ପ୍ରବାହିତ ମହାନଦୀ, ଦେବୀ ନଦୀ ସହ ପାଇକା ବିଲୁଆଖାଇ ଆଦି ନଦୀର ଜଳସ୍ତର ବୃଦ୍ଧି ପାଇଛି ।…

ଗ୍ୟାସ୍ ଲିକ୍ ହୋଇ ପରିବାରର ୫ ଜଣ ଗୁରୁତର

ଜଗତସିଂହପୁର: ରୋଷେଇ ଗ୍ୟାସ୍ ସିଲିଣ୍ଡର ଲିକ୍ ହୋଇ ଗୋଟିଏ ପରିବାରର ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି । ତିର୍ତ୍ତୋଲ ଥାନା ରାଣୀତୋଳା ଗାଁର ସମସ୍ତଙ୍କ ଗୁରୁତରଙ୍କୁ ପ୍ରଥମେ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି…

ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼, ୨ ଜଣ ଗୁରୁତର

ଜଗତସିଂହପୁର: ଜମିବାଡ଼ି ବିବାଦକୁ ନେଇ ଗୁଳିମାଡ଼ । ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଏଭଳି ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ତରଡ଼ାପଡ଼ା ମଜୁରାଇ ଗାଁରେ । ଗୁଳିମାଡ଼ରେ ପୀତବାସ ଦାସ ଏବଂ ଅବିନାଶ ଦାସ ଆହତ ହୋଇଛନ୍ତି । ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ ଅବସ୍ଥା ଗୁରୁତର…

ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ପରିବେଶ ମନ୍ତ୍ରାଳୟର ଅନୁମତି

ଭୁବନେଶ୍ୱର: ଜେଏସଡବ୍ଲୁ ଉତ୍କଳ ଷ୍ଟିଲ ଲିମିଟେଡକୁ ଜଟାଧାରୀ ମୁହାଣରେ କାପ୍ଟିଭ ଜେଟ୍ଟି ନିର୍ମାଣ ପାଇଁ ସବୁଜ ସଂକେତ ମିଳିଲା। କେନ୍ଦ୍ର ସରକାରଙ୍କଜଂଗଲ ଓ ପରିବେଶ ଏବଂ ଜଳବାୟୁ ମନ୍ତ୍ରାଳୟ ଏହି ଅନୁମତି ଦେଇଛି। ଜଗତସିଂହପୁରରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପର କ୍ଷମତା ୫୨…

ଓମିକ୍ରନ ନେଇ ବଢ଼ୁଛି ଚିନ୍ତା, ଜଗତସିଂହପୁରରେ ୫ଦିନ ଧର୍ମାନୁଷ୍ଠାନରେ ଦର୍ଶନ ବନ୍ଦ

ଜଗତସିଂହପୁର: ବଢ଼ୁଛି ଓମିକ୍ରନ ଚିନ୍ତା । ଆଗକୁ ଆସୁଛି ଖ୍ରୀଷ୍ଟମାସ ଓ ନୂଆବର୍ଷ । ଏହି ଦିନମାନଙ୍କ ହେଉଥିବା ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଧର୍ମାନୁଷ୍ଠାନଗୁଡ଼ିକରେ ସାଧାରଣ ଦର୍ଶନ ବନ୍ଦ କରାଯାଇଛି । ଜିଲ୍ଲାପାଳ ପାରୁଲ ପଟୱାରୀ ଏନେଇ ନିର୍ଦ୍ଦେଶ ଦେଇଛନ୍ତି…

ସ୍ତ୍ରୀ ଓ ଝିଅକୁ ହାଣିବା ପରେ ସ୍ୱାମୀର ଆତ୍ମହତ୍ୟା ଅଭିଯୋଗ

ଜଗତସିଂହପୁର: ସ୍ତ୍ରୀ ଓ ଝିଅକ ହାଣିଲା ସ୍ୱାମୀ । ଏହାପରେ ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ । ଘର ଭିତରି ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଜୋତଚାନ୍ଦପାଟଣା ଗାଁରେ । ମୃତକ ହେଲେ  ଲୋକନାଥ ପାଲ ।…

ଜୀବନସାଥୀ ହେଲେ ପ୍ରମୋଦିନୀ-ସରୋଜ

ଜଗତସିଂହପୁର: ଏସିଡ ମାଡ଼ର ଶିକାର ହୋଇଥିବା ପ୍ରମୋଦିନୀଙ୍କ ଭାଗ୍ୟରେ ଆଜି ନୂତନ ପରିବର୍ତ୍ତନ ଆସିଛି। ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ପ୍ରମୋଦିନୀ ରାଉଳ । ୫ ବର୍ଷରୁ ଅଧିକ ପ୍ରେମ ସମ୍ପର୍କ ପରେ ଆଜି ବନ୍ଧୁ ସରୋଜଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି ପ୍ରମୋଦିନୀ ।  ୨୦୦୯ ମସିହାରେ…