Latest Odisha News

BREAKING NEWS

Browsing Tag

Jalaka River

ବାଲେଶ୍ୱର ଜିଲ୍ଲା ମଥାନୀରେ ବଢୁଛି ଜଳକା ଜଳସ୍ତର

ବାଲେଶ୍ୱର: ଉପରମୁଣ୍ଡରେ ଲଗାଣ ବର୍ଷା ରେ ବଢୁଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଆଜି ମଥାନୀଠାରେ ଜଳକାର ଜଳସ୍ତର ରହିଛି ୬.୩୦ ମିଟର । ଏଠାରେ ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ଗତକାଲିଠାରୁ…

ବିପଦ ସଙ୍କେତ ଟପିଲା ଜଳକା ନଦୀର ଜଳସ୍ତର

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବିପଦ ସଂକେତ ଟପିଲା ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଅନ୍ତର୍ଗତ ମଥାନୀଠାରେ ବିପଦ ସଂକେତ ଟପିଛି । ମଥାନୀଠାରେ ଏବେ ୬.୦୨ ମିଟର ଜଳସ୍ତର ରହିଛି । ଏଠାରେ ଜଳକାର ବିପଦ ସଙ୍କେତ ସ୍ତର ରହିଛି ୫.୫୦ ମିଟର । ବସ୍ତା ଓ ବାଲେଶ୍ୱର ସଦର…

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲିଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିଦପ ସଙ୍କେତ ଟପିଛି ଜଳକା ନଦୀର ଜଳସ୍ତର । ମଥାନୀଠାରେ ବିପଦ ସଙ୍କେତ ସ୍ତର ୫.୫୦ ମିଟର ରହିଥିବା ବେଳେ ଏବେ ୫.୭୭ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି । ଫଳରେ ବାଲେଶ୍ୱର…

ଫୁଲୁଛି ଜଳକା: ପାଣି ଘେରରେ ବସ୍ତା ବ୍ଲକର ୫୦ରୁ ଅଧିକ ଗାଁ

ବାଲେଶ୍ୱର: ଉପରମୁଣ୍ଡରେ ବର୍ଷା ଯୋଗୁ ଫୁଲୁଛି ଜଳକା ନଦୀ । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ଟପିଛି । ବିପଦ ସଙ୍କେତଠାରୁ ପାଖାପାଖି ୨ ମିଟର ଅଧିକ ପାଣି ପ୍ରବାହିତ ହେଉଛି । ମଥାନୀଠାରେ ଏବେ ୭.୧୮ ମିଟର ପାଣି ପ୍ରବାହିତ ହେଉଛି । ସେଠାରେ ବିପଦ ସଙ୍କେତ ସ୍ତର…

ବିପଦ ସଙ୍କେତ ଟପିଲା ଜଳକା

ବାଲେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷାରେ ବଢ଼ିଛି ଜଳକା ନଦୀର ଜଳସ୍ତର । ବାଲେଶ୍ୱର ଜିଲ୍ଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବିପଦ ସଙ୍କେତ ଟପିଛି । ବସ୍ତା ବ୍ଲକର ମଥାନୀଠାରେ ସକାଳ ୬ଟା ସୁଦ୍ଧା ୫.୬ ମିଟର ଜଳ ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ରହିଛି ୫.୫ ମିଟର । ଫଳରେ…

ବିିପଦ ସଂକେତ ଡେଇଁଲା ଜଳକା

ବାଲେଶ୍ୱର: ବିପଦ ସଂକେତ ଡେଇଁଲା ଜଳକା । ବାଲେଶ୍ୱର ଜିଲ୍ଲା ବସ୍ତାର ମଥାନୀ ଠାରେ ବିପଦ ସଂକେତ ଟପିଛି ଜଳକା ନଦୀ । ମଥାନୀ ଠାରେ ବିପଦ ସଂକେତ ୫.୫୦ ମିଟର ଥିବା ବେଳେ ଏବେ ୬.୨୩ ମିଟରରେ ଜଳ ପ୍ରଭାବିତ ହେଉଛି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଜଳକା ନଦୀର ଜଳସ୍ତର ବଢ଼ିବାରେ ଲାଗିଛି । ନଦୀର…

ବିପଦ ସଂକେତ ଛୁଇଁଲା ଜଳକା

ବାଲେଶ୍ୱର: ଫୁଲୁଛି ଜଳକା । ବଢ଼ୁଛି ଜଳକାର ଜଳସ୍ତର । ବିପଦ ସଂକେତ ଛୁଇଁଲା ଜଳକା ନଦୀ । ବାଲେଶ୍ୱର ବସ୍ତା ମଥାନୀ ଠାରେ ଜଳକା ନଦୀ ବିପଦ ସଂକେତ ଛୁଇଁଛି । ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାରୁ ନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଏବେ ୫.୫ ମିଟରରେ ପ୍ରବାହିତ ହେଉଛି ଜଳକା ।…