Latest Odisha News
Browsing Tag

Jay Jagannath

ପୁରୀର ସାତ ଲହଡ଼ି ମଠ କଥା…

ଶ୍ରୀଜଗନ୍ନାଥଙ୍କ ଆଧ୍ୟାତ୍ମିକ ଅନୁଭୂତିକୁ ନେଇ କୁମାର ଭୀମସେନଙ୍କ ନିୟମିତ ସ୍ତମ୍ଭ: ଶ୍ରୀଜଗନ୍ନାଥ କଥାମୃତ ଅତିବଡୀ ଜଗନ୍ନାଥ ଦାସଙ୍କର ତିରୋଭାବ ପୀଠ ଭାବେ ସାତ ଲହଡି ମଠ ଶ୍ରୀକ୍ଷେତ୍ର ତଥା ସମଗ୍ର ଓଡିଶାରେ ସୁପରିଚିତ । ଉତ୍କଳର ଗଜପତି ପ୍ରତାପରୁଦ୍ର ଦେବ ଅତିବଡୀଙ୍କୁ ବହୁତ ସମ୍ମାନ…

ରଥଯାତ୍ରା ପ୍ରସ୍ତୁତି: ରଥଖଳାରେ ସରିଲା ୨୪ଟି ଚକ ନିର୍ମାଣ କାର୍ଯ୍ୟ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ଦ୍ରୁତ ଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ । ସୋମବାର ସନ୍ଧ୍ୟା ସୁଦ୍ଧା ସମସ୍ତ ୪୨ଟି ତୁମ୍ବ ବିନ୍ଧ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହୋଇଛି । ରଥଖଳାରେ ସମସ୍ତ କାରିଗର ସେବକମାନଙ୍କ ଦ୍ୱାରା ଆଜି ସୁଦ୍ଧା…

ରଥଯାତ୍ରା: ପ୍ରଚଣ୍ଡ ଖରା ସତ୍ତ୍ୱେ ଦ୍ରୁତଗତିରେ ଚାଲିଛି ତିନିରଥର ନିର୍ମାଣ କାର୍ଯ୍ୟ…

ପୁରୀ: ପ୍ରଚଣ୍ଡ ଖରାରେ ଅସହ୍ୟ ଗରମକୁ ଖାତିର୍ ନ’କରି ରଥଖଳାରେ କାରିଗରମାନେ ନିର୍ମାଣ କରି ଚାଲିଛନ୍ତି ତିନିରଥର ନିର୍ମାଣ କାର୍ଯ୍ୟ । ସରକାରଙ୍କ ଲକ୍‌ଡାଉନ କଟକଣାକୁ ପାଳନ କରିବା ସହିତ ସାମାଜିକ ଦୂରତା ରକ୍ଷା କରି ବଡ଼ଦାଣ୍ଡର ରଥଖଳାରେ ଦ୍ରୁତ ଗତିରେ ଚାଲିଛି ରଥ ନିର୍ମାଣ । ପାରମ୍ପରିକ…

ଜାଣନ୍ତୁ, ଶ୍ରୀମନ୍ଦିରରେ କିପରି ପାଳିତ ହୁଏ ନୃସିଂହଙ୍କ ଜନ୍ମନୀତି

ଆଜି ବୈଶାଖ ଶୁକ୍ଳ ଚତୁର୍ଦ୍ଦଶୀ । ଆଜିର ପବିତ୍ର ଦିନରେ ଶ୍ରୀମନ୍ଦିରରେ ପାଳିତ ହେଉଛି ନୃସିଂହ ଦେବଙ୍କ ଜନ୍ମନୀତି । ପାରମ୍ପରିକ ଭାବେ ଶ୍ରୀମନ୍ଦିରରେ ଏହି ତିଥିଟିକୁ ପାଳନ କରାଯାଇଥାଏ । ସ୍କନ୍ଦ ପୁରାଣ ଅନୁଯାୟୀ ପୁରୁଷୋତ୍ତମ କ୍ଷେତ୍ରରେ ଜଗନ୍ନାଥ ନୃସିଂହ ରୂପରେ ରାଜା…

ରଥଯାତ୍ରା: ପୁରୀରେ ପହଞ୍ଚିଲା ୧୦ମ ପର୍ଯ୍ୟାୟ ରଥକାଠ

ପୁରୀ: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥଯାତ୍ରା ଅନୁଷ୍ଠିତ ହେବାନେଇ ଅନିଶ୍ଚିତତା ଜାରି ରହିଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଲାଗି ତିନିରଥ ନିର୍ମାଣ ଲାଗି ରଥ କାଠ ମଧ୍ୟ ପର୍ଯ୍ୟାୟ କ୍ରମେ ପୁରୀରେ ପହଞ୍ଚିବାରେ ଲାଗିଛି । ରବିବାର ଦିନ ୧୦ମ ପର୍ଯ୍ୟାୟରେ…

ଶ୍ରୀମନ୍ଦିର ପରିସରରେ ଆରମ୍ଭ ହେଲା ରଥ ନିର୍ମାଣ; ଚାପ ଖେଳିଲେ ଠାକୁର

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉତ୍ସବର ଆଜି ପବିତ୍ର ଅକ୍ଷୟ ତୃତୀୟ ହେଉଛି ପ୍ରଥମ ପର୍ବ । ପାରମ୍ପରିକ ଭାବେ ଆଜି ଦିନରେ ରଥକାଠ ଅନୁକୂଳ ହେଉଥିବା ବେଳେ ରବିବାର ଦିନ ଶ୍ରୀମନ୍ଦିର ପରିସରରେ ବିଧି ମୁତାବକ ଅକ୍ଷୟ ତୃତୀୟାର ସମସ୍ତ ନୀତିକାନ୍ତି ପାଳିତ ହୋଇଛି ।…

ଅକ୍ଷୟ ତୃତୀୟା ଲାଗି ଚୂଡ଼ାନ୍ତ ପ୍ରସ୍ତୁତିରେ ନରେନ୍ଦ୍ର ପୁଷ୍କରିଣୀ

ପୁରୀ: ଆସନ୍ତା ଏପ୍ରିଲ୍ ୨୬ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା । ଏହିଦିନ ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁ ଖେଳିବେ ଚାପଖେଳ । ଏହି ଚାପଖେଳରେ ବ୍ୟବହୃତ ହେବ ଡଙ୍ଗା । ଏବେ ପୁଷ୍କରିଣୀ ସଫା ହେବା ପରେ ଦୁଇଟି ଡଙ୍ଗା ପ୍ରସ୍ତୁତି ଚାଲିଛି । ପୁରୀର ମହାରଣା ସେବକମାନେ ଦିନ ରାତି ପରିଶ୍ରମ…

ଲକ୍‌ଡାଉନ୍ ପ୍ରଭାବ: ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ପାଳିତ ହେବ ଚନ୍ଦନ ଯାତ୍ରା !

ପୁରୀ: କରୋନା ମହାମାରୀ ସଂକ୍ରମଣ ରୋକିବା ଲାଗି ଏବେ ଓଡ଼ିଶା ସମେତ ସାରା ଭାରରେ ଚାଲିଛି ଲକ୍‌ଡ଼ାଉନ୍ । ଲକ୍‌ଡ଼ାଉନ୍ ପ୍ରଭାବରେ ପୁରୀରେ କିପରି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଳିତ ହେବ ଏବେ ସେନେଇ ବିଭିନ୍ନ ମହଲରେ ଚିନ୍ତା ଉପୁଜିଛି । ରଥଯାତ୍ରାର ଅବ୍ୟବହିତ ପୂର୍ବରୁ ଅକ୍ଷୟ ତୃତୀୟାରେ…