Latest Odisha News
Browsing Tag

Jaipur

ହସ୍ପିଟାଲରେ ୧୦ ବର୍ଷୀୟ ଶିଶୁର ଆଙ୍ଗୁଠି ଖାଇଗଲା ମୂଷା

ଜୟପୁର: ଜୟପୁରର ଏକ ସରକାରୀ ଡାକ୍ତରଖାନାରେ କର୍କଟ ରୋଗର ଚିକିତ୍ସା ପାଇଁ ଆସିଥିବା ୧୦ ବର୍ଷୀୟ ଶିଶୁର ଆଙ୍ଗୁଠିକୁ ଖାଇଗଲା ମୂଷା। ଫଳରେ ପିଲାଟିର ମୃତ୍ୟୁ ହୋଇଯାଇଛି। ଯଦିଓ ଡାକ୍ତରଖାନା କର୍ତ୍ତୁପକ୍ଷ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହି ମାମଲାରେ ରାଜସ୍ଥାନ ସରକାର ଏକ ତଦନ୍ତ କମିଟି…

ପଥ ଉତ୍ସବରେ ନାଚିଲେ, ଗାଇଲେ ଓ ଖେଳିଲେ ଜୟପୁରବାସୀ

ଜୟପୁର: ଜୟପୁରରେ ଆରମ୍ଭ ହେଲା ପଥ ଉତ୍ସବ । ଜିଲା ପ୍ରଶାସନ ତରଫରୁ ଜୟପୁର ପୌର ପାଳିକା ଦ୍ୱାରା ଅନୁଷ୍ଠିତ ହୋଇଥି ପଥ ଉତ୍ସବ। ବିଧାୟକ ତାରା ପ୍ରସାଦ ବାହିନିପତି ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ନାଚ, ଗୀତରେ ଉଛୁଳି ଉଠିଥିଲା ପଥ । ବିଭିନ୍ନ ପ୍ରକାର ଖେଳ କସରତରେ ବି ସାମିଲ…

ସମୂହ ଆତ୍ମହତ୍ୟା: ତିନି ଭାଇଙ୍କୁ ବିବାହ କରିଥିଲେ ତିନି ଭଉଣୀ

ଭୁବନେଶ୍ୱର: ରାଜସ୍ଥାନର ଜୟପୁରରେ ତିନି ଭାଇଙ୍କୁ ଏକାଠି ବିବାହ କରିଥିବା ତିନି ଭଉଣୀ ଯୌତୁକ ନିର୍ଯାତନା ପାଇଁ ଆତ୍ମହତ୍ୟା କରିଛନ୍ତି । ସମସ୍ତ ତିନି ଭଉଣୀ ଏବଂ ତାଙ୍କର ଦୁଇ ଶିଶୁଙ୍କ ସହ କୂଅକୁ ଡେଇଁ ପଡ଼ିଛନ୍ତି କଲୁ, କମଲେଶ ଏବଂ ମମତା ମୀନା । କିଛି ବର୍ଷ ହେବ ତିନି ଭଉଣୀଙ୍କୁ ଶାଶୁ…

ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ ଜୟପୁରରେ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ 

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନଫରେନସିଂ ଜରିଆରେ ରାୟଗଡାରେ ଏକ ପ୍ଲାନେଟାରିଅମ ଏବଂ କୋରାପୁଟ ଜିଲ୍ଲାର ଜୟପୁରରେ ଏକ ଜିଲ୍ଲା ବିଜ୍ଞାନ କେନ୍ଦ୍ର ପାଇଁ ଭିତ୍ତି ପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବିଜ୍ଞାନ ଶିକ୍ଷାରେ ମନୋନିବେଶ…

ବୌଦ୍ଧ କୀର୍ତ୍ତିରାଜିର ମୁଖ ସାକ୍ଷୀ ଯାଜପୁରର ଉଦୟଗିରି ଓ ରତ୍ନଗିରି

ଯାଜପୁର: ଯାଜପୁର ଜିଲ୍ଲାର କୋଣ ଅନୁକୋଣରେ ରହିଛି ପ୍ରାଚୀନ ସଂସ୍କୃତିର ଛାପ । ଐତିହ୍ୟମଣ୍ଡିତ କୀର୍ତ୍ତିସ୍ଥଳ ଉପରେ ପର୍ଯ୍ୟଟନ କ୍ଷେତ୍ର ଶୋଭିତ । ପ୍ରାଚୀନ ଉତ୍କଳର ରାଜଧାନୀ ଥିବା ଯାଜପୁରର ଗଳିକନ୍ଦିରେ ପୌରାଣିକ ଓ ଐତିହାସିକ କୀର୍ତ୍ତିରାଜି ବିଦ୍ୟମାନ । ଜିଲ୍ଲାରେ ରହିଛି ବିଶ୍ୱ…

କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଶ୍ରମିକ ଅଶାନ୍ତି

ଯାଜପୁର: ଯାଜପୁର ଜିଲ୍ଲା କାଳିଆପାଣି ସ୍ଥିତ ବାଲେଶ୍ବର ଆଲଏଜ୍ ଖଣିରେ ଦେଖାଦେଇଛି ଶ୍ରମିକ ଅଶାନ୍ତି। ବକେୟା ଦରମା, ଇପିଏଫ୍ ଓ ବୋନସ୍ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶତାଧିକ ଶ୍ରମିକ। ସୁକିନ୍ଦା ରିଜିଅନ୍ କ୍ରୋମାଇଟ୍ ଖାଦାନ ମଜଦୁର ସଂଘ ନେତୃତ୍ବରେ ଶ୍ରମିକମାନେ ଖଣି କାର୍ଯ୍ୟାଳୟ…

ମାତ୍ର ୨୧ ବର୍ଷ ବୟସରେ ବନିଲେ ଦେଶର ସର୍ବକନିଷ୍ଠ ବିଚାରପତି !

ଜୟପୁର: ରାଜସ୍ଥାନ ଜୟପୁରର ଜନୈକ ଯୁବକ ମାତ୍ର୨୧ ବର୍ଷ ବୟସରେ ଦେଶର ସର୍ବକନିଷ୍ଠ ବିଚାରପତି ହେବା ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ଯାହା ଏବେ ଯୁବପିଢିଙ୍କ ମଧ୍ୟରେ ଏକ ଉଦାହରଣ ପାଲଟିଛି । ପ୍ରାପ୍ତ ସୂଚନାନୁଯାୟୀ ଜୟପୁରର ମାନସରୋବରରେ ଜନ୍ମିତ ମୟଙ୍କ ପ୍ରତାପ ସିଂହ ରାଜସ୍ଥାନ…