Latest Odisha News

BREAKING NEWS

Browsing Tag

Jajpur

ଆମେରିକା ଗଲେ ଅଲୋଡ଼ା ଅଲିଅଳି, ରାସ୍ତାରେ ଛାଡ଼ି ଦେଇଥିଲେ ବାପାମାଆ

ଯାଜପୁର: ଭିନ୍ନକ୍ଷମ ଦୁଇ ଭଉଣୀ । ନା କିଛି କହି ପାରନ୍ତି ନା ବୁଝି ପାରନ୍ତି । ଦୁନିଆକୁ ଆସିବା ପରେ ବାପାମାଆ ନିର୍ଦ୍ଦୟ ହୋଇ ଭିନ୍ନକ୍ଷମ ଦୁଇ ଭଉଣୀଙ୍କୁ ଅଲୋଡ଼ା ଭାବେ ରାସ୍ତାରେ ଛାଡ଼ି ଦେଇଥିଲେ । ବାପାମାଆଙ୍କ ପାଇଁ ଅଲୋଡ଼ା ଦୁଇ ଭଉଣୀ ଏବେ ଆମେରିକା ଯାଉଛନ୍ତି । ଆମେରିକାର ଦମ୍ପତି…

[ଦେଖନ୍ତୁ ଭିଡିଓ] ରାସ୍ତା କଡ଼ରେ ମଦ ବାରକୁ ଅନୁମତି ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ଥାନୀୟ ବାସିନ୍ଦା

ଯାଜପୁର: ନିୟମ ନିୟମ ବାଟରେ ଆଉ ମଦ ଦୋକାନ… ଦୋକାନ ବାଟରେ । ମନ୍ଦିର କିମ୍ବା ଶିକ୍ଷାନୁଷ୍ଠାନ ନିକଟରେ ମଦ ଦୋକାନ ଖୋଲିବାକୁ ଅନୁମତି ଦିଆଯିବା କଥା ନୁହେଁ । ହେଲେ ଏଠି ସବୁ ନିୟମକୁ ଦଳି ଚକଟି ଦେଇଛି ଅବକାରୀ ବିଭାଗ । ଯାଜପୁର ଜିଲ୍ଲା ସିଂହପୁର ରାସ୍ତାର ଆକୁଲିଆ ନିକଟରେ ଖୋଲା ଯାଇଛି ମଦ…

POS ମେସିନ୍ ଲଗାଇବା ଆଳରେ ଲକ୍ଷାଧିକ ଟଙ୍କା ଠକେଇ, ବନ୍ଧା ହେଲା ଗ୍ୟାଙ୍ଗ

ଯାଜପୁର: ବିଭିନ୍ନ ଦୋକାନରେ (POS) ବା ପଏଣ୍ଟ ଅଫ୍ ସେଲ୍ ମେସିନ୍ ଲଗାଇବା ଆଳରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ । ବନ୍ଧା ହେଲେ ଦମ୍ପତିଙ୍କ ସହ ୫ ଜଣ । ଠକଙ୍କ ଠାରୁ ନଗଦ ୧୦ ଲକ୍ଷ ଟଙ୍କା, ୬୩ଟି ଏଟିଏମ କାର୍ଡ, ଗୋଟିଏ କ୍ରେଡିଟ୍ କାର୍ଡ, ୭ଟି ମୋବାଇଲ ଫୋନ୍, ୪୬ଟି ସିମ୍ କାର୍ଡ, ୨୧ଟି…

ବିଇଡି ପରୀକ୍ଷା ନାଁରେ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ଠକିଦେଲେ ଏଜେଣ୍ଟ

ଯାଜପୁର: ଏଜେଣ୍ଟଙ୍କ ଜରିଆରେ ନାମଲେଖା । ଏଜେଣ୍ଟଙ୍କ ଜରିଆରେ ପରୀକ୍ଷା । ଆନ୍ଧ୍ର ୟୁନିଭରସିଟିରେ ବିଇଡି ନାମଲେଖା ଓ ପରୀକ୍ଷା ନାଁରେ ଠକେଇ ହୋଇଥିବା ଅଭିଯୋଗ ହୋଇଛି । ଅଭିଜିତ ନାମକ ଜଣେ ଏଜେଣ୍ଟ ୪୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ବିଇଡି ଆଡମିଶନ ଲାଗି ସାର୍ଟିଫିକେଟ୍ ସହ ୨୦ ହଜାର ଲେଖାଏ…

୯ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଡିଲରଙ୍କ ବିକ୍ଷୋଭ

ଯାଜପୁର: ଯୋଗାଣ ବିଭାଗ ଅଧିନରେ କାର୍ଯ୍ୟରତ ଡିଲରମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ୯ ଦଫା ଦାବି ପୂରଣ ନେଇ ଡିଲର ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଡିଲରମାନଙ୍କୁ ମିଳୁଥିବା କମିଶନ ବୃଦ୍ଧି କରିବା, ଯୋଗାଣ ସାମଗ୍ରୀ ପରିବହନ ସମୟରେ…

[ଦେଖନ୍ତୁ ଭିଡିଓ] ରାଇଙ୍କ ମୃତ୍ୟୁ ଦୁଃଖରେ ଖାଦ୍ୟ ଛାଡ଼ି ଦେଲେଣି କୁନି ରାଇମୋହନ

ଯାଜପୁର: କୁନି ରାଇମୋହନ । ଭାବ ଭଙ୍ଗୀ ଆଉ ଡାଇଲଗ୍… ସବୁ ରାଇମୋହନଙ୍କ ଭଳି । ଚର୍ଚ୍ଚିତ ଖଳନାୟକ ରାଇମୋହନ ପରିଡ଼ା ଆଉ ନାହନ୍ତି, କିନ୍ତୁ ଛାଡ଼ି ଯାଇଛନ୍ତି ଛାପ । ଯାଜପୁର ଜିଲ୍ଲା ବିଞ୍ଝାରପୁର ଚାଉଁତରା ଗାଁର ଗୌରାଙ୍ଗ ବାରିକ । ନିଜ ପ୍ରିୟ କଳାକାରଙ୍କ ବିୟୋଗରେ ଭାଙ୍ଗି ପଡ଼ିଛନ୍ତି…

ଥାନା ଆଗରେ ଗ୍ରାମବାସୀଙ୍କ ଧାରଣା, ମୃତ୍ୟୁ ରହସ୍ୟ ଉନ୍ମୋଚନ ଦାବି

ଯାଜପୁର: ମାସେ ପରେ ବି ଜଣାପଡ଼ୁନି କେମିତି ମଲା କାଳିଆ ? ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କମାରଢ଼ିହିର ଅକ୍ଷୟ ଓରଫ୍ କାଳିଆ ମୃତ୍ୟୁକୁ ମାସେ ବିତିଲାଣି । ତଥାପି ମୃତ୍ୟୁ ଉପରୁ ପରଦା ହଟୁନି । ଯାହାକୁ ନେଇ ଦିନକୁ ଦିନ ତେଜିବାରେ ଲାଗିଛି ଅସନ୍ତୋଷ । କାଳିଆକୁ ହତ୍ୟା କରାଯାଇଥିବା ଅଭିଯୋଗ…

ବିଭିନ୍ନ ଚୋରି ଘଟଣାରେ ୭ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଯାଜପୁର: ବିଭିନ୍ନ ସ୍ଥାନରେ ଚୋରି ଘଟଣାରେ ସମ୍ପୃକ୍ତ ୭ ଚୋରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଯାଜପୁର ପୋଲିସ । ଗିରଫଙ୍କ ନିକଟରୁ ଚୋରି ସାମଗ୍ରୀ ସହିତ ନଗଦ ଟଙ୍କା ମଧ୍ୟ ଜବତ କରିଛି ପୋଲିସ । ଯାଜପୁର ଟାଉନ ଥାନା ଅଞ୍ଚଳରେ ହୋଇଥିବା ବିଭିନ୍ନ ଚୋରି ଘଟଣାର ତଦନ୍ତ କରି ପୋଲିସ ଏହି…

କିନ୍ନର ବୋଲି ନବଜାତକୁ ଘରକୁ ନେଲେନି ପରିବାର ଲୋକ

ଯାଜପୁର: ଜନ୍ମ ହୋଇଥିବା ଶିଶୁକୁ ଗ୍ରହଣ କଲେନି ପରିବାର ଲୋକେ । ନବଜାତଟି କିନ୍ନର ଭାବେ ଜନ୍ମ ହୋଇଛି। ଡାକ୍ତର ପିଲାର ଲିଙ୍ଗ ବିଷୟରେ କହିବା ପରେ ଘରକୁ ନେବାକୁ ଅମଙ୍ଗ ହୋଇଥିଲେ ପରିବାର ଲୋକେ । ମଙ୍ଗଳବାର ଯାଜପୁର ଟାଉନର ଏକ ନର୍ସିଂହୋମରେ ଶିଶୁଟି ଜନ୍ମ ହୋଇଥିଲା। ନବଜାତଟି କିନ୍ନର ବୋଲି…

ସାମାନ୍ୟ ମାଛଧରାକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

ଯାଜପୁର: ମାଛଧରାକୁ କେନ୍ଦ୍ର କରି ଗଣ୍ଡଗୋଳ । ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଛି । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଚଷାଖଣ୍ଡ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଚଷାଖଣ୍ଡ ଗାଁର ଧୀରେନ୍ଦ୍ର ଜେନା । ଅଭିଯୋଗ ଅନୁସାରେ, କିଛି ଦିନ ତଳେ ମାଛଧରାକୁ କେନ୍ଦ୍ର କରି ଧୀରେନ୍ଦ୍ରଙ୍କର…