Latest Odisha News
Browsing Tag

Jajpur

୩୦ ଗ୍ରାମ ବ୍ରାଉନସୁଗର ସହ ମହିଳା ଗିରଫ

ଯାଜପୁର: ଯାଜପୁର ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡକୁ ସଫଳତା । ମେଟୁଆଣି ଗଡିଆ ଅଞ୍ଚଳରେ ଚଢ଼ାଉ ପରେ ମିଳିଛି ୩୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗର ରଖିଥିବା ମହିଳା ମଧ୍ୟ ଗିରଫ। ମୋବାଇଲ ସ୍କ୍ୱାଡ୍ ଅଧିକାରୀ ସମୀର ରଞ୍ଜନ ମହାନ୍ତି ଆଜି ସକାଳୁ ଯାଜପୁର ରୋଡ୍ ଥାନା ୧୯ନଂ ୱାର୍ଡର ମେଟୁଆଣି…

ପ୍ରଚଣ୍ଡ ଶବ୍ଦରେ ଥରିଲା ୩ ଜିଲ୍ଲା, ଭୟରେ ଘରୁ ବାହାରି ଆସିଲେ ଲୋକ

ଭୁବନେଶ୍ୱର: ବିସ୍ଫୋରଣରେ ଥରି ଉଠିଲା ଓଡ଼ିଶାର ୩ ଜିଲ୍ଲା । ବୁଧବାର ରାଜ୍ୟର ୩ ଜିଲ୍ଲା ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲାରେ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ବଡ଼ ବିସ୍ଫୋରଣ ଶବ୍ଦ ଶୁଣି ଲୋକେ ପ୍ରାଣ ବିକଳରେ ଯିଏ ଜୁଆଡ଼େ ପାରିଥିଲେ ଧାଇଁଥିଲେ । ପ୍ରଚଣ୍ଡ ବିସ୍ଫୋରଣ ଶବ୍ଦ ୩…

ପଶ୍ଚିମବଙ୍ଗ ଚାଲାଣ ବେଳେ ୧୫୫ ଗୋରୁ ଉଦ୍ଧାର କଲା STF, ୨ ଗିରଫ

ଭୁବନେଶ୍ୱର: ଏସଟିଏଫ୍ ହାତରେ ଗୋ-ଚାଲାଣକାରୀ । ଓଡ଼ିଶାରୁ ବାହାର ରାଜ୍ୟକୁ ଗୋରୁ ଚାଲାଣ ବେଳେ ଧରା ପଡ଼଼ିଲେ ୨ ଅଭିଯୁକ୍ତ । ଶନିବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗ ଚାଲାଣ ବେଳେ ଏସଟିଏଫ୍ ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସାହାପୁର ହାଟ ପଡ଼ିଆ ନିକଟରୁ ଏକ ଗୋରୁ ଭର୍ତ୍ତି ୧୬ ଚକିଆ…

ପୌର ଅଧିକାରୀଙ୍କ ଉପରକୁ ଫାଇଲ ଫିଙ୍ଗିଦେଲେ ଲେଡି ଚେୟାରମ୍ୟାନ, ଭିଡିଓ ଭାଇରାଲ

ଯାଜପୁର:ରାଗିଗଲେ ପୌରାଧ୍ୟକ୍ଷା ମାଡମ୍ । ଚାମ୍ବରକୁ ଡାକି  ପୌର ନିର୍ବାହୀ ଅଧିକାରୀଙ୍କୁ ମନ ଇଚ୍ଛା ଗାଳି ଦେଲେ । ସେତିକି ନୁହେଁ, ନିର୍ବାହୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡିଥିଲେ ପୌରାଧ୍ୟକ୍ଷା। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବ୍ୟାସନଗର ପୌରପରିଷଦ କାର୍ଯ୍ୟାଳୟରେ।…

ଉଚ୍ଛେଦ ହୋଇପାରିବନି ଆରଏମସି ପରିବା ମାର୍କେଟ: ବ୍ୟବସାୟୀ

ଯାଜପୁର : କିଆନାଳୀ ଛକ ଆର ଏମ ସି  ପରିବା ମାର୍କେଟ ଉଚ୍ଛେଦକୁ ନେଇ  ବିରୋଧ କଲେ ବ୍ୟବସାୟୀ । ପୂର୍ବରୁ ପ୍ରଶାସନ ପକ୍ଷରୁ ଉଚ୍ଛେଦ ନୋଟିସ ଦିଆଯାଇଥିଲା  ।  ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତି ରେ ଉଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ଉଚ୍ଛେଦ ପାଇଁ ଆସିଥିବା ବେଳେ ଏହାକୁ ବିରୋଧ…

ମନରେଗା ଯୋଜନାରେ ଦୁର୍ନୀତି, ଅଧିକାରୀ ଓ ସରପଞ୍ଚଙ୍କଠାରୁ କେବେ ଆଦାୟ ହେବ ଟଙ୍କା ?  

ଯାଜପୁର : ବିଂଝାରପୁର ବ୍ଲକରେ ମନରେଗା ଯୋଜନାରେ ଦୁର୍ନୀତି । ଅଧିକାରୀ ଓ ସରପଞ୍ଚ ଲୁଟ୍‌ କରିଥିବା ଅଭିଯୋଗ । ବିଂଝାରପୁର ବ୍ଳକର ୨୦୧୯-୨୦ ଆର୍ଥିକ ବର୍ଷରେ ହୋଇଥିବା ମନରେଗା ଯୋଜନାର ତଦନ୍ତ ରିପୋର୍ଟ ଆସିବା ପରେ ଚର୍ଚ୍ଚା ଜୋର ଧରିଛି । ବାରମ୍ବାର ନୋଟିସ ଦିଆଯାଉଥିବା ବେଳେ ଟଙ୍କା ଦେବାର…

ବିରଳ ପ୍ରଜାତିର କଇଁଛ ଉଦ୍ଧାର

ଯାଜପୁର : ମଙ୍ଗଳପୁର ଥାନା ଅନ୍ତର୍ଗତ ତରପଦା ଗାଁରୁ ବିରଳ ପ୍ରଜାତିର କଇଁଛ ଉଦ୍ଧାର ।  ଯାଜପୁର ରୋଡ ବନ ବିଭାଗ ଦ୍ୱାରା ଉଦ୍ଧାର ଏହି ବିରଳ କଇଁଛ ଉଦ୍ଧାର କରାଯାଇଛି l ସୂଚନା ଅନୁଯାୟୀ, କଟକ ବନଖଣ୍ଡ ଅଧିକାରୀ ଡ଼ ସଞ୍ଜୟ କୁମାର ସ୍ୱାଇଁ  କୌଣସି ସୂତ୍ରରୁ ତରପଦା ଗାଁରେ ଏକ ବିରଳ ପ୍ରଜାପତିର…

ଧରାପୃଷ୍ଠରୁ ମେଲାଣି ନେଲେ ମା’ କାଳୀ

ଯାଜପୁର : ବିଦାୟ ନେଲେ ମା’ କାଳୀ  । ବାଦ୍ୟ, ଘଣ୍ଟ, ସିଂଘ ବାଜା ତାଳେ ତାଳେ ମାଙ୍କୁ ଦେବୀଗଡାକୁ ବିସର୍ଜନ ହେଉଛନ୍ତି ମା ।  ଭସାଣ ଉତ୍ସବ ଆଜି ଶେଷ ହେବ । ଭସାଣ ଉତ୍ସବକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି । ଶାନ୍ତିଶୃଙ୍ଖଳାରେ ଭସାଣ ଉତ୍ସବ ସାରିବା ପାଇଁ ଜିଲ୍ଳା…

ଯାଜପୁରରେ ପାନୀୟଜଳ ପ୍ରକଳ୍ପର ରଡ୍ ଚୋରି କରି ଯୁବକ ଗିରଫ

ଯାଜପୁର :  ଯାଜପୁରରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ ପାଇଁ ଆସୁଥିବା ରଡ଼ ଚୋରି କରି ନେଉଯାଉଥିବା ବେଳେ ଧରାପଡିଲା ଯୁବକ। ଯାଜପୁର ଥାନା ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋରେ ରଡ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ।  ସେଠାରେ ବ୍ୟବହାର ପାଇଁ ଆସିଥିବା ରଡ଼କୁ ସମ୍ପୃକ୍ତ…