Latest Odisha News

BREAKING NEWS

Browsing Tag

jds

କର୍ଣ୍ଣାଟକରେ ମୋଦିଙ୍କୁ ହରାଇଦେଲେ ରାହୁଲ

ଭୁବନେଶ୍ୱର: କର୍ଣ୍ଣାଟକରେ କାମ କଲାନି ମୋଦିଙ୍କ ଯାଦୁ। କଂଗ୍ରେସର ବହୁ ସଂଖ୍ୟାରେ ବିଜୟ ବିଜେପିର ସମସ୍ତ ଉଦ୍ୟମକୁ ଫିକା ପକାଇ ଦେଇଛି। କର୍ଣ୍ଣାଟକରେ ୯ ଦିନ ଧରି ବିଜେପିର ସବୁଠୁ ଲୋକପ୍ରିୟ ଚେହେରା ପ୍ରଧାନମନ୍ତ୍ରୀ ମୋଦିଙ୍କ ୧୮ ଟି ବଡ଼ ସାଧାରଣ ସଭା, ୬ ଟି ଦୀର୍ଘ ସମୟର ରୋଡ଼ ଶୋର କିଛି…

କର୍ଣ୍ଣାଟକରେ ଝୁଲାଇବ ଜେଡିଏସ

ଭୁବନେଶ୍ୱର: ରାତି ପାହିଲେ କର୍ଣ୍ଣାଟକ ନିର୍ବାଚନ ଭୋଟ ଗଣତି ଆରମ୍ଭ ହେବ। କର୍ଣ୍ଣାଟକ ମହାସଂଗ୍ରାମର ମହାଫଳ ପ୍ରକାଶ ପାଇବ। କିନ୍ତୁ ଏହା ପୂର୍ବରୁ ସରକାର ଗଢ଼ିବା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଭିନ୍ନ ଏକଜିଟ ପୋଲ ଭିନ୍ନ ଭିନ୍ନ କଥା କହୁଥିବା ହେଲେ ଝୁଲା ବିଧାନସଭାକୁ ଏଡାଇ…

କାହାର ହେବ କର୍ଣ୍ଣାଟକ ? ଏକଜିଟ୍ ପୋଲରେ କଂଗ୍ରେସ ଆଗୁଆ, ଜେଡିଏସ୍ ସାଜିବ ‘କିଙ୍ଗମେକର’

ବେଙ୍ଗଳୁରୁ: ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ଲାଗି ମତଦାନ ସରିଛି । ଭିନ୍ନ ଭିନ୍ନ ସଂସ୍ଥା ବୁଥ୍ ବାହୁଡ଼ା ମତ ପ୍ରକାଶ କରିଥିବା ବେଳେ ୭ଟାରୁ ୫ଟି ଏକଜିଟ୍ ପୋଲରେ କଂଗ୍ରେସ ବଡ଼ ଦଳ ଭାବେ ଉଭା ହୋଇଛି । ଏକଜିଟ୍ ପୋଲ୍ ଅନୁସାରେ, କର୍ଣ୍ଣାଟକରେ ଯଦି ଝୁଲା ସରକାର ହୁଏ ତାହାଲେ ସରକାର…

‘କର୍ଣ୍ଣାଟକ ନିର୍ବାଚନ’, ଝାଳ ବୁହାଇ ଲଢ଼ିଲେ ଝୁଲା ସରକାର ଗଢିବେ !

ଭୁବନେଶ୍ୱର: କର୍ଣ୍ଣାଟକରେ ମତଦାନ ପ୍ରକ୍ରିୟା ସରିବା ସହ ଏବେ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମରେ ସିଲ ହୋଇଛି। ରାଜନୈତିକ ଦଳ ଗୁଡ଼ିକର ଭବିଷ୍ୟତ ମଧ୍ୟ ଏହି ଇଭିଏମର ଫଳାଫଳ ଉପରେ ନିର୍ଭର କରୁଛି। ଏଭଳି ସ୍ଥିତିରେ ବିଭିନ୍ନ ପ୍ରାକ ନିର୍ବାଚନ ସର୍ଭେରେ ଭିନ୍ନ ଭିନ୍ନ ଚିତ୍ର ଆସୁଛି। କଂଗ୍ରେସ…

କର୍ଣ୍ଣାଟକରେ ବିଜେପି ଦେବ କ୍ଷୀର, କଂଗ୍ରେସର ପୁରୁଣା ପେନସନ !

ଭୁବନେଶ୍ୱର: କର୍ଣ୍ଣାଟକରେ ପ୍ରଚାର ସହ ଆରମ୍ଭ ହୋଇଛି ଇସ୍ତାହାର ଲଢେଇ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ଦଳର ହେଭିୱେଟମାନେ ପ୍ରଚାର କରୁଥିବା ବେଳେ କଂଗ୍ରେସର ରାହୁଲ ଓ ପ୍ରିୟଙ୍କା ପ୍ରଚାର ମଙ୍ଗ ଧରିଛନ୍ତି। ଉଭୟ ଦଳର ନେତାମାନେ ପରସ୍ପର ବିରୋଧରେ ବର୍ଷୁଛନ୍ତି। ଏଭଳି ସ୍ଥିତିରେ କଂଗ୍ରେସ…

କର୍ଣ୍ଣାଟକରେ କଂଗ୍ରେସକୁ ଦଳିତଙ୍କ ସମର୍ଥନ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନ ଦିନକୁ ଦିନ ରୋଚକ ମୋଡ଼ ନେଉଛି। ଦୁଇ ଟାଣୁଆ ଲିଙ୍ଗାୟତ ନେତା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଓ ଉପମୁଖ୍ୟମନ୍ତ୍ରୀ ଲକ୍ଷଣ ସାବାଡି କଂଗ୍ରେସରେ ଯୋଗ ଦେଇଥିବା ବେଳେ ଲିଙ୍ଗାୟତଙ୍କ ସମର୍ଥନ କଂଗ୍ରେସକୁ ଆସିବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ…

‘କର୍ଣ୍ଣାଟକ ଲଢେଇ’ କଂଗ୍ରେସର ଅଭିଜ୍ଞତା ବନାମ ବିଜେପିର ନୂଆ ମୁହଁ

ଭୁବନେଶ୍ୱର: କର୍ଣ୍ଣାଟକରେ ଏଥର ନୂଆ ବନାମ ପୁରୁଣା ଲଢେଇ। ବିଜେପି ୭୦ ରୁ ଅଧିକ ନୂଆ ଚେହେରାକୁ ନିର୍ବାଚନ ମଇଦାନକୁ ଓଲ୍ହାଇଛି। ଏପରିକି ପ୍ରାୟ ୨୦ ଜଣ ବିଧାୟକଙ୍କ ଟିକେଟ କାଟିଛି ଦଳ। ଦଳର ବହୁ ବରିଷ୍ଠ ନେତା, ପୂର୍ବତନ ମୁଖ୍ୟମନ୍ତ୍ରୀ, ବରିଷ୍ଠ ବିଧାୟକ ତଥା ବହୁ ହେଭିୱେଟଙ୍କୁ ଟିକେଟ…

‘କର୍ଣ୍ଣାଟକରେ ରାହୁଲ’ ଯେଉଁ କୋଲାର ପାଇଁ ଭୋଗୁଛନ୍ତି, ସେଇ କୋଲାରରେ କରିବେ ପ୍ରଚାର

ଭୁବନେଶ୍ୱର: କର୍ଣ୍ଣାଟକରେ ଆର ପାରର ଲଢେଇ। ବିଜେପି କଂଗ୍ରେସ ମୁହାଁମୁହିଁ। ଉଭୟ ଦଳ ପାଇଁ କର୍ଣ୍ଣାଟକ ନିର୍ବାଚନ କେବଳ କର୍ଣ୍ଣାଟକ ନୁହେଁ ସାରା ଦେଶରେ ବେଶ ଗୁରୁତ୍ୱ ବହନ କରୁଛି। ରାହୁଲ ଗାନ୍ଧୀଙ୍କ ସଦସ୍ୟ ପଦ ରଦ୍ଦ ପ୍ରସଙ୍ଗ ପରେ ସବୁ ବିରୋଧୀ ଏକ ହୋଇଛନ୍ତି। ତେଣୁ କର୍ଣ୍ଣାଟକରେ…

‘କର୍ଣ୍ଣାଟକ ନିର୍ବାଚନ’ ଭାଗ ହେବନି ଅଣବିଜେପି ଭୋଟ !

ଭୁବନେଶ୍ୱର: କର୍ଣ୍ଣାଟକ ନିର୍ବାଚନରେ ବିଜେପିକୁ ମାତ ଦେବାକୁ ବିରୋଧୀଙ୍କ ନୂଆ ଯୋଜନା। ଅଣବିଜେପି ଭୋଟକୁ ଭାଗ ଭାଗ ନ କରିବାକୁ ବଡ଼ ଯୋଜନା ହୋଇଥିବା ଦେଖାଯାଇଛି। ସେଥିପାଇଁ କର୍ଣ୍ଣାଟକର ଉପକୂଳ ଜିଲ୍ଲାର ସିଟ ଗୁଡିକରେ ସିପିଆଇ ଓ ସିପିଆଇ(ଏମ) ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି।…

କର୍ଣ୍ଣାଟକ ନିର୍ବାଚନ, ବିଜେପିକୁ ହରାଇବେ ବିଜେପି ନେତା !

ଭୁବନେଶ୍ୱର: କର୍ଣ୍ଣାଟକ ବିଜେପିରେ ବିଦ୍ରୋହ ବ୍ୟାପକ ହେବାରେ ଲାଗିଛି। ଜଣଙ୍କ ପରେ ଜଣେ ନେତା ଦଳ ବିରୋଧରେ ଖୋଲାଖୋଲି ମନ୍ତବ୍ୟ ଦେବା ସହ ଦଳ ଛାଡୁଥିବା ଦେଖାଯାଇଛି। ବହୁ ବିଚାରବିମର୍ଶ ପରେ ଦଳ ପ୍ରଥମ ପର୍ଯ୍ୟାୟ ଟିକେଟ ଘୋଷଣା କରିଛି। ଏପରିକି ବହୁ ନୂଆ ଚେହେରାକୁ ଏଥର ନିର୍ବାଚନରେ ଦଳ…