୧୦୦ ଛୁଇଁଲା ଓଡିଶାରେ କରୋନା ପଜିଟିଭ୍ଙ୍କ ସଂଖ୍ୟା
ଭୁବନେଶ୍ୱର : ଯାଜପୁରରେ ଶନିବାର ୬ ଜଣ କରୋନା ପଜିଟିଭ ଚିହ୍ନଟ ହେବା ସହିତ ଓଡିଶାରେ ମୋଟ କରୋନା ପଜିଟିଭଙ୍କ ସଂଖ୍ୟା ୧୦୦ ଛୁଇଁଛି । ଏଥି ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟରରେ ସୂଚନା ଦିଆଯାଇଛି ।
Health Update: 25th April, 2020
Six New Positive Cases in…